Hathras Case:ରାଜସ୍ଥାନ ଘଟଣାରେ ଚୁପ,କିନ୍ତୁ ହାଥରସରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଭଦ୍ରା ଡ୍ରାମା କରୁଛନ୍ତି:ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ (Rahul Gandhi) ଏବଂ ପ୍ରିୟଙ୍କା ଭଦ୍ରା (Priyanka Vadra) ଙ୍କ ସମେତ ଯେଉଁମାନେ ହାଥରସ ଘଟଣାରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଚେଷ୍ଟା କରିଥିଲେ, ସେମାନଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ (Ravi Shanakar Prasad) ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାଜସ୍ଥାନ (Rajasthan) ରେ ଘଟିଥିବା ଏଭଳି ଘଟଣାକୁ ନେଇ ସେମାନେ ନିରବତା ଅବଲମ୍ବନ କରୁଛନ୍ତି, କିନ୍ତୁ ହାଥରସକୁ ନେଇ ଏକ ନାଟକ କରୁଛନ୍ତି।…
