Sean Connery

Sean Connery: ଜେମ୍ସ ବଣ୍ଡ ଆକ୍ଟର ସିନ୍‌ କନେରିଙ୍କ ପରଲୋ​‌କ​‌

ଜେମ୍ସ ବଣ୍ଡ (James Bond) ଫିଲ୍ମର ଅଭିନେତା ଭାବେ ପ୍ରସିଦ୍ଧି ଲାଭ କରିଥିବା ସାର୍‌ ସିନ୍‌ କନେରି (Sean Connery)ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ପ୍ରଥମ ଅଭିନେତା ଜେମ୍ସ ବଣ୍ଡ ରୋଲ୍‌ ପ୍ଲେ କରିଥିଲେ। ସେ ୦୦୭ ଫ୍ରାଞ୍ଚାଇଜ୍‌ର ବେଷ୍ଟ ଆକ୍ଟର ଆଓ୍ବାର୍ଡ ଜିତିଥିଲେ। ସେ ଏହାବ୍ୟତୀତ ସିନ୍‌ ମେରାଇନ୍‌ (୧୯୬୪), ମର୍ଡର ଅନ ଦି ଓରିଏଣ୍ଟ ଏକ୍ସପ୍ରେସ୍‌ (୧୯୭୪), ଦ ମ୍ୟାନ୍‌ ହୁ ଉଡ୍‌ ବି କିଙ୍ଗ (୧୯୭୫),…

Read More
pankaj tripathy

‘Mirzapur’ କାଲିନ ଭାଇ ବିହାରର ଭୋଟରଙ୍କୁ ଏହି ବିଶେଷ ଆବେଦନ କରିଛନ୍ତି

ନୂଆଦିଲ୍ଲୀ: ବିହାର ନିର୍ବାଚନ ୨୦୨୦ (Bihar Election 2020)ର ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୮ ରେ ୧୬ଟି ଜିଲ୍ଲାର ୭୧ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏହି ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିହାର ସହ ଜଡିତ ସେଲିବ୍ରେଟି (C elebrity) ମାନେ ଲୋକଙ୍କୁ ନିର୍ବାଚନରେ ​​ଭୋଟ୍ ଦେବା ପାଇଁ ସଚେତନ କରାଉଛନ୍ତି। ଏହି କ୍ରମରେ ୱେବ୍ ସିରିଜ୍ ମିର୍ଜାପୁର (Web Series Mirzapur)ର କାଲିନ…

Read More

Sanjay Dutt: କର୍କଟ ରୋଗକୁ ପରାସ୍ତ କଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ (Sanjay Dutt) କର୍କଟ ରୋଗ ସହ ଯୁଦ୍ଧରେ ଜିତି ଯାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ସେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ। ସେ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ଦିନରାତି ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ସଞ୍ଜୟ ଦତ୍ତ ଲେଖିଛନ୍ତି, “ଗତ କିଛି ସପ୍ତାହ ମୋ ଏବଂ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ଥିଲା। କିନ୍ତୁ ଯେପରି କୁହାଯାଏ, ଏକ କଠିନ ଯୁଦ୍ଧ ପାଇଁ ଭଗବାନ କେବଳ ଶକ୍ତିଶାଳୀ…

Read More
bruj khalifa laxmi bomb

Watch Laxmmi Bomb: ମୁକ୍ତିଲାଭ କଲା ‘ଲକ୍ଷ୍ମୀ ବମ୍’ର ପ୍ରଥମ ଗୀତ ‘Burj Khalifa’, ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ଜବରଦସ୍ତ ଲୁକ୍

ମୁମ୍ବାଇ: ଆଜି ଅକ୍ଷୟ କୁମାର (Akshya Kumar)ଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ (Laxmmi Bomb)ର ପ୍ରଥମ ଗୀତ ‘ବୁର୍ଜ ଖଲିଫା’ (Burj Khalifa) ରିଲିଜ ହୋଇଛି। ବୁର୍ଜ ଖଲିଫାର ଟିଜର (Teaser)କୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି – ‘ବର୍ଷର ସବୁଠୁ ବଡ ଡ୍ୟାନ୍ସ ଟ୍ରାକ’। ଏଇ ସଙ୍ଗୀତଟି ଶଶି ଡିଜେ ଖୁସୀ ( Shashi-Dj Khushi)ଏବଂ ନିକିତା ଗାନ୍ଧୀ (Nikhita Gandhi)ଏକାଠି ଗାଇଛନ୍ତି। ଏହା ସହିତ ଶଶି ମଧ୍ୟ ଏହି…

Read More
bollywood

Media କୁ ନାଲି ଆଖି! ମିଡ଼ିଆ ରିପୋର୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ବଲିଉଡ଼ର ଦିଲ୍ଲୀ ହାଇକୋର୍ଟରେ ମାମଲା

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅଗ୍ରଣୀ ପ୍ରଡକ୍ସନ୍ ହାଉସ୍ ଏକାଠି ହୋଇ ଦିଲ୍ଲୀ ହାଇକୋର୍ଟରେ “ରିପବ୍ଲିକ୍ ଟିଭି (Republic TV)” ଏବଂ “ଟାଇମ୍ସ ନାଓ (Times Now)” ଭଳି ନ୍ୟୁଜ୍ ଚ୍ୟାନେଲ ବିରୋଧରେ ସିଭିଲ୍ ମକଦ୍ଦମା ଦାୟର କରିଛି। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ୩୮ ଟି ପ୍ରମୁଖ ପ୍ରଡକ୍ସନ୍ ହାଉସ୍ ମିଳିତ ଭାବେ ରିପବ୍ଲିକ୍ ଟିଭିର ଅର୍ଣ୍ଣବ ଗୋସ୍ୱାମୀ ଏବଂ ପ୍ରଦିପ ଭଣ୍ଡାରୀ, ନବିକା କୁମାର ଏବଂ ଟାଇମ୍ସ ନାଓ…

Read More
mirzapur 2

Mirzapur 2 : ୟୁଟ୍ୟୁବରେ ଆମାଜନ ପ୍ରାଇମ ଭିଡିଓର ‘ମିର୍ଜାପୁର ୨’ର ଧମାକା

ନୂଆଦିଲ୍ଲୀ : ଆମାଜନ ପ୍ରାଇମ ଭିଡିଓ (Amazon Prime Video)ର ଆଗାମୀ ୱେବ୍ ସିରିଜ୍ (Web Series) ମିର୍ଜାପୁର ୨ ରିଲିଜ୍ ପୂର୍ବରୁ, ନିଜର ପ୍ରଶଂସକଙ୍କୁ ଆକର୍ଷିତ କରିବା ପାଇଁ ଟିଜର ଏବଂ ପୋଷ୍ଟରଗୁଡିକ କ୍ରମାଗତ ଭାବରେ ରିଲିଜ୍ ହେଉଛି। ୱେବ୍ ସିରିଜର ଟ୍ରେଲର ମଧ୍ୟ କିଛି ଦିନ ପୂର୍ବରୁ ରିଲିଜ୍ ହୋଇଛି। ବର୍ତ୍ତମାନ ଏହି ସମସ୍ତ ଭିଡିଓ ୟୁଟ୍ୟୁବ୍ ଇଣ୍ଡିଆରେ ଧମାକା କରୁଛନ୍ତି ଓ ଦର୍ଶକ ମଧ୍ୟ ପସନ୍ଦ କରୁଛନ୍ତି।   TO JOIN AMAZON…

Read More
Khushbu

Khusboo Sundar: ଖୁସବୁ ସୁନ୍ଦର କଂଗ୍ରେସ ଛାଡି ବିଜେପିରେ ସାମିଲ, ପ୍ରଥମ ଅଭିନେତ୍ରୀ ଯାହାଙ୍କ ନାମରେ ମନ୍ଦିର ଅଛି

ନୂଆଦିଲ୍ଲୀ:ତାମିଲ ସିନେମା (Tamil Cinema) ର ବିଶିଷ୍ଟ ଚେହେରା ଅଭିନେତ୍ରୀ ଖୁସବୁ ସୁନ୍ଦର (Khusboo Sundar) କଂଗ୍ରେସ (Congress) ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି। ସେ ବିଜେପିରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ମଧ୍ୟରେ କଂଗ୍ରେସ ତାଙ୍କୁ ଜାତୀୟ ମୁଖପାତ୍ର ପଦରୁ ହଟାଇ ଦେଇଛି। ନିକଟ ଅତୀତରେ ଖୁସବୁ ସୁନ୍ଦର କଂଗ୍ରେସର ସରକାରୀ ଷ୍ଟାଣ୍ଡ ଅପେକ୍ଷା କିଛି ପ୍ରସଙ୍ଗରେ ଭିନ୍ନ ମତ ରଖିଥିଲେ। କୁହାଯାଉଛି ଯେ…

Read More
rhea-bail

Rhea Chakraborty ଙ୍କୁ ଜେଲରୁ ୨୮ ଦିନପରେ ମିଳିଲା ମୁକ୍ତି,ସର୍ତ୍ତ ସହ ଜାମିନ

ମୁମ୍ବାଇ: ଡ୍ରଗ୍ସ (Drugs) ମାମଲାରେ ଗତ ସେପ୍ଟେମ୍ବର ୮ ରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ (Rhea Chakraborty) ୨୮  ଦିନ ପରେ ବମ୍ବେ ହାଇକୋର୍ଟରୁ ଜାମିନ ପାଇଛନ୍ତି। ବୁଧବାର ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ରିୟା ବାଇକୁଲ୍ଲା (Byculla) ଜେଲରୁ ବାହାରିଛନ୍ତି। ପ୍ରାୟ ଏକ ମାସ ଜେଲରେ ଥିବା ରିୟାଙ୍କ ଦୁଇଥର ଜାମିନ  ଆବେଦନକୁ ନିମ୍ନ ଅଦାଲତ ପ୍ରତ୍ୟାଖ୍ୟାନ କରିବା ପରେ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ କହିଛନ୍ତି ଯେ ରିୟା ସୁଶାନ୍ତ (Sushant…

Read More
cinema sop

Cinema Hall SOP: ନୂତନ ନିୟମ ସହିତ ଦେଶର ସମସ୍ତ ସିନେମା ହଲ୍ ଏବଂ ମଲ୍ଟିପ୍ଲେକ୍ସ ଅକ୍ଟୋବର ୧୫ ରୁ ଖୋଲିବ, SOP ଜାରି

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): କରୋନା (Covid-19) ସଂକ୍ରମଣକୁ ରୋକିବା ପାଇଁ ୨୨ ମାର୍ଚ୍ଚରୁ ସାରା ଦେଶରେ ସିନେମା ହଲ ବନ୍ଦ ରହିଥିଲା। ୬ ମାସ ପରେ, ସେମାନଙ୍କୁ ବର୍ତ୍ତମାନ ଖୋଲିବାକୁ ଅନୁମତି ଦିଆଯାଇଛି। ସମସ୍ତ ସତର୍କତା ସହିତ ସାରା ଦେଶରେ ସିନେମା ହଲ(Cinema Hall), ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସ (Multiplex) ଖୋଲିବାକୁ ଅନୁମତି ଦିଆଯାଇଛି।  କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର (Praksah Javadekar) ମଙ୍ଗଳବାର ସୂଚନା ଦେଇ ଏହା କହିଛନ୍ତି। ଗୃହ…

Read More
sushanth-singh

Sushant Singh Rajput Case:ରାସାୟନିକ ରିପୋର୍ଟ ଦ୍ୱାରା ସୁଶାନ୍ତ ହତ୍ୟାକାଣ୍ଡର ତଦନ୍ତ କରାଯାଇପାରିବ ନାହିଁ:ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ

ନୂଆଦିଲ୍ଲୀ(ମହିମା ଲାଇଭ ବ୍ୟୁରୋ): ଅଭିନେତା ସୁଶାନ୍ତ ସିଂହ ରାଜପୁତ (Sushant Singh Rajput)ଙ୍କ ମୃତ୍ୟୁ ମାମଲାରେ ଏମ୍ସ (AIIMS) ଡାକ୍ତରୀ ପ୍ୟାନେଲ ହତ୍ୟା ଓ ଆତ୍ମହତ୍ୟା ଥିଓରିକୁ ସମାଧାନ କରିଛନ୍ତି। ଏମ୍ସ ଟିମ କହିଛନ୍ତି ସୁଶାନ୍ତଙ୍କୁ କେହି ହତ୍ୟା କରି ନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ଥିଲା, ହତ୍ୟା ନୁହେଁ। ବରଂ ଏହା ଆତ୍ମହତ୍ୟା ମାମଲା। ସେମାନେ ହତ୍ୟା ମାମଲାକୁ ଖଣ୍ଡନ କରିଛନ୍ତି ଯେଉଁ ପ୍ରଶ୍ନରେ ସୁଶାନ୍ତଙ୍କ ପରିବାର ଏବଂ ପ୍ରଶଂସକମାନେ ଅଧିକ ଜାଣିବାକୁ ଆଗ୍ରହ ପ୍ରକାଶ…

Read More
nadankanan

Nandankanan: ଅକ୍ଟୋବର ୧ରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ଵର: ଗତ ମାର୍ଚ୍ଚ ୧୫ ତାରିଖରୁ କରୋନା (Covid-19) କାଳରେ ବନ୍ଦଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ (Nandankanan Zoological Park) ବର୍ତ୍ତମାନ ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍‍ଲାଇନ୍ (Online)ଟିକଟ ବ୍ୟବସ୍ଥା କରାଯିବା ସହ ପର୍ଯ୍ୟଟକଙ୍କ ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। Also Read: BJP: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୪ ଓଡିଆଙ୍କୁ ସ୍ଥାନ

Read More