ପଙ୍ଗପାଳ ଦଳ ଗୁରୁଗ୍ରାମ,ପାଲୱାଲ ଓ ଉତ୍ତରପ୍ରଦେଶ ମୁହାଁ
ରାଜସ୍ଥାନ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ନିୟନ୍ତ୍ରଣ କାର୍ଯ୍ୟ ଜାରି ରାଜସ୍ଥାନ ର ଝୁଂଝୁନ ରେ ଜୁନ୍ ୨୬ ସକାଳେ ପଙ୍ଗପାଳ ଦଳ ଦେଖାଯାଇଥିଲେ।ଏଥିସହିତ ପଙ୍ଗପାଳ ବିଲୋପ ପାଇଁ ନିୟନ୍ତ୍ରଣ ଦଳ ମଧ୍ୟ ନିୟୋଜିତ ହୋଇଥିଲେ। ଏହି ପଙ୍ଗପାଳମାନେ ଏକତ୍ରିତ ହୋଇ ତିନୋଟି ଦଳରେ ବିଭକ୍ତ ହୋଇଛନ୍ତି,ସେଥିମଧ୍ୟରୁ ଗୋଟିଏ ଦଳ ଗୁରୁଗ୍ରାମ ଓ ସେଠାରୁ ଫରିଦାବାଦ ଏବଂ ପରେ ଉତ୍ତରପ୍ରଦେଶକୁ ଯାଇଛନ୍ତି। ଅନ୍ୟ ଏକ ଦଳ ପଙ୍ଗପାଳ ଦିଲ୍ଲୀର ଦ୍ୱାରକା ଅଭିମୁଖେ ଚାଲିଗଲେ, ସେଠାରୁ ଦୌଲତାବାଦ,ଗୁରୁଗ୍ରାମ,ଫରିଦାବାଦ ଏବଂ ପରେ…
