Home » update corona virus

ଅନୁଗୋଳରେ ପୁଣି ୧୦ କରୋନା ପଜିଟିଭ ଚିହ୍ନଟ,ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୫

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ ଅଂଚଳରୁ ୫ ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୩ ଜଣ ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି।  ବଅଁରପାଳ ବ୍ଳକ୍ ଅଂଚଳର ଏକ ଶିଳ୍ପ ସଂସ୍ଥାରୁ ୫ ଜଣକ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୩୦(ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ),୩୩(ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ),୩୭ ଓ ୬୩(ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ) ବର୍ଷ ଏବଂ ମହିଳାଙ୍କ ବୟସ…

Read More

ଭାରତରେ ଆଜି ରେକର୍ଡ ଆରୋଗ୍ୟ ହାର; ପାଖାପାଖି ୬୪ ପ୍ରତିଶତ

ନୂଆଦିଲ୍ଲୀ :ଗତକାଲି ଗୋଟିଏ ଦିନରେ ଆରୋଗ୍ୟ ହାରରେ ସର୍ବୋଚ୍ଚ ରେକର୍ଡ ପରିଲକ୍ଷିତ ହୋଇଛି। ଗତ୨୪ଘଣ୍ଟା ମଧ୍ୟରେ ୩୬ ହଜାର ୧୪୫  ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଏକ ରେକର୍ଡ।  ଏଥିସହିତ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮ ଲକ୍ଷ ୮୫ ହଜାର ୫୭୬ ରେ ପହଞ୍ଚିଛି। ସେହିପରି ଆରୋଗ୍ୟ ହାର ସର୍ବାଧିକ ଶତକଡା ୬୩.୯୨ ରେ ପହଞ୍ଚିଛି। ଏଥିରୁ ସ୍ପଷ୍ଟ ଜଣାପଡିଛି ଯେ, ଆରୋଗ୍ୟ ହାର କ୍ରମାଗତ ଭାବେ ସକ୍ରିୟ ରୋଗୀଙ୍କ ତୁଳନାରେ…

Read More