Home » weather report » Page 4
odisha weaather report

ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଆଗାମୀ ୩ ଦିନ ପ୍ରବଳ ବର୍ଷା;ଭାରତ ପାଣିପାଗ ବିଭାଗର ଚେତାବନୀ

ନୂଆଦିଲ୍ଲୀ : ଆଗାମୀ ତିନିଦିନ ପ୍ରବଳ ବର୍ଷା ହେବ। ଓଡିଶା ସମେତ ହିମାଚଳ ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, ବିହାର, ଛତିଶଗଡ, ଉପ-ହିମାଳୟ ,ପଶ୍ଚିମବଙ୍ଗ, ସିକ୍କିମ, ଅରୁଣାଚଳ ପ୍ରଦେଶ, ଆସାମ ,ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ,ତ୍ରିପୁରା ଏବଂ ଉପକୂଳ କର୍ଣ୍ଣାଟକ ଉପରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ , ଉତ୍ତର-ଦକ୍ଷିଣ ନିମ୍ନ ଚାପର ବାୟୁ କ୍ଷେତ୍ର ବିହାରରୁ ପଶ୍ଚିମବଙ୍ଗ ଉପକୂଳର ନିମ୍ନ…

Read More

ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ; ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଓଡ଼ିଶା ଉପକୂଳ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ  ଆଗାମୀ ୪୮ ଘଣ୍ଟା ଓଡ଼ିଶା ଓ ପଶ୍ଚିମବଙ୍ଗ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏଥିପାଇଁ ଉଭୟ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସତର୍କ କରାଇ ଦିଆଯାଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ‌ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ତରଫରୁ ଜଣାପଡିଛି।

Read More