Aadhar: ଆଉ କରିପାରିବେନି ଆଧାର କାର୍ଡ PDF ପ୍ରିଣ୍ଟିଂ, ବନ୍ଦ ହେଲା ସେବା
ନୂଆଦିଲ୍ଲୀ: ଆଧାର କାର୍ଡ (Aadhar Card) ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଜରୁରୀ ଆଇନଗତ ଡକୁମେଣ୍ଟ (Document )। ଘର କିଣିବା ଠାରୁ ଆରମ୍ଭ କରି ସିମ୍ କାର୍ଡ କିଣିବା ପର୍ଯ୍ୟନ୍ତ ଏହା ସବୁ ଜାଗାରେ ଜରୁରୀ ହୋଇପଡିଛି। କରୋନା କାଳରେ ଟୀକାକରଣ ପାଇଁ ଆପଣଙ୍କର ଆଧାର କାର୍ଡ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ | ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI), ଆଧାର କାର୍ଡ ତିଆରି କରୁଥିବା ସଂସ୍ଥା, ଏହା ସୃଷ୍ଟି ହେବା ପରେ…
