CM ନବୀନ ପଟ୍ଟନାୟକଙ୍କୁ PM ମୋଦିଙ୍କ ପ୍ରଶଂସା
ନୂଆଦିଲ୍ଲୀ: ବାତ୍ୟା ୟାସ୍ (Cyclone Yaas) ରେ ଓଡ଼ିଶା (Odisha) ରେ ବହୁ କ୍ଷୟକ୍ଷତି କରିଦେଇ ଚାଲିଗଲା। ବାତ୍ୟା ୟାସ୍ ପଶ୍ଚିମବଙ୍ଗରେ ମଧ୍ୟ ଅନେକ କ୍ଷତି କରିଛି। ଏହି ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ (PM Modi) ନିଜେ ଉଭୟ ରାଜ୍ୟ ଗସ୍ତ କରିଛନ୍ତି। ଗତକାଲି ଶୁକ୍ରବାର ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡିକ ଉପରେ ଏକ ବିମାନ ସର୍ଭେ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଭୁବନେଶ୍ୱରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ…
