Home » Weather Report Odisha: ୧୮ ତାରିଖମଧ୍ୟରେ ରାଜ୍ୟରେ ପ୍ରବଳ ଶୀତ

Weather Report Odisha: ୧୮ ତାରିଖମଧ୍ୟରେ ରାଜ୍ୟରେ ପ୍ରବଳ ଶୀତ

Weather Report of Odisha
Share this:

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତର ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ଅନୁଭୂତ ହେଉଛି। ତେବେ ଆସନ୍ତା ଦୁଇଦିନ ଯାଏଁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳରେ ୧୮ ତାରିଖ ସୁଦ୍ଧା ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ରାଜ୍ୟର ୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଆସିଛି।

Also Read | Odisha : ଓଡ଼ିଶା ଚାଷୀଙ୍କୁ ମିଳିବ ‘କୃଷକ ପରିଚୟ ପତ୍ର’

Share this:

Leave a Reply

Your email address will not be published. Required fields are marked *