Home » Breaking News » Page 93
naveen patnaik

Odisha Adarsha Colony: ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଘୋଷଣା କରିଛନ୍ତି। ଆଜି ଫକୀରମୋହଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ଵରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସହରର ବିକାଶ ଠାରୁ ଆରମ୍ଭ କରି କୋଭିଡ (Covid) ଲଢେଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି। ତେଣୁ ବିକାଶ…

Read More
plus three

Plus 3 First Merit List: +୩ ମେରିଟ ଲିଷ୍ଟ ପ୍ରକାଶ,ବିଜେବି କଲେଜ ଆଗରେ

ଭୁବନେଶ୍ଵର: ଉଚ୍ଚଶିକ୍ଷା ବିଭାଗ, (DHE SAMS) ଓଡିଶା ରାଜ୍ୟରେ ଡିଗ୍ରୀ କଲେଜରେ ଆଡମିଶନ ପାଇଁ ପ୍ରଥମ ଯୋଗ୍ୟତା ତାଲିକା ପ୍ରକାଶ କରିଛି। ପ୍ଲସ୍ ୩ (+3) ଆଡମିଶନ ପ୍ରକ୍ରିୟା ପାଇଁ ପ୍ରଥମ ମେରିଟ୍ ତାଲିକା ଆଜି ସେପ୍ଟେମ୍ବର ୨୮ ରେ ପ୍ରକାଶ ପାଇଛି। ସମସ୍ତ ଛାତ୍ର ଆଡମିଶନ ପାଇଁ ଆବେଦନ କରିଛନ୍ତି ସରକାରୀ ୱେବସାଇଟ୍ samsodisha.gov.in ରେ ମେରିଟ୍ ତାଲିକା ଏବଂ ପ୍ରଥମ ଚୟନ ଫଳାଫଳ ଯାଞ୍ଚ କରିପାରିବେ। ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି। ବିଜେବି…

Read More

CET Virtual Conference: ସିଇଟି ଓ ଆଇସିଟି-ଆଇଓସି ମିଳିତ ଉଦ୍ୟମରେ ରାସାୟନିକ ଓ ପ୍ରଯୁକ୍ତିବିଦ୍ୟା ଆନ୍ତର୍ଜାତୀୟ ଅଧିବେଶନ

ଭୁବନେଶ୍ଵର: ସ୍ଥାନୀୟ ରସାୟନ ବିଜ୍ଞାନ ବିଭାଗ, କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(CET) ଓ ଇନଷ୍ଟିଚ୍ୟୁଟ ଅଫ୍ କେମିକାଲ ଟେକ୍ନୋଲୋଜି (Institute Of Chemical Technology) ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ ଏକ ଦୁଇଦିନିଆ ରାସାୟନିକ ଓ ପ୍ରଯୁକ୍ତିବିଦ୍ୟା ଆନ୍ତର୍ଜାତୀୟ ଅଧିବେଶନ (International Virtual Conference On Frontiers In Chemical Sciences And Technologies) ଉଦଯାପିତ ହୋଇଯାଇଛି। ଏହି ସମ୍ମିଳନୀ ରାସାୟନିକ ବିଜ୍ଞାନର ସମସ୍ତ ଶାଖା ଉପରେ ବିଚାରବିମର୍ଶ କରିବା ଏବଂ ସହଯୋଗୀ ବିଜ୍ଞାନଗୁଡିକ ରସାୟନ ବିଜ୍ଞାନର…

Read More
kovind

Agriculture Bills: କୃଷି ବିଲ୍ କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅନୁମୋଦନ, ଆଇନରେ ପରିଣତ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ପାରିତ ହୋଇଥିବା ୩ଟି କୃଷି ବିଲ୍ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (Ram Nath Kovind ) ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ବର୍ତ୍ତମାନ ଆଇନରେ ପରିଣତ ହୋଇଛି। ପଞ୍ଜାବ, ହରିୟାଣା ଆଦି ରାଜ୍ୟରେ ବିଲକୁ ବିରୋଧ କରିଛନ୍ତି। ନିକଟରେ ସଂସଦରେ କୃଷକଙ୍କ ଉତ୍ପାଦ,ବାଣିଜ୍ୟ ଓ ବ୍ୟବସାୟ (Promotion and Facilitation) Bill -2020) ଏବଂ କୃଷକ ସଶକ୍ତିକରଣ ଓ ସୁରକ୍ଷା (Empowerment and Protection), ମୂଲ୍ୟ…

Read More
Dpradhan

World Tourism Day: ପ୍ରଧାନ ପର୍ଯ୍ୟଟନ ସହରଗୁଡିକ ପାଇଁ ଶତ ପ୍ରତିଶତ ସ୍ୱଚ୍ଛ ଇନ୍ଧନକୁ ପରିବର୍ତ୍ତନ କରାଯିବ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ବିଶ୍ୱ ପର୍ଯ୍ୟଟନ ଦିବସ (World Tourism Day) ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ (Minister of Petroleum and Natural Gas & Steel) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଆଜି ପର୍ଯ୍ୟଟନ (Tourism) ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ (Prahlad Singh Patel) ଙ୍କ ସହ “ପର୍ଯ୍ୟଟନ ଏବଂ ଗ୍ରାମୀଣ ବିକାଶ” ( Tourism and rural development) ଥିମ୍ ଉପରେ ଏକ ଭର୍ଚୁଆଲ୍…

Read More
modi pm

Mann Ki Baat: କୃଷକ ସଶକ୍ତ ହେଲେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ‘ମନ କି ବାତ’ରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi ) ରବିବାର ଆଜି ‘ମନ କି ବାତ୍ ‘ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଗ୍ରାମ, କୃଷକ ତଥା ଦେଶର କୃଷି କ୍ଷେତ୍ର ହେଉଛି ‘ଆତ୍ମନିର୍ଭରଶୀଳ ଭାରତ’ର ଆଧାର। ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶର କୃଷିକ୍ଷେତ୍ର, କୃଷକ ଓ ଗ୍ରାମବାସୀ ହେଉଛନ୍ତି ଆତ୍ମନିର୍ଭର ଭାରତର ଭିତ୍ତିଭୂମି। ସେ କହିଛନ୍ତି, ଏଭଳି ସଙ୍କଟଜନକ ସମୟରେ ମଧ୍ୟ କୃଷିକ୍ଷେତ୍ର ଖୁବ୍‍ ଭଲ ପ୍ରଦର୍ଶନ…

Read More
j sing

Jaswant Singh:ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯସୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯସୱନ୍ତ ସିଂ (Jaswant Singh) ଙ୍କ ୮୨ ବର୍ଷ ବୟସରେ ଆଜି ସକାଳେ ପରଲୋକ ହୋଇଛି। ଯଶବନ୍ତ ସିଂ କୁ ଗତ ୨୫ ଜୁନ୍ ରେ ମେଡିକଲ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ନେଗେଟିଭ ଥିଲା। ଯସୱନ୍ତ ସିଂ ପ୍ରଥମେ ଦେଶର ସୈନିକ ଭାବେ ଯୋଗ ଦେଇଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଜସୱନ୍ତ ସିଂ ମନ୍ତ୍ରୀ ଥିଲେ। ସେ ଦୀର୍ଘ…

Read More
nadankanan

Nandankanan: ଅକ୍ଟୋବର ୧ରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ଵର: ଗତ ମାର୍ଚ୍ଚ ୧୫ ତାରିଖରୁ କରୋନା (Covid-19) କାଳରେ ବନ୍ଦଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ (Nandankanan Zoological Park) ବର୍ତ୍ତମାନ ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍‍ଲାଇନ୍ (Online)ଟିକଟ ବ୍ୟବସ୍ଥା କରାଯିବା ସହ ପର୍ଯ୍ୟଟକଙ୍କ ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। Also Read: BJP: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୪ ଓଡିଆଙ୍କୁ ସ୍ଥାନ

Read More
JEE ADV

JEE Advanced 2020: ଆଜି ଅନୁଷ୍ଠିତ ହେଉଛି ଜେଇଇ ଆଡଭାନ୍ସଡ଼ ପ୍ରବେଶିକା ପରୀକ୍ଷା

କଟକ: ଜେଇଇ ଆଡଭାନ୍ସଡ଼ ୨୦୨୦(JEE Advance 2020 ) ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ୧ଲକ୍ଷ ୬୦ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାପାଇଁ ନାମ ପଞ୍ଜିକରଣ କରିଛନ୍ତି। ପ୍ରଥମସିଟିଂ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷହେବ ସେହିପରି ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ୫ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତହେବ। କୋଭିଡ-୧୯ (Covid-19) କଟକଣାକୁ ପାଳନ କରାଯାଇ ପରୀକ୍ଷା କରିବାକୁ ଆଇଆଇଟି ଦିଲ୍ଲୀ (IIT Delhi) ପକ୍ଷରୁ…

Read More
kkr1

IPL 2020:କୋଲକାତା ନାଇଟ ରାଇଡର୍ସ ୭ ୱିକେଟରେ ବିଜୟୀ

ଦୁବାଇ : ଆଇପିଏଲ୍‌ର ୮ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (Sun Risers Hyderabad) ଏବଂ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୭ ୱିକେଟରେ ବିଜୟୀ ହୋଇଛି। ହାଇଦ୍ରାବାଦ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଖେଳି ହାଇଦ୍ରାବାଦ ଦଳ ମନୀଷ ପାଣ୍ଡେ (Manish Pandey) ଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ୨୦ ଓଭରରେ ୪ ୱିକେଟରେ ୧୪୨ ରନ…

Read More
bjp nadda team

BJP: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୪ ଓଡିଆଙ୍କୁ ସ୍ଥାନ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି(BJP) ର କାର୍ଯ୍ୟକର୍ତ୍ତାଙ୍କ ନାମ ଶନିବାର ଘୋଷଣା କରାଯାଇଛି। ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା (JP Nadda) କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି। ନଡ୍ଡାଙ୍କ ଟିମ୍‌ରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକ, ୧୩ ରାଷ୍ଟ୍ରୀୟ ସଂପାଦକ ରହିଛନ୍ତି। ଏଥିରେ ୪ ଜଣ ଓଡ଼ିଆଙ୍କୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ମିଳିଛି। ୪ ଜଣ ଓଡ଼ିଆଙ୍କ ମଧ୍ୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ବୈଜୟନ୍ତ ପଣ୍ଡା ( Baijayant Panda ), ରାଷ୍ଟ୍ରୀୟ ପ୍ରବକ୍ତା ହେଲେ ସମ୍ବିତ…

Read More