Home » MORE » Page 25
Onion-onion

Onion Price: ପିଆଜ ମୂଲ୍ୟ ହ୍ରାସ ପାଇଁ କେନ୍ଦ୍ରସରକାରଙ୍କ ପଦକ୍ଷେପ; ପାଇକାରି ଓ ଖୁଚୁରା ବେପାରୀ ରଖିପାରିବେନି ଅଧିକ ଷ୍ଟକ

କେନ୍ଦ୍ରସରକାର ରାଜ୍ୟକୁ ଦେବେ ୨୬ ଟଙ୍କାରେ ପିଆଜ ନୂଆଦିଲ୍ଲୀ: ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ପିଆଜରୁ ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହେବାରୁ ଏହାକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡିଥିଲା। ଏହି ପରିପ୍ରେକ୍ଷୀରେ ସରକାର ଦୈନନ୍ଦିନ ଏକ ଡ୍ୟାସବୋର୍ଡ ମାଧ୍ୟମରେ ପିଆଜର ମୂଲ୍ୟକୁ ତଦାରଖ କରୁଛନ୍ତି। ଏହି ମୂଲ୍ୟବୃଦ୍ଧିକୁ ହ୍ରାସ କରିବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ୨୦୨୦ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଏସବୁ…

Read More
onion

Onion Price Hike: ରାଜ୍ୟରେ ପିଆଜ ଦର ୯୦ ଟଙ୍କା, ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର (ମହିମା ଲାଇଭ ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ପିଆଜ (Onion) ଦର ଆକାଶଛୁଆଁ ବୃଦ୍ଧି ପାଇଛି। ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି।  ଏହାର ମୁକାବିଲା ପାଇଁ ଓଡ଼ିଶା ସରକାର ବିଚାର କରିବା ଆରମ୍ଭ କରିଛନ୍ତି। ପ୍ରତିଦିନ ପିଆଜ ଦର ବୃଦ୍ଧିପାଉଛି। ଆଜି ୯୦ଟଙ୍କାରେ ପହଞ୍ଚିଲାଣି। ଧୀରେ ଧୀରେ ରୋଷେଇଘରୁ ପିଆଜ କମିବାରେ ଲାଗିଛି। ବର୍ତ୍ତମାନ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିବା ଆରମ୍ଭ କଲେଣି। ଏହାକୁ ନେଇ ରାଜ୍ୟ ସରକାର କେତେ ପରିମାଣର ପିଆଜ…

Read More

Durga Puja: ଆଜି ମାଆ ଦୁର୍ଗାଙ୍କର ମହାସପ୍ତମୀ ପୂଜା

କଟକ: ଶାରଦୀୟ ନବରାତ୍ରୀ ସମଗ୍ର ଦେଶରେ ପାଳନ କରାଯାଉଛି। ଆଜି ହେଉଛି ମା’ ଜଗତଜନନୀ ଦୁର୍ଗାଙ୍କ ପବିତ୍ର ମହାସପ୍ତମୀ ପୂଜା। ଏଥିସହିତ ଆଜି ମଧ୍ୟ ପୂଜା ମଣ୍ଡପରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ମହାଷଷ୍ଠୀରେ ଧରାପୃଷ୍ଠକୁ ଅବତରଣ କରିସାରିଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ଆଜି ହେଉଛି ମହାମାୟାଙ୍କର ଚକ୍ଷୁଦାନ ପରମ୍ପରା। କୋଭିଡ କଟକଣାକୁ ନେଇ ପୂଜା ମଣ୍ଡପମାନଙ୍କରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ କରାଯାଇଥିବା ବେଳେ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପରମ୍ପରା ପାଳନ କରାଯାଉଛି। ମା’ଙ୍କ…

Read More
railway_odisha-min

Bonus: ରେଳବାଇ କର୍ମଚାରୀଙ୍କୁ ୭୮ ଦିନର ମଜୁରି ସମକକ୍ଷ ବୋନସ, ୧୧.୫୮ ଲକ୍ଷ ରେଳ କର୍ମଚାରୀ ଉପକୃତ

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧୧.୫୮ ଲକ୍ଷ ଅଣଗେଜେଟେଡ ରେଳବାଇ କର୍ମଚାରୀ ୭୮ ଦିନର ମଜୁରି ସମକକ୍ଷ ଉତ୍ପାଦନଭିତ୍ତିକ ବୋନସ ପାଇବେ। ଏହି ବୋନସର ମୋଟ ପରିମାଣ ୨୦୮୧.୬୮ କୋଟି ଟଙ୍କା। ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳବାଇ ମନ୍ତ୍ରଣାଳୟର ଏ ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଆରପିଏଫ୍‌ ଓ ଆରପିଏସ୍‌ଏଫ୍‌ କର୍ମଚାରୀଙ୍କ ବ୍ୟତୀତ ଆଉ ସବୁ ଅଣଗେଜେଟେଡ ରେଳ କର୍ମଚାରୀ ଏହି ଉତ୍ପାଦନ ଭିତ୍ତିକ ବୋନସ ପାଇବେ। ସଂପୃକ୍ତ କର୍ମଚାରୀଙ୍କୁ ୭୮…

Read More
chhatar_jatra

Chhatar Jatra : ଛତର ଯାତ୍ରା ପାଇଁ କଟକଣା,ଲାଗୁହେବ ୧୪୪ ଧାରା

କଳାହାଣ୍ଡି: ଆସନ୍ତା ୨୪ ତାରିଖ ଶନିବାର ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା (Chhatar Jatra) ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଯାଉଛି। ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି। ତେବେ କୋଭିଡ଼୍ ଗାଇଡ଼୍ ଲାଇନକୁ ପାଳନ କରି ଚଳିତ ବର୍ଷ ଏହି ଯାତ୍ରା ଅନୁଷ୍ଠିତ ହେବ। ଯାତ୍ରାରେ କେବଳ ଗୋଟିଏ ବାଜା ଓ ଗୋଟିଏ ଘୁମୁରା ଦଳ ସାମିଲ୍ ହେବେ। ଗତକାଲି ଜିଲ୍ଲା ଏସପି ବି. ଗଙ୍ଗାଧର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହିତ…

Read More
Modi-6 pm

Durga Puja : ପଶ୍ଚିମବଙ୍ଗରେ ଦୁର୍ଗାପୂଜା ମଣ୍ଡପକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ପଶ୍ଚିମବଙ୍ଗ (West Benagal) ରେ ଦୁର୍ଗା ପୂଜା ଅବସରରେ ‘ଆତ୍ମନିର୍ଭରଶୀଳ ଭାରତ’ର ସଂକଳ୍ପରୁ’ ସୋନାର ବଙ୍ଗଳା’ର ସଂକଳ୍ପ ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଆହ୍ଵାନ କରିଛନ୍ତି। ଏହା ସହ ରାଜ୍ୟର ସମୃଦ୍ଧ ତଥା ସମୃଦ୍ଧ ଐତିହ୍ୟକୁ ନୂତନ ଉଚ୍ଚତାକୁ ନେବାକୁ ପଡିବ ବୋଲି କହିଛନ୍ତି। ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି କାର୍ଯ୍ୟକ୍ରମ ରାଜ୍ୟରେ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଥିବା ବିଜେପି ପାଇଁ…

Read More
doordarshan_odia

Doordarshan:ଦୂରଦର୍ଶନରେ ଆସନ୍ତା ୨୬ରୁ +୨ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢା ଆରମ୍ଭ

ଭୁବନେଶ୍ଵର: ଆସନ୍ତା ୨୬ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ (+2 Second Year) ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନର ଡି.ଡି. ଓଡ଼ିଆ(DD Odia) ରେ ଶିକ୍ଷା ପ୍ରଦାନକରାଯିବ। ଏହିକ୍ରମରେ ୨୬ରେ ବାଣିଜ୍ୟ (Commerce), ୨୭ରେ ରସାୟନ ବିଜ୍ଞାନ (Chemistry), ୨୮ ଓ ୨୯ ତାରିଖରେ ଗଣିତ (Mathematics), ୩୦ରେ ଉଦ୍ଭିଦ ବିଜ୍ଞାନ (Botany) ଏବଂ ୨ ତାରିଖରେ ଜୀବବିଜ୍ଞାନ (Zoology) ବିଷୟରେ ପ୍ରସାରଣ କରାଯି। ସୂଚନା ଯୋଗ୍ୟ ଯେ ଶନିବାର ଓ ରବିବାର…

Read More
maa katyayani

Navratri 2020 Day 6: ଆଜି ମା’ କାତ୍ୟାୟନୀଙ୍କ ପୂଜା କଣ କଣ ମିଳେ

ଆଜି ଶାରଦୀୟ ନବରାତ୍ରୀର ଷଷ୍ଠ ଦିନ। ଆଜି ମା’ କାତ୍ୟାୟନୀଙ୍କ ପୂଜା କରାଯାଏ। ମହିଷାସୁରଙ୍କୁ ହତ୍ୟା କରିଥିବା ମାତା ଦେବୀ କାତ୍ୟାୟନୀଙ୍କୁ ମହିଷାସୁରମର୍ଦ୍ଧନୀ ମଧ୍ୟ କୁହାଯାଏ। ବିଶ୍ଵାସ କରାଯାଏ ଯେ ମା ଦୁର୍ଗାଙ୍କର ଏହି ରୂପକୁ ପୂଜା କରି ଝିଅମାନେ ଉପଯୁକ୍ତ ବର ପାଆନ୍ତି ଏବଂ ବିବାହରେ ଥିବା ବାଧା ଦୂର ହୋଇଯାଏ। ମା’ କାତ୍ୟାୟନୀ ଅତ୍ୟନ୍ତ ଉଦାର ଏବଂ ସେ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି। Also Read|ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କଲେ କଣ କଣ…

Read More

Sanjay Dutt: କର୍କଟ ରୋଗକୁ ପରାସ୍ତ କଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ (Sanjay Dutt) କର୍କଟ ରୋଗ ସହ ଯୁଦ୍ଧରେ ଜିତି ଯାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ସେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ। ସେ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ଦିନରାତି ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ସଞ୍ଜୟ ଦତ୍ତ ଲେଖିଛନ୍ତି, “ଗତ କିଛି ସପ୍ତାହ ମୋ ଏବଂ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ଥିଲା। କିନ୍ତୁ ଯେପରି କୁହାଯାଏ, ଏକ କଠିନ ଯୁଦ୍ଧ ପାଇଁ ଭଗବାନ କେବଳ ଶକ୍ତିଶାଳୀ…

Read More
prakash javdekar

Diwali Bonus: ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଦୀପାବଳି ଭେଟି

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ (Non-Gazetted Employees) ବୋନସ୍ (Bonus) ଦେବାକୁ ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର (Union Minister Prakash Javadekar) କହିଛନ୍ତି ଯେ ମୋଟ ଆର୍ଥିକ ମୂଲ୍ୟ ୩,୭୩୭ କୋଟି ଟଙ୍କା ହେବ। ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର ପର୍ବ ଅବସରରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ସୁଧମୁକ୍ତ ଅଗ୍ରୀମ ଦେବାକୁ ନିଷ୍ପତ୍ତି ନେଇଥିଲେ। The bonus will be given…

Read More

Navratri 2020 Day 5: ଆଜି ମା’ ସ୍କନ୍ଦମାତାଙ୍କ ପୂଜା

ପଞ୍ଚମ ଦିନ ପବିତ୍ର ନବରାତ୍ରୀରେ ମା’ ସ୍କନ୍ଦମାତାଙ୍କୁ ପୂଜା କରାଯାଏ। ସ୍କନ୍ଦକୁମାର ହେଉଛନ୍ତି ତାଙ୍କ ପୁଅ। ଆଜି ଦିନଟି ହେଉଛି ନବରାତ୍ରୀର ମାତୃ ଦିବସ। ଭଗବାନ ଶଙ୍କରଙ୍କ ମହାଶକ୍ତି ଏବଂ ସ୍ତ୍ରୀ ପାର୍ବତୀ ହେଉଛନ୍ତି ସ୍କନ୍ଦମାତା। ମା’ ସମସ୍ତ ଇଚ୍ଛା ପୂରଣ କରନ୍ତି ଏବଂ ଭକ୍ତମାନଙ୍କୁ ଅଭୟ ଏବଂ ଶୁଭକାମନା ପ୍ରଦାନ କରନ୍ତି। ସେଥିପାଇଁ କୁହାଯାଏ ଭଗବାନ ଶଙ୍କରଙ୍କୁ ପୂଜା କରିବା ପୂର୍ବ ରୁ ମା’ ସ୍କନ୍ଦମାତାଙ୍କୁ ସ୍ମରଣ କରିବା ଉଚିତ। Also Read|ମା’ ବ୍ରହ୍ମଚାରିଣୀଙ୍କୁ ପୂଜା…

Read More