Andhra Pradesh:ଆନ୍ଧ୍ରପ୍ରଦେଶରେ ଚୂନପଥର ଖଣି ଦୁର୍ଘଟଣାରେ ୧୦ ଶ୍ରମିକଙ୍କ ମୃତ୍ୟୁ
କଡ଼ପା: ଆଜି ଶନିବାର ଆନ୍ଧ୍ରପ୍ରଦେଶ (Andhra Pradesh) ର କଡ଼ପା (Kadapa district) ସ୍ଥିତ ଏକ ଚୂନ ପଥର ଖଣି (Lime Stone Mines) ରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୧୦ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଆବର୍ଜନା ତଳେ ଫସି ରହିଛନ୍ତି। ଆଜି ସକାଳେ କଲାସାପଡୁ ବ୍ଲକର ମାମିଲାପାଲ୍ଲି (Mamillapalli) ଗ୍ରାମରେ ଏହି ଘଟଣା ଘଟିଛି। ସମସ୍ତ ପୀଡିତମାନେ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ବୋଲି ଜଣାପଡିଛି। କୁହାଯାଉଛି ଯେ ଆଉ…
