Home » Breaking News » Page 140
India covid19 report

ରାଜ୍ୟରେ ପୁଣି ୫୭୦କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୭୦  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୧୯ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୧୮ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ କଟକ ଜିଲ୍ଲାରେ ୪୬ ଓ ସୁନ୍ଦରଗଡ଼ ଜିଲାରେ ୪୪  ଜଣ…

Read More

ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ : ତୃତୀୟ ଦିନରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜରେ ୯୯ ରନ୍ ଅଗ୍ରଣୀ

ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜାରି ରହିଛି। ଶୁକ୍ରବାର ମ୍ୟାଚର ତୃତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ଦଳ ୩୧୮ ରନ୍ ରେ ଆଉଟ୍ ହୋଇଥିଲା ଏବଂ ପ୍ରଥମ ଇନିଂସ ଆଧାରରେ ଭ୍ରମଣକାରୀ ଦଳ ୧୧୪  ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୪  ରନ୍  କରିଥିଲା। ୩ ୟ ଦିନ ଖେଳ ଶେଷ ହେବା ପର୍ଯ୍ୟନ୍ତ ଇଂଲଣ୍ଡ ଦଳ କୌଣସି ୱିକେଟ   ନ…

Read More

୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ଵର : ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ମସିହ ଲାଗି ୯ଟି ବିଭାଗରେ ଦଶ ଜଣ ଲେଖକଙ୍କୁ ଏହି ପୁରସ୍କାର ମିଳୁଛି ଓ ୨୦୧୬ ମସିହା ପାଇଁ ମଧ୍ୟ ଦଶ  ଜଣଙ୍କ ନାମ ଘୋଷଣା କରାଯାଇଛି। ସୂଚନା ଅନୁସାରେ ,୨୦୧୫ ମସିହାରେ ଉପନ୍ୟାସ ‘ଗୋଟିଏ ଯୋଡ଼ି ଗାଆଁର କାହାଣୀ’ ପାଇଁ ନିତ୍ୟାନନ୍ଦ ପଣ୍ଡା, କ୍ଷୁଦ୍ରଗଳ୍ପ ସଂକଳନ ‘ଗପର ମୁହଁ’ ପାଇଁ ପବିତ୍ର ପାଣିଗ୍ରାହୀ, କବିତା ସଂକଳନ…

Read More

ନିଜ ଭୁଲ ଯୋଗୁଁ ଭାରତ କ୍ରିକେଟ ବିଶ୍ୱକପ ୨୦୧୯ ଟାଇଟଲ ଜିତିନଥିଲା :ଟମ ମୁଡି

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ସଫଳ ପ୍ରଶିକ୍ଷକ ଟମ ମୁଡି ବିଶ୍ୱାସ କରନ୍ତି ଯେ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱକପ ୨୦୧୯ ରେ ଦଳ ଭିତରେ ଅନିଶ୍ଚିତତା ସୃଷ୍ଟି କରି ଭାରତ ନିଜକୁ କ୍ଷତି ପହଞ୍ଚାଇଛି। ପୂର୍ବରୁ ଆଇପିଏଲ୍ ଦଳ ସନରାଇଜର୍ସ ହାଇଦ୍ରାବାଦର କୋଚ୍ ଥିବା ମୁଡି କହିଛନ୍ତି ଯେ ଟାଇଟଲ୍ ପାଇଁ ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଥିଲା କିନ୍ତୁ ଦଳ ମ୍ୟାନେଜମେଣ୍ଟ  ପ୍ରତିଭାକୁ ସଠିକ୍ ଭାବରେ ବ୍ୟବହାର କରିବାରେ ବିଫଳ ହେଲା। ମୁଡି କହିଛନ୍ତି,…

Read More

ରାଜ୍ୟରେ ରେକର୍ଡ ସଂଖ୍ୟକ ୫୬୫ ଜଣ ସୁସ୍ଥ ହେଲେ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୯୭୨ କୁ ବୃଦ୍ଧି

ରାଜ୍ୟରେ ଶୁକ୍ରବାର ଆଉ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭,୯୭୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୧୮୫ ଜଣ ଓ ତା’ତଳକୁ ରାୟଗଡ଼ା ଜିଲ୍ଲାରୁ ୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି,ବଲାଙ୍ଗୀରି ଜିଲ୍ଲାରୁ ୪୫ ଜଣ,କଟକ ଜିଲ୍ଲାରୁ…

Read More

କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ପ୍ରକାଶିତ

କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଚଳିତ ବର୍ଷର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା କରିଛି। ପରିଷଦ ଆଜି ଅପରାହ୍ନ ୩ ଟାରେ ପୂର୍ବ ନିର୍ଦ୍ଧାରିତ ତାରିଖ ଏବଂ ସମୟ ଅନୁଯାୟୀ ରେଜଲ୍ଟ  ଘୋଷଣା କରିଛି। ପରିଷଦର ଫଳାଫଳ ପୋର୍ଟାଲ, https://results.cisce.org/ ରେ ଦଶମ ଏବଂ ଦ୍ୱାଦଶ ଫଳାଫଳ ୨୦୨୦ ଘୋଷଣା କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଫଳାଫଳକୁ ନେଇ ଖୁସି ନୁହଁନ୍ତି ସେମାନେ ପୁନଃ ଯାଞ୍ଚ…

Read More
India covid19 report

ରାଜ୍ୟରେ ପୁଣି ୭୫୫ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୭୫୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୫୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୪୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୩ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୩୨୦ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଯାଜପୁର ଜିଲ୍ଲାରେ ୮୬ ଓ ସୁନ୍ଦରଗଢ ଜିଲାରେ ୬୨…

Read More

କାନପୁରରେ ବିକାଶ ପୋଲିସ ପିସ୍ତଲ ଛଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲା; ପୋଲିସ ର ଆତ୍ମରକ୍ଷା ପାଇଁ ଗୁଳି ଚାଳନା

ଗୁରୁବାର ଦିନ ଉଜ୍ଜୈନ ମହାକଲ ମନ୍ଦିରରୁ ବିକାଶଙ୍କୁ ଗିରଫ କରାଯାଇଥିଲା ଟ୍ରାଞ୍ଜିଟ୍ ରିମାଣ୍ଡରେ ୟୁପି ଏସଟିଏଫ  ବିକାଶକୁ କାନପୁରକୁ ନେଇ ଯାଉଥିଲା କାନପୁରର ବିକରୁ ଗ୍ରାମରେ ସିଓ  ସମେତ ଆଠ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କର ଆଜି ସକାଳେ ଏନକାଉଣ୍ଟର ମୃତ୍ୟୁ ଘଟିଛି। ୟୁପି ଏସଟିଏଫ ଦଳ ଉଜ୍ଜୈନ ରୁ କାନପୁରକୁ ରିମାଣ୍ଡରେ ନେଇ ଯାଉଥିଲେ। କିନ୍ତୁ ସହର ପୂର୍ବରୁ ୧୭  କିମି ଦୂରରୁ କାଫିଲା ର ଏକ କାର ସକାଳ ୬.୩୦…

Read More

ଜିଲାପାଳଙ୍କ ନିର୍ଦେଶ ସମ୍ବଲପୁର ଦୁଇ ଦିନ ସଟ୍ ଡ଼ାଉନ

ସମ୍ବଲପୁର : ଜିଲ୍ଲାରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ଙ୍କ ସୁରକ୍ଷା ପାଇଁ ସମ୍ବଲପୁର ଜିଲାପାଳ ଆସନ୍ତା ଶନିବାର ଓ ରବିବାର ଜିଲ୍ଲାକୁ  ସଟ୍‌ଡାଉନ ଘୋଷଣା କରିଛନ୍ତି। ଅତ୍ୟାବଶ୍ୟକୀୟ ସେବାକୁ ସଟ୍‌ଡାଉନରୁ ବାଦ ଦିଆଯାଇଛି । ସଟ୍‌ଡାଉନ ସମୟରେ  ସ୍ୱାସ୍ଥ୍ୟ ସେବା ,ଡାକ୍ତରଖାନା, କ୍ଲିନିକ, ନର୍ସିଂହୋମ, ​‌ଔଷଧ ଦୋକାନ, ଆମ୍ବୁଲାନ୍ସ, ପୁଲିସ, ପୌର ସେବା, ଅଗ୍ନିଶମ ସେବା, ଟେଲିକମ ସେବା, ପେଟ୍ରୋଲପମ୍ପ, ଏଲପିଜି ବିତରଣ, ବିଦ୍ୟୁତ…

Read More

ସ୍ମାର୍ଟ ଫୋନରେ ଡିପ୍ଲୋମା ପରୀକ୍ଷା

ଭୁବନେଶ୍ଵର: କରୋନା ଭୂତାଣୁ ମହାମାରୀ ଦିନକୁ ଦିନ ବଢି ଚାଲିଛି। ଛାତ୍ରୀ ଛାତ୍ର ଙ୍କ ସୁରକ୍ଷା କୁ ନେଇ ଚଳିତବର୍ଷ ଅନ୍‌ଲାଇନରେ ହେବ ଡିପ୍ଲୋମା ପରୀକ୍ଷା। ଏ ସମ୍ପର୍କରେ ବୈଷୟିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସୂଚନାଅନୁସାରେ ,ଛାତ୍ରଛାତ୍ରୀମାନେ ନିଜ ନିଜ କମ୍ପ୍ୟୁଟର ଏବଂ ଲାପଟପ୍‌ ମାଧ୍ୟମରେ  ଅନ୍‌ଲାଇନରେ ପରୀକ୍ଷା ଦେବେ। ଯେଉଁ ଛାତ୍ରୀଛାତ୍ରଙ୍କର ନିଜର ଲାପଟପ୍‌ କିମ୍ବା କମ୍ପ୍ୟୁଟର ନାହିଁ ସେମାନେ ନିଜ ନିଜ  ସ୍ମାର୍ଟ ଫୋନରେ ପରୀକ୍ଷା ଦେଇପାରିବେ। ଆସନ୍ତା ଅଗଷ୍ଟ ୧…

Read More

ଇଣ୍ଡିଆ ଗ୍ଲୋବାଲ୍ ସପ୍ତାହ କୁ ପ୍ରଧାନମନ୍ତ୍ରୀ ଙ୍କ ସମ୍ବୋଧନ ;କରୋନା ଟିକା ବିକାଶରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ – ପ୍ରଧାନମନ୍ତ୍ରୀ ମୋଦୀ

ବ୍ରିଟେନରେ ଆୟୋଜିତ ହେଉଥିବା ‘ଇଣ୍ଡିଆ ଗ୍ଲୋବାଲ ସପ୍ତାହ 2020’ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଇଣ୍ଡିଆ ଗ୍ଲୋବାଲ ସପ୍ତାହର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ବର୍ତ୍ତମାନର ସଙ୍କଟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ପୁନର୍ଜୀବନରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି ଯେ ଏହା ଦୁଇଟି କାରଣ ସହିତ ନିବିଡ ଭାବରେ ଜଡିତ। ପ୍ରଥମଟି ହେଉଛି – ଭାରତୀୟ ପ୍ରତିଭା ଏବଂ ଦ୍ୱିତୀୟଟି…

Read More