ଓଡ଼ିଶାରେ ଗୋଷ୍ଠୀ ଅଂଶଗ୍ରହଣ ଓ ଡ଼ିଜିଟାଲ ପ୍ରୟାସ ଦ୍ୱାରା କୋଭିଡ଼-୧୯ ବିରୋଧରେ ପ୍ରତ୍ୟକ୍ଷ ଲଢ଼େଇ
ସହ-ଋଗଣତା ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ସଚେତକ ଆପ୍ ସକ୍ରିୟ ମନିଟରିଂ ବ୍ୟବସ୍ଥା ଦ୍ୱାରା ସରପଞ୍ଚମାନଙ୍କୁ ସଶକ୍ତିକରଣ ଟେଲି ମେଡ଼ିସିନ୍ ସେବା ମୁତୟନ ମେଡ଼ିକାଲ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କୋଭିଡ଼-୧୯ ବିରୋଧରେ ଲଢ଼େଇ ହେଉଛି ଏକ ସାମୂହିକ ସଂଗ୍ରାମ ଯାହା କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ର ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଜାରି ରହିଛି। ଅନେକ ରାଜ୍ୟ ଏଥି ସକାଶେ କେତେକ ବିଶେଷ ରଣନୀତି ଆପଣାଇଛନ୍ତି ଯାହାକି କେନ୍ଦ୍ର ସରକାରଙ୍କ…
