Umerkote News: ଉମରକୋଟର ୪ ଜଣ ନିଖୋଜ ଘଟଣା; ଅପହରଣ ନୁହେଁ, କୂଅରେ ପଡ଼ି ଘଟିଛି ମୃତ୍ୟୁ
ଉମରକୋଟ: Umerkote News ନବରଙ୍ଗପୁର ଜିଲ୍ଲା ଉମରକୋଟର ଗୋଟିଏ ପରିବାରର ୪ଜଣ ନିଖୋଜ ଥିବା ମାମଲାରେ ଛତିଶଗଡର କାଁକେର ଜିଲ୍ଲାରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏକ ପରିତ୍ୟକ୍ତ କୂଅ ଭିତରେ ପଡିଥିବା କାର୍ ମଧ୍ୟରେ ସେମାନଙ୍କ ମୃତଦେହ ମିଳିଛି। ଉମରକୋଟରେ ୪ ଜଣ ନିଖୋଜ ଘଟଣାର ସତ ସାମ୍ନାକୁ ଆସିଛି। ଅପହରଣ ନୁହେଁ ବରଂ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏକ କାରରେ ଯାଉଥିବା ବେଳେ…
