Home » yogi adityanath
yogi up

UP Population Bill: ଦୁଇରୁ ଅଧିକ ସନ୍ତାନଥିଲେ; ମିଳିବନି ରେସନ, ସରକାରୀ ଚାକିରି, ଲଢିପାରିବନି ନିର୍ବାଚନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ (Uttar Pradesh) ସରକାର  ଆଗାମୀ ଦିନରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ (Population Control)  ଆଣୁଛନ୍ତି। ଏହାକୁ ନେଇ ଯୋଗୀ ଆଦିତ୍ୟନାଥ (Yogi Adityanath) ସରକାର ଏକ ସୂତ୍ର ପ୍ରସ୍ତୁତ କରିଛନ୍ତି। ଏହି ନିୟମ ଅନୁସାରେ ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି, ସେମାନେ ସରକାରୀ ଚାକିରୀ (Government Jobs) ପାଇଁ ଯୋଗ୍ୟ ହେବେ ନାହିଁ। ସେମାନେ ନିର୍ବାଚନ (Election) ରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମର୍ଥ ହେବେ ନାହିଁ। ଗୋଟିଏ ଶିଶୁର ନୀତି ଆପଣେଇଥିବା ପିତାମାତାଙ୍କୁ…

Read More
gonda-blast

UP:ସିଲିଣ୍ଡର ବିସ୍ଫୋରଣ ହେତୁ ଦୁଇ ମହଲା ଘର ଭୁଶୁଡି ୭ ଜଣ ମୃତ୍ୟୁ

ଗୋଣ୍ଡା: ଉତ୍ତରପ୍ରଦେଶ (Uttar Pradesh) ର ଗୋଣ୍ଡା ଜିଲ୍ଲା (Gonda District) ରେ ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଛି। ସିଲିଣ୍ଡର ବିସ୍ଫୋରଣ (Cylinder Blast) ହେତୁ ଏଠାରେ ଦୁଇ ମହଲା ବିଶିଷ୍ଟ ଘର ଭୁଶୁଡି ପଡି ସେଠାରେ ଉପସ୍ଥିତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ଗ୍ରାମବାସୀ ତୁରନ୍ତ ସାହାଯ୍ୟ କରି ୧୪ ଜଣଙ୍କ ଜୀବନ ରକ୍ଷା କରିଥିଲେ। ଅଳିଆ ଗଦାରେ ପୋତି ହୋଇଥିବା ଏହି ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ୭ ଜଣ…

Read More
up pratapgarh accident 2

Pratapgarh Accident: ବାହାଘରରୁ ଫେରୁଥିବା ବୁଲେରୋ ଟ୍ରକକୁ ଦେଲା ପଛରୁ ଧକ୍କା; ୬ ଜଣ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ

ପ୍ରତାପଗଡ: ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ପ୍ରତାପଗଡ (Pratapgarh) ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା ଅଛନ୍ତି। ଅନୁମାନ କରାଯାଉଛି ଯେ ଡ୍ରାଇଭର ଶୋଇପଡିଛି। ବୁଲେରୋ ଏତେ ଜୋର ରେ ଧକ୍କା ହୋଇଯାଇଥିଲା ଯେ ଏହାର କବାଟକୁ କଟରରେ କାଟିଦେବାକୁ ପଡ଼ିଲା ଏବଂ ଶବଗୁଡ଼ିକୁ ବାହାର କରିଦିଆଯାଇଛି। ପୋଲିସ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରୁ ୧୨ ଜଣ କୁଣ୍ଡା କୋଟୱାଲିର ଚାଉସା ଜିରଗାପୁର ଗାଁର…

Read More
yogi up

Mission Shakti: ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ମହିଳା ସୁରକ୍ଷା ପାଇଁ ସ୍ୱତନ୍ତ୍ର ସଚେତନତା ଅଭିଯାନ

ଉତର ପ୍ରଦେଶ: ଉତର ପ୍ରଦେଶ ସରକାର ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଅପରାଧକୁ ନିୟନ୍ତ୍ରଣ କରିବା ତଥା ଏ ସଂପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ଏକ ଛଅମାସ ବ୍ୟାପୀ ମହିଳା ସଶକ୍ତିକରଣ ଅଭିଯାନ ‘ମିଶନ୍‌ଶକ୍ତି’ (Mission Shakti)ର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଗତକାଲି ବଳରାମପୁରସ୍ଥିତ ଦେବୀ ପାଟନ୍‌ଶକ୍ତିପୀଠରୁ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ଆଦିତ୍ୟନାଥ କହିଛନ୍ତି ମହିଳାମାନଙ୍କ ସୁରକ୍ଷା ପାଇଁ ରାଜ୍ୟସରକାର ପ୍ରତିଶୃତିବଦ୍ଧ। महिलाओं…

Read More
cm yogi

Hathras:ହାଥରସ୍ ମାମଲାରେ ସିଏମ୍ ଯୋଗୀଙ୍କ CBI ତଦନ୍ତ ପାଇଁ ସୁପାରିଶ,ପିଡ଼ିତାଙ୍କ ଭାଇ କହିଲେ ଆମେ କହିନଥିଲୁ

ନୂଆଦିଲ୍ଲୀ(ମହିମା ଲାଇଭ ବ୍ୟୁରୋ): ହାଥରସ୍ (Hathras) ବଳାତ୍କାର ମାମଲାରେ ସାରା ଦେଶରେ ଚର୍ଚ୍ଚାର ବିଷୟ ରହିଛି। ହାଥରସ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ସିଏମ୍ ଯୋଗୀ ଆଦିତ୍ୟନାଥ (Yogi Adityanath) ଏସପି (SP)ଏବଂ ଡିଏସପି(DSP)ଙ୍କୁ ନିଲମ୍ବନ କରିବା ପରେ ଯୋଗୀ ଏହି ପ୍ରସଙ୍ଗରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସେ ଏହି କେସ ସିବିଆଇ (CBI) କୁ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଉତ୍ତର ପ୍ରଦେଶ ଯୋଗୀ ସରକାର ହାଥରସ ବଳାତ୍କାର ମାମଲାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।…

Read More
rahul-priyanka

UP Hathras Case: ବିଜେପି କହିଛି ରାହୁଲ-ପ୍ରିୟଙ୍କା ହସଖୁସିରେ ହାଥରସକୁ ଯାଉଛନ୍ତି, ଯାଉଥିବା ଭିଡିଓ ଭାଇରାଲ

ହାଥରସ(ମହିମା ଲାଇଭ ବ୍ୟୁରୋ): ଉତ୍ତର ପ୍ରଦେଶ ହାଥରସ ମାମଲାକୁ ନେଇ ବର୍ତ୍ତମାନ ସାରା ଦେଶରେ ଖବର ଚର୍ଚ୍ଚିତ ରହିଛି। ସମସ୍ତ ରାଜନୈତିକ  ଦଳ ଯୋଗୀ ଆଦିତ୍ୟନାଥ (Yogi Adityanath) ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ (Viral Video) ହେବାରେ ଲାଗିଛି ଯେଉଁଥିରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ(Rahul Gandhi) ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ  ଭଦ୍ରା ଏକ କାରରେ ହାଥରସ ଯାଉଥିବାର ନଜର ଆସିଛନ୍ତି। ପୀଡିତାଙ୍କ…

Read More
rahul gandhi

Hathras Case Updates: ରାହୁଲ ଗାନ୍ଧୀ ଗିରଫ, ଯାଉଥିଲେ ହାଥରସ

ହାଥରସ: ଉତ୍ତରପ୍ରଦେଶର ହାଥରସ କେସ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ(Rahul Gandhi) ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା (Priyanka) ଙ୍କୁ  ଗ୍ରେଟର ନୋଏଡା ପୋଲିସ ଅଟକାଇଥିଲା ଏବଂ ପରେ ସେମାନେ ପାଦରେ ହାଥରସ ଅଭିମୁଖେ ଯାତ୍ରା କରିଥିଲେ। ପରବର୍ତ୍ତୀ ସମୟରେ ଯମୁନା ଏକ୍ସପ୍ରେସୱେରେ ପୋଲିସ ରାହୁଲ ଗାନ୍ଧୀଙ୍କୁ ଗିରଫ କରିଛି। ପୋଲିସ ତାଙ୍କୁ ବାଡ଼ିରେ ପିଟିଥିବା ରାହୁଲ ଗାନ୍ଧୀ ଏକ ବଡ ଅଭିଯୋଗ କରିଛନ୍ତି। ଯେଉଁଠାରେ ରାହୁଲ…

Read More

ପ୍ରଧାନମନ୍ତ୍ରୀଙ୍କ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର ‘ ଭୁମି ପୂଜନ;ପାରସ୍ପରିକ ପ୍ରେମ ଏବଂ ଭାଇଚାରା ଭିତ୍ତିରେ ଏହି ମନ୍ଦିର ନିର୍ମାଣ କରାଯିବା ଉଚିତ୍: ପ୍ରଧାନମନ୍ତ୍ରୀ ମୋଦୀ

ଅଯୋଧ୍ୟା : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭୁମି ପୂଜନ ଏବଂ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପୁରୋହିତମାନେ ଭୁମି ପୂଜନ ଜପ କରିବା ଆରମ୍ଭ କରିଥିଲେ ଏବଂ ପରେ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପକାଇବା ସହିତ ଭୁମି ପୂଜନ କାର୍ଯ୍ୟ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ସମୟରେ ନଅଟି ପଥର ପୂଜା କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀ ଏବଂ ରାମ ଭକ୍ତଙ୍କୁ ଅଭିନନ୍ଦନ…

Read More

ଆସନ୍ତାକାଲି ଶ୍ରୀରାମ ମନ୍ଦିରର ଭୂମିପୂଜନ; ମନ୍ଦିର ମଡେଲ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ। କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା ଏବଂ ଦର୍ଶନ କରିବେ। ଏହା ପରେ ସେ ଶ୍ରୀ ରାମ ଜନ୍ମଭୂମି ସ୍ଥଳକୁ ଯାତ୍ରା କରିବେ ଯେଉଁଠାରେ ସେ ‘ଭଗବାନ୍ ଶ୍ରୀ ରାମଲାଲା ବିରାଜମାନ’ଙ୍କ ପୂଜା ଏବଂ ଦର୍ଶନ କରିବେ। ଏହାପରେ ସେ ଏକ ପାରିଜାତ ଚାରା ରୋପଣ କରିବେ ଏବଂ ପରବର୍ତ୍ତୀ ସମୟରେ ଭୂମି ପୂଜନ କରିବେ।ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ‘ଶ୍ରୀ…

Read More