ଗୃହ ମନ୍ତ୍ରଣାଳୟ ଦ୍ଵାରା ଅନଲକ୍ -୨ ନୂତନ ନିର୍ଦ୍ଦେଶାବଳୀ ଜାରି
କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଅଧିକ କାର୍ଯ୍ୟକଳାପ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନଲକ୍ -୨ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି | ନୂତନ ନିର୍ଦ୍ଦେଶାବଳୀ ଜୁଲାଇ ୧ଠାରୁ କାର୍ଯ୍ୟକାରୀ ହେବ। ଆଜି ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ, ରାଜ୍ୟ ଓ କେନ୍ଦ୍ରାଞ୍ଚଳ ରୁ ପ୍ରାପ୍ତ ମତାମତ ଏବଂ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ବ୍ୟାପକ ପରାମର୍ଶ ଉପରେ ଆଧାରିତ ଅଟେ। ଖବର ଅନୁସାରେ,ଅନଲକ୍-୧ ଓ ମେ ୩୦ ରେ…
