ଭାରତର ଆଉ ଏକ ସଫଳତା,୨ କୋଟିରୁ ଅଧିକ ‘କୋଭିଡ-୧୯ ପରୀକ୍ଷା’ର ଏକ ନୂତନ ରେକର୍ଡ
ନୂଆଦିଲ୍ଲୀ : ଭାରତ ଆଜି ପର୍ଯ୍ୟନ୍ତ ୨ କୋଟି ୨ ଲକ୍ଷ ୨ ହଜାର ୮୫୮ ଟି କୋଭିଡ -୧୯ ନମୁନା ପରୀକ୍ଷାକୁ ସଫଳତାର ସହିତ ସମାପ୍ତ କରିଛି, ଯାହାକି ଅନ୍ୟ ଏକ ଐତିହାସିକ ସଫଳତା ହାସଲ କରିଛି। କୋଭିଡ -୧୯ର ଆକ୍ରାମକ ପରୀକ୍ଷଣ, ରୋଗୀର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଦକ୍ଷତାର ସହ ଖୋଜିବା ଏବଂ ତୁରନ୍ତ ଆଇ ସୋ ଲେଟ ସହିତ ଚିକିତ୍ସା ପାଇଁ କେନ୍ଦ୍ରର ନିର୍ଦ୍ଦେଶନାରେ ଏହି ଅତ୍ୟନ୍ତ ପ୍ରଭାବଶାଳୀ ରଣନୀତି ଆପଣେଇ ରାଜ୍ୟ…
