5G ପରୀକ୍ଷଣ ହେତୁ ଦେଶରେ କରୋନା ବଢୁଛି କି? WHO ର ସ୍ପଷ୍ଟୀକରଣ
ନୂଆଦିଲ୍ଲୀ: କରୋନା ଭାଇରସ୍ (Corona Virus) ବିଷୟରେ ସୋସିଆଲ ମିଡିଆ (Social Media) ରେ ଦାବି କରାଯାଉଛି ଯେ ମହାମାରୀ 5G ଟେକ୍ନୋଲୋଜିର ପରୀକ୍ଷଣର ଫଳାଫଳ ବ୍ୟତୀତ ଆଉ କିଛି ନୁହେଁ। ଏହି ପରିପ୍ରେକ୍ଷୀରେ ପ୍ରତିଦିନ କିଛି ପୋଷ୍ଟ କରାଯାଉଛି। WhatsApp ରେ ଏହି ବାର୍ତ୍ତା ଭାଇରାଲ ହେବା ପରେ ଲୋକମାନେ ପରସ୍ପରକୁ ପ୍ରଶ୍ନ ପଚାରୁଛନ୍ତି କି 5G କାରଣରୁ କରୋନା ଦେଶରେ ହଇଚଇ ସୃଷ୍ଟି କରୁଛି କି? ଏହି ପ୍ରଶ୍ନର ଉତ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…
