Religious Places Reopens: ଉଦ୍ଧବ ସରକାରଙ୍କ ନିଷ୍ପତ୍ତି; ସୋମବାରରୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥାନ
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଶନିବାର କହିଛନ୍ତି ଯେ ଆସନ୍ତା ସୋମବାର ଠାରୁ ରାଜ୍ୟରେ ଧାର୍ମିକ ସ୍ଥାନ (Religious Places) ଖୋଲାଯିବ। କରୋନା ମହାମାରୀ (Corona Pandemic) ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚରେ ଲକଡାଉନ୍ (Lockdown) ଲାଗୁ ହେବା ପରେ ରାଜ୍ୟର ସମସ୍ତ ଧାର୍ମିକ ସ୍ଥାନ ବନ୍ଦ ରହିଛି। ଥାକେର ଏକ ବିବୃତ୍ତି ଜାରି କରି ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଆମେ ଭୁଲିଯିବା ଉଚିତ ନୁହେଁ…
