Home » ରିଅଲମି X3 ସୁପରଜୁମ୍ ଜୁନ୍ ୨୫ ରେ ଭାରତରେ ଲଞ୍ଚ

ରିଅଲମି X3 ସୁପରଜୁମ୍ ଜୁନ୍ ୨୫ ରେ ଭାରତରେ ଲଞ୍ଚ

Twitter
Share this:

ରିଅଲମି ଏହାର ପରବର୍ତ୍ତୀ X3 ସ୍ମାର୍ଟଫୋନ୍ ସିରିଜ୍ ଭାରତରେ ୨୫ ଜୁନ୍ ରେ ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲ ସହିତ ଏହି ସ୍ମାର୍ଟଫୋନ୍ ସିରିଜ୍ ବିଷୟରେ ଜଣାଇଛି ।  ରିଅଲମି X3 ସୁପରଜୁମ୍ ଗତ ମାସରେ ୨୬  ୟୁରୋପୀୟ ବଜାରରେ ଲଞ୍ଚ କରାଯାଇଥିଲା। ଡୁଆଲ୍ ପଂଚ-ହୋଲ୍ ଡିସପ୍ଲେ ପ୍ୟାନେଲ୍ ଏବଂ କ୍ୱାଡ୍ ରିୟର କ୍ୟାମେରା ସେଟ୍ ଅପ୍ ସହିତ ରିଅଲମି X3 ସୁପରଜୁମ୍ ଭାରତୀୟ ବଜାରରେ ଲଞ୍ଚ

ରିଅଲମି  ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ସହିତ ଏହି ସ୍ମାର୍ଟଫୋନର ଲଞ୍ଚ ତାରିଖ ପ୍ରକାଶ କରିଛି। ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ କମ୍ପାନୀ ଏହାର ପରବର୍ତ୍ତୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ସିରିଜ୍ ମଧ୍ୟ ଲଞ୍ଚ କରିବ। କମ୍ପାନୀ ଏହାର ଟ୍ୱିଟରେ ଲେଖିଛି ଯେ ଏହାକୁ ୬୦X  ସୁପରଜୁମ୍ ସୁପରସ୍ପିଡ୍ ମୋଡ୍ ଦିଆଯିବ। କମ୍ପାନୀ ଏହାର ପ୍ରୋମୋରେ ଫୋନର ଆଗ ପ୍ୟାନେଲ୍ ଦେଖାଇଛି ।

କ୍ୱାଲକମ୍ ସ୍ନାପଡ୍ରାଗନ୍ 855+ SoC ସହିତ ୟୁରୋପୀୟ ବଜାରରେ ରିଅଲମି  X3 ସୁପରଜୁମ୍ ଲଞ୍ଚ କରାଯାଇଛି ।  ୟୁରୋପୀୟ ବଜାରରେ, ୮ ଏହା ୧୨ ଜିବି ରାମ୍ ଏବଂ ୨୫୬  ଜିବି ପର୍ଯ୍ୟନ୍ତ ଏକ୍ସଟ୍ରନଲ ଷ୍ଟୋରଜେ ଷ୍ଟୋରେଜ୍ ସହିତ ଲଞ୍ଚ କରାଯାଇଛି। ଭାରତରେ ଏହା ୮ ଜିବି ରାମ୍ ଓ ୧୨୮ ଜିବି ଏକ୍ସଟ୍ରନଲ ଷ୍ଟୋରଜେ ଲଞ୍ଚ କରାଯାଇପାରିବ।

Share this: