Home » Vigilance
vigilance

Vigilance: ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

ତାଳ‌ଚେର: ରାଜ୍ୟରେ ଲଗାତାର ଚାଲିଛି ଭିଜିଲାନ୍ସ ଚଢଉ। ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଳଚେର (Talcher) ଗ୍ରାମ୍ୟ ଉନ୍ନୟନ ବିଭାଗ (RD) ର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁ (Chandrmani Sahoo) ଙ୍କ ଘରେ ଏବଂ ଅଫିସରେ ଚଢଉ କରିଛି। ସୂଚନାଅନୁସାରେ ଏହି କଟକ (Cuttack) ଏବଂ ଢେଙ୍କାନାଳ (Dhenkanal) ଭିଜିଲାନ୍ସ (Vigilance) ବିଭାଗର ମିଳିତ ଉଦ୍ୟମରେ ହୋଇଛି। ଏହି ଚଢଉରେ ୪୧ ଜଣ ବିଭାଗୀୟ ଅଧିକାରୀ ଶ୍ରୀ ସାହୁଙ୍କର ନିଜସ୍ୱ…

Read More
arrest

Vigilance:କରୋଡ଼ପତି ହିନ୍ଦୀ ଶିକ୍ଷକ ଗିରଫ

ଭୁବନେଶ୍ୱର:କରୋଡ଼ପତି ହିନ୍ଦୀ ଶିକ୍ଷକ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ (Bhubanananda Sahoo) କୁ ଆଜି ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ଜବତ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଛି। ବୁଧବାର ଦିନ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ୫ କୋଟି ଟଙ୍କାର ସମ୍ପତ୍ତିକୁ ଭିଜିଲାନ୍ସ ବିଭାଗ ଠାବ କରିଥିଲେ। ସୂଚନାଯୋଗ୍ୟ, ଗତକାଲି ବୁଧବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯଶୋଦା ହାଇସ୍କୁଲର ହିନ୍ଦୀ…

Read More