Home » Breaking News » Page 57
CONGRESS

Puducherry: ପୁଡୁଚେରୀ ହାତରୁ ଯିବାପରେ କଂଗ୍ରେସ ଦକ୍ଷିଣ ଭାରତରେ ସଫା, ବର୍ତ୍ତମାନ କେବଳ ୫ ରାଜ୍ୟରେ ସରକାର

ନୂଆଦିଲ୍ଲୀ: ପୁଡୁଚେରୀରେ କଂଗ୍ରେସ (Congress) ସରକାର ପତନ ହୋଇଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ (CM V. Narayanasamy) ଆସ୍ଥା ଭୋଟରେ ହାରିଯାଇଛନ୍ତି। ନାରାୟଣସ୍ୱାମୀ ଲେଫ୍ଟଟାଣ୍ଟ ଗଭର୍ଣ୍ଣର ତାମିଲାଇସାଇ ସାଉଣ୍ଡାରାଜନ (Lieutenant Governor Tamilisai Soundararajan) ଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। କଂଗ୍ରେସ ବିଧାୟକ ଲକ୍ଷ୍ମୀନାରାୟଣ (Lakshminarayanan) ଏବଂ ଡିଏମକେ ବିଧାୟକ ଭେଙ୍କଟେସନଙ୍କ ଇସ୍ତଫା ପରେ,୩୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ-ଡିଏମକେ ମିଳିତ ଦଳର ବିଧାୟକଙ୍କ ସଂଖ୍ୟା ୧୧କୁ ହ୍ରାସ ପାଇ…

Read More
meters-smart-prepaid

Niti Aayog: ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ବିଦ୍ୟୁତରେ ‘One Nation, One Rate’ ଦାବି, ଲାଗିବ ପ୍ରି-ପେଡ୍ ସ୍ମାର୍ଟ ମିଟର

ପାଟନା: ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ (Niti Aayog) ର ପରିଚାଳନା ପରିଷଦର ଷଷ୍ଠ ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Nitish Kumar ) ଯୋଗ ଦେଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଆଖୁ ରସରୁ ଇଥାନଲ (Ethanol) ଉତ୍ପାଦନକୁ ନେଇ ଖୁସି ବ୍ୟକ୍ତ କରିଥିବାବେଳେ ବିଦ୍ୟୁତ ଯୋଗାଣ ପାଇଁ ସମସ୍ତ ରାଜ୍ୟ ପାଇଁ ହାର ଦାବି କରିଛନ୍ତି। ନୀତୀଶ କୁମାର ତାଙ୍କ…

Read More
Economic Survey

Economic Survey:ରାଜ୍ୟରେ ଗତବର୍ଷ ତୁଳନାରେ ମୁଣ୍ଡ ପିଛା ଆୟ କମିଛି ୨ହଜାର ୪୧୦ ଟଙ୍କା

ଭୁବନେଶ୍ଵର: ଗତବର୍ଷ ତୁଳନାରେ ମୁଣ୍ଡ ପିଛା ଆୟ କମିଛି ୨ହଜାର ୪୧୦ ଟଙ୍କା। ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୪.୯୨ପ୍ରତିଶତକୁ ହ୍ରାସ ପାଇବ ବୋଲି ଅର୍ଥନୈତିକ ସର୍ଭେ (Economic Survey) ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଅନୁସାରେ ଗତକାଲି ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ମୁଣ୍ଡପିଛା ଆୟ ୨ହଜାର ୪୧୦ଟଙ୍କା କମିଛି। ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷ…

Read More
america plane

American Plane : ଆମେରିକାରେ ୨୩୧ ଯାତ୍ରୀଙ୍କ ସହିତ ଥିବା ବିମାନରେ ଆକାଶରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଆମେରିକା (America) ର ଏକ ବିମାନ ଏକ ଗୁରୁତର ଦୁର୍ଘଟଣାର ଶିକାର ହୋଇଛି। ଅବସ୍ଥା ଏପରି ଥିଲା ଯେ ଉଡ଼ିବା ସମୟରେ ବାୟୁରୁ ଆବର୍ଜନା ଖସିଯିବା ଆରମ୍ଭ କଲା। ବାସ୍ତବରେ, ଯେତେବେଳେ ବୋଇଙ୍ଗ ୭୭୭  ବିମାନ ଉଡିଗଲା, ଏହାର ଇଞ୍ଜିନ କିଛି ସମୟ ମଧ୍ୟରେ ବିଫଳ ହେଲା ଏବଂ ଏଥିରେ ନିଆଁ ଲାଗିଗଲା। ସୂଚନା ଅନୁସାରେ ଏହି ବିମାନରେ ସମୁଦାୟ ୨୩୧ ଯାତ୍ରୀ ଏବଂ ୧୦ ଜଣ କ୍ରୁ ମେମ୍ବର ଥିଲେ, ଯାହା ଅଗ୍ନିକାଣ୍ଡର ଶିକାର…

Read More
naveen patnaik

Niti Aayog: ନୀତିଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିଭିନ୍ନ ଦାବି କଲେ ଉପସ୍ଥାପନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗ (Niti Aayog) ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏହି ବୈଠକରେ ଓଡ଼ିଶା (Odisha) ର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଳବାଇ, ବ୍ୟାଙ୍କିଙ୍ଗ, ଟେଲିକମ୍‍, କେନ୍ଦ୍ରୀୟ ଅନୁଦାନ ହ୍ରାସ, ସ୍ୱତନ୍ତ୍ର ଫୋକସ ରାଜ୍ୟ ଏବଂ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ନୀତି ଆୟୋଗଙ୍କ ନିକଟରେ ଦାବି କରିଛନ୍ତି।…

Read More
Nirmala _sitaraman

Petrol Price Hikes: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ବିବୃତ୍ତି

ଚେନ୍ନାଇ: ପେଟ୍ରୋଲ (Petrol) ଏବଂ ଡିଜେଲ (Diesel) ର ମୂଲ୍ୟ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଙ୍କ ବଡ ବିବୃତ୍ତି ଆସୁଛି। ସେ କହିଛନ୍ତି, “ଏହା ଏକ ଦୁଃଖଦାୟକ ବିଷୟ ଏବଂ ମୂଲ୍ୟ ହ୍ରାସ ବ୍ୟତୀତ ଅନ୍ୟ କୌଣସି ଉତ୍ତର ଲୋକମାନଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ଖୁଚୁରା ଇନ୍ଧନ ମୂଲ୍ୟକୁ ଗ୍ରାହକମାନଙ୍କ ପାଇଁ ଏକ ଉପଯୁକ୍ତ ସ୍ତରକୁ ଆଣିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ କଥା ହେବା ଉଚିତ୍।”…

Read More
Weather Report of Odisha

Weather Report: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ଵର: ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୧୧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ମଧ୍ୟରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି,…

Read More
Supreme court

Kotia: କୋଟିଆ ସୀମା ବିବାଦ; ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ଦେଲେ ସମୟ

ନୁଆଦିଲ୍ଲୀ: କୋଟିଆ ସୀମା ବିବାଦ (Kotia Land Disputes) ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓଡ଼ିଶା (Odisha) ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସମୟ ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଆନ୍ଧ୍ରପ୍ରଦେଶ (Andhra Pradesh) ପକ୍ଷରୁ ୫୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଥିଲା। ଆନ୍ଧ୍ରପ୍ରଦେଶର ସତ୍ୟପାଠ ଉପରେ ଜବାବ ଦାଖଲ ପାଇଁ ଓଡ଼ିଶାକୁ ଏହି ସମୟ ମିଳିଥିବା କୁହାଯାଇଛି। ଏହି ମାମଲାର ତ୍ୱରିତ ଶୁଣାଣି କରିବା ପାଇଁ ଓଡ଼ିଶା ପକ୍ଷରୁ ଜଣେ ବରିଷ୍ଠ ଆଇନ୍‍ଜୀବୀ ସୁପ୍ରିମକୋର୍ଟଙ୍କ ପ୍ରଧାନ…

Read More
iron mines odisha

Iron Mines: ଓଡ଼ିଶାରେ ଦୁଇଟି ନୂଆ ଲୁହାପଥର ଖଣିରୁ ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କଲେ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ: ଓଡ଼ିଶାର ଦୁଇଟି ଲୁହାପଥର ଖଣି ଜିଲିଙ୍ଗ-ଲାଙ୍ଗଲୋଟା ଓ ଗୁଆଳି ଖଣି (Guali Mines) ରୁ ଲୁହାପଥର ଉତ୍ପାଦନ କାର୍ଯ୍ୟକୁ ଆଜି କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ (Pralhad Joshi) ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ମିଳିତ ଭାବେ ଉଦଘାଟନ କରିଛନ୍ତି। ଉଭୟ ଖଣିର ମାସିକ ଉତ୍ପାଦନ କ୍ଷମତା ୧୫  ଲକ୍ଷ ଟନ୍ ହୋଇଥିବା ବେଳେ ଏଥିରେ ଆନୁମାନିକ ୨୭୫ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ହୋଇ ରହିଛି। ଭିଡିଓ…

Read More
assembly

Odisha Assembly: ଆଜିଠାରୁ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ; ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ଵର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ଙ୍କ ଅଭିଭାଷଣ ସହ ଆଜିଠାରୁ ଷୋଡ଼ଶ ବିଧାନସଭାର ବଜେଟ୍‍ ଅଧିବେଶନ (Budget Session) ଆରମ୍ଭ ହୋଇଛି। ଏହି ଅଧିବେଶନ କାଳରେ ୨୦୨୧-୨୨ ବର୍ଷର ରାଜ୍ୟ ବଜେଟ୍‍ ଆଗତ ହେବ। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ସରକାରଙ୍କ ବର୍ଷକର ଉପଲବ୍ôଧ ନେଇ ଗୃହରେ ଅଭିଭାଷଣ ରଖିଛନ୍ତି। ଆଜି ଅଧିବେଶନ ଆରମ୍ଭରେ ପ୍ରଥମେ ଦିବଂଗତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରସ୍ତାବ ଦେଇଥିଲେ। ଏହି କ୍ରମରେ ଶହୀଦ୍‍ ଯବାନ ଏବଂ…

Read More
Weather Report of Odisha

Weather Report: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଘଟିଛ। ଶୀତର ପ୍ରଭାବ ହ୍ରାସ ପାଇଥିବାବେଳେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନାରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲା ଗୁଡିକ ମଧ୍ୟରେ ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ସୁବର୍ଣ୍ଣପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼,…

Read More