Home » Union Finance Minister Nirmala Sitharaman
Nirmala _sitaraman

Petrol Price Hikes: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ବିବୃତ୍ତି

ଚେନ୍ନାଇ: ପେଟ୍ରୋଲ (Petrol) ଏବଂ ଡିଜେଲ (Diesel) ର ମୂଲ୍ୟ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଙ୍କ ବଡ ବିବୃତ୍ତି ଆସୁଛି। ସେ କହିଛନ୍ତି, “ଏହା ଏକ ଦୁଃଖଦାୟକ ବିଷୟ ଏବଂ ମୂଲ୍ୟ ହ୍ରାସ ବ୍ୟତୀତ ଅନ୍ୟ କୌଣସି ଉତ୍ତର ଲୋକମାନଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ଖୁଚୁରା ଇନ୍ଧନ ମୂଲ୍ୟକୁ ଗ୍ରାହକମାନଙ୍କ ପାଇଁ ଏକ ଉପଯୁକ୍ତ ସ୍ତରକୁ ଆଣିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ କଥା ହେବା ଉଚିତ୍।”…

Read More
Nirmala _sitaraman

Hoshiarpur Case: ଭାଇ-ଭଉଣୀ କେବେ ହୋଶିଆରପୁର ପିକନିକରେ ଯିବେ?: BJP

ପଞ୍ଜାବ: ଦୁଷ୍କର୍ମ ଘଟଣାର ରାଜନୀତିକରଣ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Union Finance Minister Nirmala Sitharaman ) କହିଛନ୍ତି ଯେ ହୋଶିଆରପୁର (Hoshiarpur) ରେ ଜଣେ ୬ବର୍ଷର ବାଳିକାକୁ ଦୁଷ୍କର୍ମ କରାଯାଇଥିଲା ଏବଂ ତାଙ୍କ ଶରୀରକୁ ଜାଳିଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ (Congress) ଦଳର ନୀରବତା ଦୁଃଖଦାୟକ, ଦୁଷ୍କର୍ମ ରାଜନୀତି ସହ ଜଡିତ ହେବା ଉଚିତ ନୁହେଁ ସେ କହିଛନ୍ତି। ସେ କହିଛନ୍ତି ଯେ ଆଜି ମୁଁ କଂଗ୍ରେସ ଦଳକୁ ପଚାରିବାକୁ ଚାହୁଁଛି…

Read More