Home » VICE PRESIDENT
VENKIAH NAIDU

ଦେଶର ଭାଗ୍ୟ ଯୁବକମାନଙ୍କ ହାତରେ ଅଛି:ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି (Vice-President) ଶ୍ରୀ ଏମ ଭେଙ୍କୟା ନାଇଡୁ (M Venkaiah Naidu) ଆଜି ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ନୈତିକ ମୂଲ୍ୟବୋଧ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ନୈତିକ ମୂଲ୍ୟବୋଧର ଶିକ୍ଷା ଆମ ଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ଉଚିତ୍। ପ୍ରତିବର୍ଷ ଜୁଲାଇରୁ ନଭେମ୍ବର ମଧ୍ୟରେ ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ରାମଚନ୍ଦ୍ର ମିଶନ ଏବଂ ମିଳିତ ଜାତିସଂଘ (United Nation) ର ସୂଚନା କେନ୍ଦ୍ର…

Read More

ଆମେରିକାର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ ମୂଳନିବାସୀ କମଲା ହ୍ୟାରିସ ଭାରତ ପାଇଁ କେତେ ଉପଯୋଗୀ!

ନୂଆଦିଲ୍ଲୀ : ଆମେରିକାରେ ୩ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଭାରତୀୟ ମୂଳ ସିନେଟର କମଲା ହ୍ୟାରିସଙ୍କୁ ଚୟନ କରି ଭାରତୀୟ-ଆମେରିକୀୟ ଗୋଷ୍ଠୀ ଖୁସି ଅଛନ୍ତି। ଭାରତୀୟ-ଆମେରିକୀୟ ଗୋଷ୍ଠୀ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କୁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରି ପ୍ରଶଂସା କରିଛନ୍ତି। କମଲା ହ୍ୟାରିସ, ଯାହାଙ୍କ ପିତା ଜାମାଇକାରେ ଜନ୍ମିତ ଆଫ୍ରିକୀୟ ଏବଂ ମାଆ  ଭାରତୀୟ। ହ୍ୟାରିସଙ୍କ ମାଆ ଶ୍ୟାମାଲା ଗୋପାଲନ ଯେ କି  କର୍କଟ ଗବେଷକ…

Read More

ଆଜି ମଧ୍ୟ ରାମାୟଣର ବାର୍ତ୍ତା ପ୍ରାସଙ୍ଗିକ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ :ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡୁ ଲୋକଙ୍କୁ ରାମାୟଣରେ ବର୍ଣ୍ଣିତ ଧର୍ମ ଏବଂ ଉତ୍ତମ ନୈତିକତା ନିଜ ଜୀବନରେ ଗ୍ରହଣ କରିବାକୁ ଏବଂ ଏହାର ସର୍ବଭାରତୀୟ ବାର୍ତ୍ତା ପ୍ରସାର କରିବାକୁ ଅନୁରୋଧ କରିଛନ୍ତି। ଏହି ମହାକାବ୍ୟରେ  ବର୍ଣ୍ଣିତ ମୌଳିକ ମୂଲ୍ୟବୋଧ ଏବଂ ଆଦର୍ଶ ସହିତ ନିଜ ଜୀବନକୁ ସମୃଦ୍ଧ କରିବାକୁ ସେ କହିଛନ୍ତି। ୧୭ ଟି ଭାଷାରେ ତାଙ୍କ ଫେସବୁକ୍ ପୋଷ୍ଟରେ ଉପରାଷ୍ଟ୍ରପତି “ଶ୍ରୀ ରାମ ମନ୍ଦିରର ପୁନଃ ନିର୍ମାଣ ଏବଂ ମୂଲ୍ୟବୋଧର ପ୍ରତିଷ୍ଠା ”…

Read More