balasubrahmanyam

SP Balasubrahmanyam: ଏସପି ବାଲାସୁବ୍ରମଣ୍ୟନଙ୍କ ୭୪ ବର୍ଷ ବୟସରେ ଦେହାନ୍ତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ

ଚେନ୍ନାଇ: ଭାରତୀୟ ସିନେମାର କିମ୍ବଦନ୍ତୀ ଗାୟକ ଏସପି ବାଲାସୁବ୍ରମଣ୍ୟନ (SP Balasubrahmanyam) ଙ୍କ  ଦେହାନ୍ତ ହୋଇଛି। ସେ ଚେନ୍ନାଇର ଏମଜିଏମ (MGM) ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି , ଯେଉଁଠାରେ ତାଙ୍କୁ କୋଭିଡ ସଂକ୍ରମଣ ପରେ ଗତ ଅଗଷ୍ଟ ମାସରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର  କୋଭିଡ ପରୀକ୍ଷା ନେଗେଟିଭ ଆସିଥିଲା, କିନ୍ତୁ ସ୍ୱାସ୍ଥ୍ୟ ଖରାପ ଥିବାରୁ ଡାକ୍ତରଖାନାରେ ଜୀବନ ରକ୍ଷାକାରୀ ସହାୟତା (ECMO support) ରେ ରଖାଯାଇଥିଲା। ମେଡିକାଲ ବୁଲେଟିନ୍ ଜାରି କରି ଡାକ୍ତରଖାନା…

Read More
Sherlyn Chopra

Sherlyn Chopra: ଶେର୍ଲିନ୍ ଚୋପ୍ରାଙ୍କ ଚାଞ୍ଚଲ୍ୟକର ତଥ୍ୟ, ଅନେକ ଅଭିନେତା ଏବଂ କ୍ରିକେଟରଙ୍କ ପତ୍ନୀ ଡ୍ରଗ୍ ନିଅନ୍ତି!

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶେରଲିନ୍ ଚୋପ୍ରା (Sherlyn Chopra) ଏକ ବଡ଼ ଖୁଲାସା କରିଛନ୍ତି। ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଶେରଲିନ୍ ଚୋପ୍ରା କହିଛନ୍ତି ଯେ ବଡ଼ କ୍ରିକେଟର (Cricketer) ଏବଂ ସୁପରଷ୍ଟାରଙ୍କ ପତ୍ନୀ ଡ୍ରଗ୍ସ ନିଅନ୍ତି। ଏହି ସାକ୍ଷାତକାର ମାଧ୍ୟମରେ ଶେରଲିନ୍ ଚୋପ୍ରା କ୍ରିକେଟ୍ ଇଣ୍ଡଷ୍ଟ୍ରି ସହିତ ବଲିଉଡ ଉପରେ ପ୍ରଶ୍ନ କରିଛନ୍ତି। ଶେର୍ଲିନ୍ କହିଛନ୍ତି ଯେ ଏନସିବି ବହୁତ ଭଲ କାମ କରୁଛି। ଶେର୍ଲିନ୍ ଚୋପ୍ରା କହିଛନ୍ତି…

Read More
actress drug ncb summon

Drug News Bollywood: NCB ର ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କପୁର ଏବଂ ରାକୁଲ ପ୍ରୀତ ସିଂଙ୍କୁ ଡାକରା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ (Sushant Sing Raput) ଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ସଂଯୋଗ ଉପରେ ବୁଧବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଏକ ବହୁତ ପ୍ରମୁଖ ପଦକ୍ଷେପ ନେଇଛି। ବଲିଉଡର ବରିଷ୍ଠ ଅଭିନେତ୍ରୀ ମାନଙ୍କୁ ଡକାଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଅଭିନେତ୍ରୀ ଦୀପିକା ପାଦୁକୋନ (Deepika Padukone), ସାରା ଅଲି ଖାନ (Sara Ali Khan), ରାକୁଲ ପ୍ରୀତ ସିଂ (Rakul Preet Singh) ଏବଂ ଶ୍ରଦ୍ଧା କପୁର (Shraddha Kapoor) ଙ୍କ…

Read More
sushanth-singh

Sushant Singh Death Case Update: ସୁଶାନ୍ତଙ୍କ ହତ୍ୟା ନା ଆତ୍ମହତ୍ୟା? ଆଗାମୀ ସପ୍ତାହରେ ଖୋଲିବ ରାଜ

ନୂଆଦିଲ୍ଲୀ:ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଙ୍କ ମୃତ୍ୟୁ ବିଷୟରେ ସତ୍ୟ ଖୁବ ଶୀଘ୍ର ଜଣାପଡିବ। ସୁଶାନ୍ତଙ୍କୁ  ବିଷାକ୍ତ ପଦାର୍ଥ ଦିଆ ହୋଇଥିଲା କି ନାହିଁ, ଏହି ରହସ୍ୟ ଆସନ୍ତାକାଲି ଶୁକ୍ରବାର ଦିନ ଖୋଲିବାକୁ ଯାଉଛି। ଆସନ୍ତାକାଲି ଶୁକ୍ରବାର ସୁଶାନ୍ତ ସିଂ ରାଜପୁତଙ୍କ ଭିସେରା (Viscera) ରିପୋର୍ଟ ଆସିବ। ଭିସେରା ରିପୋର୍ଟକୁ ନେଇ ଏମ୍ସ (All India Institute Of Medical Science-AIIMS) ମେଡିକାଲ ବୋର୍ଡର ଏକ ବୈଠକ ଅନୁଷ୍ଠିତ ହେବ।  ଦ୍ୱିତୀୟ ଥର ପାଇଁ…

Read More
ajit das

ବରିଷ୍ଠ ଅଭିନେତା ଅଜିତ ଦାସଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ଅଜିତ ଦାସ ଆଜି  ଏଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୭୧ ବର୍ଷ ବୟସ୍କ ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସ ୭୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ପରଲୋକରେ ବହୁ ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦେଶକ ଓ ଅନ୍ୟ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ଅଜିତ୍‌ ଦାସ ମୟୂରଭଞ୍ଜର କରଞ୍ଜିଆଠାରେ ୧୯୪୯ ଜାନୁଆରୀ ୨୦ରେ…

Read More
Viku-seth1

ଯାତ୍ରା ଖଳନାୟକ ଭିକୁ ସେଠ୍ ଙ୍କ ପରଲୋକ

ଭୁବନେଶ୍ୱର: ଯାତ୍ରା ଖଳନାୟକ ଭିକୁ ସେଠ୍ ଙ୍କ ପରଲୋକ ହୋଇଛି। କଟକ ଚୌଦ୍ୱାର ସ୍ଥିତ ବାସଭବନରେ ଆଜି ୫୫ ବର୍ଷ ବୟସରେ ମହେନ୍ଦ୍ର ଦାସ ଓରଫ ଭିକୁ ସେଠ୍ ଙ୍କ ଦେହାନ୍ତ ହୋଇଯାଇଛି। ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି। ମହେନ୍ଦ୍ର ଦାସ, ଭିକୁ ସେଠ୍ ନାଁରେ ଓଡ଼ିଶାର ଯାତ୍ରା ଦର୍ଶକମହଲରେ  ପରିଚିତ ଥିଲେ। ଯାତ୍ରା ଜଗତରେ ତାଙ୍କ ଲୋକପ୍ରିୟତା ବହୁତ ଥିଲା।  ଯାତ୍ରା ଜଗତରେ ନାମୀ କଳାକାରଙ୍କ ମଧ୍ୟରେ ସେ ଥିଲେ…

Read More
rhea-chakraborty2

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ, ସେପ୍ଟେମ୍ବର୨୨ ପର୍ଯ୍ୟନ୍ତ ଜେଲରେ ରହିବେ

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀ (Rhea Chakraborty) ଙ୍କ ଜାମିନ ଆବେଦନକୁ ସ୍ଥାନୀୟ ଏକ କୋର୍ଟ ଖାରିଜ କରିଦେଇଛନ୍ତି।  ଏଥି ସହିତ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଜାମିନକୁ ସେଶନ କୋର୍ଟ ଖାରଜ କରିଦେଇଛନ୍ତି। ସ୍ଥାନୀୟ କୋର୍ଟ ତାଙ୍କୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ବର୍ତ୍ତମାନ ରିୟା ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ବାଇକୁଲ୍ଲା ଜେଲରେ ରହିବେ। ସୂଚନଯୋଗ୍ୟ, ଆଜି ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ…

Read More
kangana office

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଥିବା BMC, ଦାଉଦ ଇବ୍ରାହିମଙ୍କ ସମ୍ପତ୍ତି ଭାଙ୍ଗି ନ ଥିବାରୁ ହାଇକୋର୍ଟଙ୍କ ତାଗିଦ

ମୁମ୍ବାଇ: ବୃହନ୍‌ମୁମ୍ବଇ ମହାନଗର ନିଗମ (BMC) ବୁଲ୍‌ଡୋଜର ଲଗାଇ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଛି। ଉଚ୍ଛେଦ କରାଯାଇଥିବାବେଳେ କଙ୍ଗନାଙ୍କ ଓକିଲ ରିଜ୍‌ୱାନ ସିଦ୍ଦିକି ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇ ରହିତାଦେଶ ଆଣିଛନ୍ତି ,ହେଲେ ସେତେବେଳକୁ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିଲା। ଶିବସେନା ନେତା ସଞ୍ଜୟ ରାଉତ (Sanjay Rout)ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ବଢିବାରେ ଲାଗିଛି। ବୁଧବାର ଦିନ ଶିବସେନାଙ୍କ ପ୍ରବର୍ତ୍ତନରେ ବିଏମସି କଙ୍ଗନା କାର୍ଯ୍ୟାଳୟ ଭାଙ୍ଗି…

Read More
kangana ranaut

କଙ୍ଗନା ରାନାୱତଙ୍କୁ Y+ ବର୍ଗର ସୁରକ୍ଷା,ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟୁଇଟ୍ କରି କହିଲେ ଧନ୍ୟବାଦ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଦ୍ୱାରା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut )ଙ୍କୁ Y+(Y+ Security) ବର୍ଗର ସୁରକ୍ଷା ଦିଆଯାଇଛି। କଥା ହେଉଛି କଙ୍ଗନା ରାନାୱତ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଥିଲା। ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ। ଏହା ପରେ କଙ୍ଗନା ରାନାୱତ ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ କଙ୍ଗନାକୁ Y+ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। କଙ୍ଗନା…

Read More
showik

ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant  Singh Rajput )ଙ୍କ ମୃତ୍ୟୁ ମାମଲାରେ ଏନସିବି (NCB) ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ (Drugs)ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  ତାଙ୍କୁ ଗିରଫ କରିଛି। ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି। ପୂର୍ବରୁ ଏନସିବି କହିଥିଲା ​​ଯେ ଆଜି ଗିରଫ ହେବ ନାହିଁ। କିନ୍ତୁ ଆଜି ରାତିରେ ଏନସିବି ତାଙ୍କୁ ଦୀର୍ଘ ପଚରାଉଚରା ପରେ ଗିରଫ କରିଛି। ସୂଚନଯୋଗ୍ୟ, ଆଜି ଶୁକ୍ରବାର ସକାଳେ…

Read More
reha chakraborty

ରିୟା ଚକ୍ରବର୍ତ୍ତୀଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ (Sushant  Sing Rajput ) ମାମଲାରେ ଡ୍ରଗ୍ କାରବାରକୁ ଅନୁସନ୍ଧାନ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଟିମ୍ ଆଜି ସକାଳେ ରିୟା ଚକ୍ରବର୍ତ୍ତୀଙ୍କ ଘରେ ଚଢାଉ କରିଛି। ସୁଶାନ୍ତ ସିଂ ମାମଲାରେ ଶୁକ୍ରବାର ସକାଳେ ଏନସିବି ଟିମ୍ ରିୟା ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡାଙ୍କ ଘରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏନସିବି ଅଧିକାରୀ କହିଛନ୍ତି ଯେ ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାଙ୍କ ଘର…

Read More