Home » world Breaking News
china rocket

Corona ଭୂତାଣୁ ଦେବା ପରେ ବର୍ତ୍ତମାନ ଚୀନର ରକେଟ୍ ବିଶ୍ୱକୁ ବିପଦରେ ପକାଇବ

ନୂଆଦିଲ୍ଲୀ:ଚୀନ୍ (China) ଠାରୁ ବିଶ୍ଵ (world) କୁ ବ୍ୟାପିଥିବା କରୋନା ମହାମାରୀ ପରେ ବର୍ତ୍ତମାନ ଏହାର ଗୋଟିଏ ରକେଟ୍ (Rocket) ପୃଥିବୀର ସମସ୍ତ ଦେଶକୁ ଚିନ୍ତାରେ ପକେଇ ଦେଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଅନିୟନ୍ତ୍ରିତ ଚାଇନାର ରକେଟ୍ ଲଙ୍ଗ ମାର୍ଚ୍ଚ 5 ବି (Long march 5b rocket) ପୃଥିବୀ (Earth) ରେ ପୁନଃ ପ୍ରବେଶ ସମୟରେ ବିପଦ ସୃଷ୍ଟି କରିପାରେ। ଦୁନିଆରେ ଏ ବିଷୟରେ ଚିନ୍ତା ବଢୁଛି। ଏହି ରକେଟ ମେ ୮ରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ…

Read More
PMMODI2

G20 Summit: ଦୁଇ ଦିନିଆ ଜି୨୦ ଶୀର୍ଷ ସମ୍ମିଳନୀ ଆରମ୍ଭ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଭିଭାଷଣ

ନୂଆଦିଲ୍ଲୀ: ୧୫ତମ ଜି୨୦ (G20) ଶୀର୍ଷ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲ୍‍ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ସମ୍ମିଳନୀ ଆଜି ଶେଷ ହେବ। ସାଉଦି ଆରବ (Saudi Arabia) ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଶୀର୍ଷକ ହେଉଛି ‘ସମସ୍ତଙ୍କ ପାଇଁ ଏକବିଂଶ ଶତାବ୍ଦୀରେ ସୁଯୋଗର ଉପଲବ୍ଧି’। ଏହା ହେଉଛି ଚଳିତ ବର୍ଷର ଦ୍ୱିତୀୟ ଜି୨୦ ଶୀର୍ଷ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଏହି ସମ୍ମିଳନୀରେ ତାଙ୍କର ଅଭିଭାଷଣ ପ୍ରଦାନ…

Read More
america covid news updates

World Coronavirus: ଆମେରିକାରେ ଦିନକୁ ୧.୭୭ ଲକ୍ଷ କରୋନା ସଂକ୍ରମିତ, ଦକ୍ଷିଣ କୋରିଆରେ 3rd Wave

◉ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ୫.୪୪ କୋଟିରୁ ଅଧିକ ସଂକ୍ରମିତ, ୧୩.୨୦ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି, ୩.୭୯ କୋଟି ସୁସ୍ଥ ହୋଇଛନ୍ତି ◉ ଆମେରିକାରେ ସଂକ୍ରମିତ ସଂଖ୍ୟା ୧.୧୨ କୋଟିରୁ ଅଧିକ, ଏପର୍ଯ୍ୟନ୍ତ ୨.୫୧ ଲକ୍ଷ ଲୋକ ପ୍ରାଣ ହରାଇଲେଣି ବିଶ୍ୱରେ କରୋନା (Corona Virus) ରୋଗୀଙ୍କ ସଂଖ୍ୟା ୫.୪୪ କୋଟି ଅତିକ୍ରମ କରିଛି। ସେଥିମଧ୍ୟରୁ ୩ କୋଟି ୭୯ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ୧୩ ଲକ୍ଷ ୧୭ ହଜାରରୁ…

Read More
turkey earthquake girl rescued-min

Turkey Earthquake: ୪ ବର୍ଷିୟ ଝିଅ ଆଗରେ ଭୂକମ୍ପ ହାର; ୯୧ ଘଣ୍ଟା ପରେ ହାଥ ହଲେଇ ଡାକିଲା ଉଦ୍ଧାରକାରୀ ଦଳକୁ

ତୁର୍କୀ: ଏକ ଆଶ୍ଚର୍ଯ୍ୟ ଘଟଣାକ୍ରମରେ, ତୁର୍କୀରେ ଭୂକମ୍ପ (Turkey Earthquake) ହେବାର ୯୧ ଘଣ୍ଟା ପରେ ଜଣେ ୪ ବର୍ଷର ବାଳିକାକୁ ବିଲ୍ଡିଂ ଆବର୍ଜନାରୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏହି କୋଠାଟି ଭୂକମ୍ପରେ ଅଧିକ ପ୍ରଭାବିତ ହୋଇଥିବା ଇଜମିର (Ezmir) ସହରରେ ଅବସ୍ଥିତ। ଇଜମିର ମେୟର ଟୁଙ୍କ ସୋଏର କହିଛନ୍ତି ଯେ ୯୧ ଘଣ୍ଟାରେ ଆମେ ଏକ ଚମତ୍କାର ଦେଖିଛୁ। ଉଦ୍ଧାରକାରୀ ଦଳ ୪ ବର୍ଷର ଝିଅ ‘ଆୟଦା’ (Ayda) କୁ ଉଦ୍ଧାର କରିଛନ୍ତି। ଆମେ ବହୁତ…

Read More