Matric Examination: ଓଡ଼ିଶା ମାଟ୍ରିକ୍ ମୂଲ୍ୟାୟନ ହେବ ସିବିଏସ୍ଇ ଢାଞ୍ଚାରେ, ଆଜି ସୁଦ୍ଧା ଦାଖଲ ହେବ ମାର୍କ
କଟକ: କରୋନା ସଂକ୍ରମଣ (Corona Pandemic) ବୃଦ୍ଧି ପରିପ୍ରେକ୍ଷୀରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ମାଟ୍ରିକ୍ ମୂଲ୍ୟାୟନ ସିବିଏସ୍ଇ (CBSE) ଢାଞ୍ଚାରେ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ପରୀକ୍ଷାର୍ଥୀଙ୍କର ନବମ ଶ୍ରେଣୀର ନମ୍ବର ଓ ଦଶମ ଶ୍ରେଣୀର ପ୍ରି-ବୋର୍ଡ ବା ଟେଷ୍ଟ ପରୀକ୍ଷାରେ ମିଳିଥିବା ନମ୍ବରକୁ ଭିତ୍ତିକରି ଏହାର ମୂଲ୍ୟାୟନ କରାଯିବ। ଏଥିସହିତ ଦଶମ ଶ୍ରେଣୀର ଇଣ୍ଟରନାଲ ଆସେସ୍ମେଣ୍ଟ ନମ୍ବରକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ। ଏଥିପାଇଁ…
