Home » MORE » Page 14
sushil kumar

ଅଲିମ୍ପିକ୍ ପଦକ ବିଜେତା ପହଲବାନ ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ:ଅଲିମ୍ପିକ୍ ପଦକ ବିଜେତା (Olympic medalist) ପହଲବାନ ସୁଶୀଲ କୁମାର (Wrestler Sushil Kumar) ଙ୍କୁ ଶେଷରେ ଗିରଫ କରାଯାଇଛି। ଶେଷରେ ଦିଲ୍ଲୀ ପୋଲିସ (Delhi Police) ର ସ୍ୱତନ୍ତ୍ର ପୋଲିସ ତାଙ୍କୁ ଦିଲ୍ଲୀରୁ ଧରିଥିଲା। ଦିଲ୍ଲୀ ପୋଲିସ ସୁଶୀଲ କୁମାରଙ୍କୁ ଦୀର୍ଘ ସମୟ ଧରି ଖୋଜୁଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁଶୀଲ କୁମାରଙ୍କୁ ଜିଲ୍ଲା କୋର୍ଟରେ ହାଜର କରାଯିବ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ପୋଲିସ ତାଙ୍କ ରିମାଣ୍ଡରେ ନେବାକୁ ଦାବି କରିପାରିବ ଯାହା ଦ୍ଵାରା…

Read More
mahimalive-tv

ଓଡ଼ିଶା ମିଡ଼ିଆ ପାଇଁ ଆସୁଛି ସୁବର୍ଣ୍ଣ ଯୁଗ! ଓଡିଆ ଗଣମାଧ୍ୟମରେ ପାଦ ଦେବେ ଜାତୀୟସ୍ତରର News Channel

ଭୂବନେଶ୍ଵର: ଓଡ଼ିଶା ଗଣମାଧ୍ୟମ (Odisha Media) ପାଇଁ ନିଶ୍ଚିତ ଖୁସି ଖବର ହୋଇପାରେ। ଜାତୀୟ ସ୍ତରର ପ୍ରତିଷ୍ଠିତ ଥିବା ମିଡ଼ିଆ ହାଉସ ବର୍ତ୍ତମାନ ଓଡ଼ିଶା ଉପରେ ଆଖି ପକେଇଛନ୍ତି। ଆଗାମୀ ଦିନରେ ଓଡିଆ ଦର୍ଶକ ଆହୁରି ଓଡିଆ ନ୍ୟୁଜ୍ (News Channel) ଏବଂ ମନୋରଞ୍ଜନ ଚ୍ୟାନେଲ (Entertainment) ଦେଖିବାର ସୁଯୋଗ ପାଇବେ ତାହା ପୁଣି ଜାତୀୟ ସ୍ତରର। କେବଳ କରୋନା ମହାମାରୀ ଲକଡାଉନ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ଟିକେ ଧିମେଇ ଯାଇଛି।   ସୂଚନା ଅନୁସାରେ ବ୍ରଡକାଷ୍ଟ…

Read More
cbi-tmc

ନାରଦା ସ୍କାମରେ TMC ମନ୍ତ୍ରୀ ଏବଂ ନେତାଙ୍କ ଘରେ CBI ଚଢାଉ

କୋଲକାତା:ମମତା ବାନାର୍ଜୀ (Mamata Banerjee) ଙ୍କ କ୍ୟାବିନେଟର ଶପଥ ଗ୍ରହଣ ସମାରୋହର ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନକର (Jagdeep Dhankar) ନାରଦା ସ୍କାମ (Narada Scam) ରେ ଟିଏମସି((TMC) ନେତା ଓ ମନ୍ତ୍ରୀ ଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହି ଘଟଣାରେ ସୋମବାର ସିବିଆଇ (CBI) ଦୁର୍ନୀତିଗ୍ରସ୍ତ ଅଭିଯୁକ୍ତ କ୍ୟାବିନେଟ ମନ୍ତ୍ରୀ ଫରହାଦ୍ ହାକିମ, କ୍ୟାବିନେଟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ସୋୱାନ ଚାଟାର୍ଜୀଙ୍କ ଉପରେ ଚଢାଉ କରିଛି। ପରେ…

Read More
digital-media

ବେଶୀ ସମୟ କରୋନା ଖବର ପଢୁଛନ୍ତି କି? Doomsday ସ୍କ୍ରୋଲିଂ କ’ଣ,ଏହାକୁ ଏଡାଇବା କାହିଁକି?

ଅନେକ ଲୋକ ନିଜକୁ କ୍ରମାଗତ ଭାବରେ କୋଭିଡ଼ (Covid-19 ) ବିଷୟରେ ଖରାପ ଖବର ପଢୁଛନ୍ତି, ନିଜକୁ ଅଟକାଇ ପାରିବେ ନାହିଁ, ଏପରିକି ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଶୋଇବା ସମୟ କିମ୍ବା ପ୍ରକ୍ରିୟାରେ କାର୍ଯ୍ୟ ସମୟକୁ ମଧ୍ୟ ବଳିଦାନ ଦିଅନ୍ତି। ‘ଡୁମସଡେ’ (Doomsday) ସ୍କ୍ରୋଲିଂ ଏହା ଖରାପ ଖବର ମାଧ୍ୟମରେ ସର୍ଫ୍ କିମ୍ବା ସ୍କ୍ରୋଲ୍ ଜାରି ରଖିବାର ପ୍ରବୃତ୍ତିକୁ ସୂଚିତ କରେ, ଯଦିଓ ସେହି ଖବର ଦୁଖଃଦାୟକ କିମ୍ବା ଉଦାସୀନ। ଏହି ଶବ୍ଦ ନିକଟ ଅତୀତରେ ବୃଦ୍ଧି ପାଇବାରେ…

Read More
cinema shooting

Cinema-Serial:ରାଜ୍ୟରେ ସିନେମା, ଧାରାବାହିକ ସୁଟିଂ ବନ୍ଦ

ଭୁବନେଶ୍ୱର:ବର୍ତ୍ତମାନ ଆପଣମାନଙ୍କୁ ଆଉ ନୂଆ ସିନେମା କି ନୂଆ ସିରିୟାଲ ଦେଖିବାକୁ ମିଳିବନାହିଁ। ରାଜ୍ୟରେ କରୋନା (Corona) ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର କୌଣସି ସିନେମା (Cinema) କିମ୍ବା ଧାରାବାହିକ (Serial) ସୁଟିଂ ଉପରେ କଟକଣା ଜାରି କରିଛନ୍ତି। ସମସ୍ତ ପ୍ରକାରର ଇନ୍‍ଡୋର, ଆଉଟ୍‍ଡୋର ସୁଟିଂ ବନ୍ଦ ରଖିବା ପାଇଁ ସ୍ୱତନ୍ତ୍ର ରିଲିଫ୍‍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସୁଟିଂ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। Also Read | Corona Virus…

Read More
coal-smoke

Coal Plant:କୋଇଲା କାରଖାନାର ପ୍ରଦୂଷଣ ଯୋଗୁଁ ଭାରତରେ ୮ ହଜାର ୩୦୦ ମୃତ୍ୟୁ ଘଟିପାରେ

ନୂଆଦିଲ୍ଲୀ: ବିଭିନ୍ନ କମ୍ପାନୀ ଦ୍ଵାରା ନିର୍ମିତ ନୂତନ କୋଇଲା କାରଖାନା (Coal Plant) ରୁ ସୃଷ୍ଟି ବାୟୁ ପ୍ରଦୂଷଣ, ଯାହା HSBC ର ମାଲିକାନାରେ ଅଛି, ସାରା ବିଶ୍ବରେ (world wide) ରେ ପ୍ରାୟ ୧୮ହଜାର ୭୦୦ ମୃତ୍ୟୁ ଘଟିପାରେ, ଯାହାର ଅଧା ଭାରତରେ ବୋଲି ଅନୁମାନ କରାଯାଉଛି।  ଶକ୍ତି ଏବଂ ସ୍ୱଚ୍ଛ ବାୟୁ କେନ୍ଦ୍ର (CREEA) ଏକ ନୂତନ ଅନୁସନ୍ଧାନ ଆଧାରରେ ବୁଧବାର ଏହି ସୂଚନା ଦେଇଛି। ଅନୁସନ୍ଧାନ ଅନୁଯାୟୀ, ପ୍ରଦୂଷଣ ହେତୁ ଭାରତରେ  ବର୍ଷକୁ…

Read More
naveen patnaik

Kalia Yojana: କାଳିଆ ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା, ୪୨ ଲକ୍ଷ ଚାଷୀ ହେବେ ଉପକୃତ

ଭୂବନେଶ୍ଵର: ଅକ୍ଷୟ ତୃତୀୟା (Akshaya Tritiya) ଏବଂ କୃଷକ ଦିବସ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) କୃଷକମାନଙ୍କ ଲାଗି ସହାୟତା ରାଶି ପ୍ରଦାନ କରିଛନ୍ତି। କାଳିଆ ଯୋଜନା (Kalia Yojana) ରେ ଚଳିତ ବର୍ଷର ଦ୍ୱିତୀୟ କିସ୍ତି ମୁଖ୍ୟମନ୍ତ୍ରୀ ଆଜି ପ୍ରଦାନ କରିବେ ବୋଲି ଜଣାପଡିଛି। ବିଶେଷ କରି ଚାଷୀକୂଳ ପବିତ୍ର ଅକ୍ଷୀତୃତୀୟାରେ ହିଁ ଅକ୍ଷୀମୁଠି ଅନୁକୂଳ କରିଥାନ୍ତି, ସେଥିଲାଗି ଅକ୍ଷୟ ତୃତୀୟାର ଦିନକ ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ସରକାର ଆର୍ଥିକ…

Read More
Dpradhan

Odisha: ପିଏମ କିଷାନ ଯୋଜନାରେ ପଞ୍ଜିକୃତ ରାଜ୍ୟର ସମସ୍ତ ଚାଷୀ ଯେପରି ଲାଭ ପାଇପାରିବେ, ସେ ପଦକ୍ଷେପ ରାଜ୍ୟ ସରକାର ନିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

ଭୂବନେଶ୍ଵର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ଟୁଇଟ୍‍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସରକାରରେ କ୍ରମାଗତ ଭାବେ ଅନ୍ନଦାତାଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଉଛି। ଓଡ଼ିଶାର ଚାଷୀ ଭାଇମାନେ ପିଏମ୍ କିଷାନ ଯୋଜନା (PM Kisan Yojana)ଅନ୍ତର୍ଗତ ୮ଟି କିସ୍ତି ମାଧ୍ୟମରେ ୨ ହଜାର ଟଙ୍କା ଲେଖାଁଏ ହିସାବରେ ୩ ହଜାର ୮୩୦ କୋଟି ୮୫ ଲକ୍ଷ ଟଙ୍କାର ସହାୟତା ରାଶି ପାଇ ଲାଭାନ୍ୱିତ ହୋଇଛନ୍ତି। ପିଏମ କିଷାନ ଯୋଜନାରେ ୮ମ…

Read More
Dharmendra Pradhan

MCL ସହାୟତାରେ ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟ ହେବ ପ୍ରତିଷ୍ଠା:ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ (Angul) ଓ ସୁନ୍ଦରଗଡ଼ (Sundergargh) ଜିଲ୍ଲାରେ ୨ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ (Kendriya Vidyalaya) ପ୍ରତିଷ୍ଠା ହେବ। ମହାନଦୀ କୋଲ ଫିଲ୍ଡ ବୋର୍ଡ (MCL Board ) ଏହି ୨ ବିଦ୍ୟାଳୟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛି। ଏଥିପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Prahlad Joshi) ଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan) ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରେ ସୁନ୍ଦରଗଡ଼ ସାଂସଦ…

Read More
fake letter

Talcher:ତାଳଚେରରେ ଚାକିରି ନାଁରେ ଠକେଇ, ବାପ ପୁଅ ଗିରଫ

ତାଳଚେର: ତାଳଚେର (Talcher) ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ କୋଲିୟରି ପୁଲିସ ୨ ଜଣଙ୍କୁ ଗିରଫ କରି କରିଛି। ଅଭିଯୁକ୍ତମାନେ ହେଲେ ଚାଇଁପାଳ ଗାଁର ପରମାନନ୍ଦ ବେହେରା (୫୯) ଓ ତାଙ୍କ ପୁଅ ପ୍ରୀତମ ବେହେରା (୨୮)। ବାପ ଓ ପୁଅ ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଉଭୟେ କୋଟିଏ ଟଙ୍କାରୁ ଅଧିକ ଠକେଇ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ପୁଲିସ ସୂଚନା ଅନୁସାରେ ତାଳଚେର…

Read More
cbse_dost_for_life_app

CBSE ଲଞ୍ଚ କଲା Dost for Life ଆପ, ନେବ ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (Central Board of Secondary Education-CBSE) ଛାତ୍ରଛାତ୍ରୀମାନଙ୍କ ମାନସିକ ଏବଂ ସାମାଜିକ ସ୍ୱାସ୍ଥ୍ୟ (psychological counselling) ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରିଛି। ଏଥିପାଇଁ ମେ ୧୦ରୁ ସିବିଏସଇ Dost For Life ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବ। ସିବିଏସଇ ବୋର୍ଡ ଏହି ଆପ୍ ମାଧ୍ୟମରେ ବାର୍ଷିକ ପରାମର୍ଶ କାର୍ଯ୍ୟକ୍ରମ ଆରମ୍ଭ କରିବ। ସିବିଏସଇର…

Read More