mtimes odia
Home » Tokyo Olympics
pv-sindhu

Tokyo Olympics: ଅଲିମ୍ପିକ୍ସରେ ସିନ୍ଧୁ ରଚିଲେ ଇତିହାସ, ଚୀନ ଖେଳାଳିଙ୍କୁ ପରାସ୍ତ କରି ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ: ଭାରତୀୟ (Indian) ମହିଳା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ (PV Sindhu) ରବିବାର ଦିନ ଟୋକିଓ ଅଲିମ୍ପିକ୍ସ (Tokyo Olympics) ରେ ଚୀନ (China) ର ଜିଆଓ ହେ ବିଙ୍ଗ (He Bingjiao) ଙ୍କୁ ପରାସ୍ତ କରି ମହିଳା ଏକକ ବ୍ରୋଞ୍ଜ ପଦକ (Bronze Medal) ହାସଲ କରିଛନ୍ତି। ଷଷ୍ଠ ସିଡ୍ ସିନ୍ଧୁ ଅଷ୍ଟମ ସିଡ୍ ବିଙ୍ଗକୁ 21-13, 21-15 ରେ ୫୨ ମିନିଟରେ ମୁସାସିନୋ ଫରେଷ୍ଟ ପ୍ଲାଜା କୋର୍ଟ ନମ୍ବର ୧ରେ ପରାସ୍ତ କରି…

Read More

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ର ୪ର୍ଥ ସଂସ୍କରଣ ଏଥର ହରିୟାଣା ରେ

ନୂଆଦିଲ୍ଲୀ : କେନ୍ଦ୍ର ଯୁବ ମନ୍ତ୍ରୀ ତଥା କ୍ରୀଡ଼ା ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟର ଆଜି ଖେଲୋ ଇଣ୍ଡିଆ ଯୁବ ଖେଳର ଚତୁର୍ଥ ସଂସ୍କରଣ ପାଇଁ ଆୟୋଜକ ରାଜ୍ୟ ଭାବରେ ଘୋଷଣା କରିଛନ୍ତି। ଏହି ଖେଳ ଟୋକିଓ ଅଲିମ୍ପିକ୍ସ ପରେ ହରିୟାଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ହେବ। ଗତକାଲି ଶନିବାର ଦିନ ହରିୟାଣାର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସନ୍ଦୀପ ସିଂ, କ୍ରୀଡ଼ା ସଚିବ ଶ୍ରୀ ରବି ମିତଲ…

Read More