IPL2020 କାର୍ଯ୍ୟସୂଚୀ ଜାରି,ପ୍ରଥମ ମୁକାବିଲା ସିଏସକେ vs ମୁମ୍ବାଇ ଇଣ୍ଡିଆନ୍ସ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ୧୩ ତମ ସିଜିନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ବିସିସିଆଇ (BCCI) ଘୋଷଣା କରିଛି। କ୍ରିକେଟ୍ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଆଇପିଏଲ୍ ୨୦୨୦ କାର୍ଯ୍ୟସୂଚୀକୁ ଅପେକ୍ଷା କରି ରହିଛନ୍ତି। ବିସିସିଆଇ ୬ ସେପ୍ଟେମ୍ବର ରବିବାର ଦିନ ଆଇପିଏଲ୍ ର ୨୦୨୦ସିଜନ୍ ପୂର୍ଣ୍ଣ କାର୍ଯ୍ୟସୂଚୀକୁ ସାର୍ବଜନୀନ କରିଛି। ତେବେ ଆଇପିଏଲର ଏହି ସିଜିନର ଅନ୍ତିମ ମ୍ୟାଚ୍ (Final) କେଉଁଠାରେ ଖେଳାଯିବ ତାହା ଭାରତୀୟ କ୍ରିକେଟ୍ ବୋର୍ଡ ଆନୁଷ୍ଠାନିକ ଭାବେ…
