mtimes odia
Home » MORE » Page 3
Amitabh Bachchan

Amitabh Bachchan: ଅମିତାଭ ବଚ୍ଚନଙ୍କ ସ୍ୱର, ନାମ, ଫଟୋ ବ୍ୟବହାର ଉପରେ ନିଷେଧାଦେଶ

ନୂଆଦିଲ୍ଲୀ: Amitabh Bachchan ଆଉ କେହି ଅମିତାଭ ବଚ୍ଚନଙ୍କ ସ୍ୱର, ନାମ ଏବଂ ଫଟୋକୁ ତାଙ୍କ ବିନା ଅନୁମତିରେ ବ୍ୟବହାର କରିପାରିବେ ନାହିଁ। ଆଜି ଦିଲ୍ଲୀ ହାଇକୋର୍ଟ ନିଷେଧାଦେଶ ଜାରି କରିଛନ୍ତି। ଅମିତାଭ ବଚ୍ଚନଙ୍କ ଏକ ଆବେଦନ ଉପରେ କୋର୍ଟ ଏପରି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଅନୁସାରେ ଅମିତାଭ ବଚ୍ଚନଙ୍କ ଶୋ କୌନ୍ ବନେଗା କରୋଡପତି (KBC) ର ଏକ ନକଲି ଲଟେରୀ ସ୍କାମ୍ ସାମ୍ନାକୁ ଆସିଥିଲା। ଏଥିପାଇଁ ଅମିତାଭଙ୍କ ଛବି ଏବଂ ସ୍ୱରର ବ୍ୟବହାର କରାଯାଇଥିଲା।…

Read More
Odisha Budget 2022-23

Odisha Budget 2022-23: ବିଧାନସଭାରେ ୧୬,୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ଵର: Odisha Budget 2022-23 ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଦିବଙ୍ଗତ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଆଜି ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ (Odisha Budget 2022-23) ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର…

Read More
Odisha Teacher Recruitment 2022

Odisha Teacher Recruitment 2022: OSSC ମାଧ୍ୟମରେ ନିଯୁକ୍ତି ହେବେ ୭୫୪୦ ଶିକ୍ଷକ

ଭୁବନେଶ୍ଵର: Odisha Teacher Recruitment 2022 ଓଡ଼ିଶାରେ ଶିକ୍ଷକଶିକ୍ଷୟତ୍ରୀ ଚାକିରୀ ଖୋଜୁଥିବା ଆଶାୟୀମାନଙ୍କ ପାଇଁ ଖୁସି ଖବର। ଆଜି ବୁଧବାର ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ଓଏସଏସସି ୱେବସାଇଟରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଏହା ଡିସେମ୍ବର ୧୧ରୁ ଜାନୁଆରୀ ୯ ମଧ୍ୟରେ ଆବେଦନ କରାଯାଇପାରିବ। ଆଶାୟୀ ଯୁବକଯୁବତୀ କେବଳ ଅନଲାଇନରେ ଆବେଦନ କରିପାରିବେ ବୋଲି ସୂଚନା ରହିଛି। Odisha Teacher Recruitment 2022 OSSC ୱେବସାଇଟରେ ପ୍ରକାଶ ପାଇଥିବା ସୂଚନାଅନୁସାରେ ମୋଟ ୭,୫୪୦ ପଦ ପାଇଁ…

Read More
aso_exam

OPSC ASO Exam: ଏଏସଓ ପରୀକ୍ଷାରେ ହୋଇନି ଅନିୟମିତତା, ଅଭିଯୋଗ ଭିତ୍ତିହୀନ

କଟକ: OPSC ASO Exam Cut-off 2021 ଏଏସଓ (Assistant Section Officer) ପରୀକ୍ଷା ସ୍ୱଚ୍ଛତାର ସହ ହୋଇଛି। ଅନିୟମିତତା ଅଭିଯୋଗ ଭିତ୍ତିହୀନ। ଆଜି ଓପିଏସସି (Odisha Public Service Commission -OPSC) ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ କହିବା ଅନୁସାରେ ମୋଟ୍ ୭୯୬ ପୋଷ୍ଟ ପାଇଁ ୨ଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା। ପ୍ରଥମ ଷ୍ଟେଜରେ ୪ଟି ପେପରରେ ୪ ଶହ ମାର୍କର ପରୀକ୍ଷା ହୋଇଥିଲା। ଏଥିରେ ଯୋଗ୍ୟ ବିବେଚିତ ପିଲାଙ୍କର କମ୍ପୁଟର…

Read More
Dhabaleswar Temple Bridge

Dhabaleswar: ଆସନ୍ତା ସପ୍ତାହରୁ ଧବଳେଶ୍ଵର ଦର୍ଶନ

ଆଠଗଡ: Dhabaleswar ଆସନ୍ତା ସପ୍ତାହରୁ ବାବା ଧବଳେଶ୍ୱରଙ୍କୁ ଭକ୍ତ ଏବଂ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି  ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହରେ ୪ ଦିନ ସର୍ବସାଧାରଣ ଡଙ୍ଗାଯୋଗେ ନଦୀ ପାର୍‍ ହୋଇ ଠାକରଙ୍କୁ ଦର୍ଶନ ପାଇଁ ଯାଇପାରିବେ ବୋଲି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି। ଡଙ୍ଗାରେ ଭକ୍ତମାନେ ନଦୀ ପାରି ହୋଇ ବାବା ଧବଳେଶ୍ୱରଙ୍କୁ (Dhabaleswar) ଦର୍ଶନ କରିପାରିବେ। ଆସନ୍ତା ସପ୍ତାହରୁ ଆବଶ୍ୟକ ଡଙ୍ଗାର ବ୍ୟବସ୍ଥା କରାଯିବ ଏବଂ ଶ୍ରଦ୍ଧାଳୁମାନେ ମଙ୍ଗଳବାରଠାରୁ…

Read More
odisha vigilance raid

Odisha Vigilance Raid: ଭିଜିଲାନ୍ସ ହାତରେ ସହକାରୀ ଯନ୍ତ୍ରି

ଭୁବନେଶ୍ୱର : Odisha Vigilance Raid ଆଜି ସୋମବାର ଜଣେ ଯନ୍ତ୍ରୀଙ୍କୁ ରାଜ୍ୟ ଭିଜିଲାନ୍ସ ବିଭାଗ ଧରିଛି। ସେ ହେଉଛନ୍ତି ଉଦଳା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର (RWSS) ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା। ଆଜି ଟାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ୍‌ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଭୁବନେଶ୍ୱରର ଆଇଗିଣିଆରେ…

Read More
opsc aso

OPSC ASO ପରୀକ୍ଷା ରେଜଲ୍ଟକୁ ନେଇ ହାଇକୋର୍ଟ ଗଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର: OPSC ASO ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପରିଚାଳିତ ଏଏସ୍‌ଓ ପରୀକ୍ଷା (OPSC ASO) ର ରେଜଲ୍ଟକୁ ନେଇ ବିବାଦ ବଢିବାରେ ଲାଗିଛି। ଅନିୟମିତତା ଏବଂ ଦୁର୍ନୀତି  ହୋଇଥିବା ଅଭିଯୋଗ ନେଇ ଅନେକ ନିଯୁକ୍ତି ଆଶାୟୀ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚୟନ ପ୍ରକ୍ରିୟାରେ ତ୍ରୁଟି ଦର୍ଶାଇ ଏକାଧିକ ମାମଲା ଦାୟର ହୋଇଛି। ଏହି ମାମଲାକୁ ନେଇ ଆସନ୍ତା ସୋମବାର ଦିନ ଶୁଣାଣି ହେବାର ସମ୍ଭାବନା ରହିଛି। ସେପଟେ, ଏହା ସମ୍ପୁର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା…

Read More
Koraput News

Koraput News: ଯବାନଙ୍କ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ

କୋରାପୁଟ: Koraput News କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ୍‍ ଗୁପ୍ତେଶ୍ୱର ପଞ୍ଚାୟତର ମାଳିପଦର ଜଙ୍ଗଲରେ ଏସ୍‍ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନଙ୍କ ମିଳିତ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଆଜି ଶୁକ୍ରବାର ଏସମ୍ପର୍କରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ୍‍ ସୂଚନାଦେଇ କହିଛନ୍ତି। ଏସ୍‍ଓଜି ପକ୍ଷରୁ ମଧ୍ୟରାତ୍ରିରେ କମ୍ବିଂ ଅପରେସନ ଚାଲିଥିଲା। ଏହିସମୟରେ ପାଖାପାଖି ୨୦ ରୁ ଊର୍ଦ୍ଧ୍ୱ ମାଓବାଦୀ ଜଙ୍ଗଲରେ ଶିବିର କରିଥିବା ସୂଚନା ମିଳିଥିଲା। ମାଳିପଦର…

Read More
Chandra Grahan 2022 Time

Chandra Grahan 2022 Time: ଆସନ୍ତା କାଲି ଚନ୍ଦ୍ରଗ୍ରହଣ, କଣ କରିବା ଉଚିତ!

ଭୁବନେଶ୍ଵର: Chandra Grahan 2022 Time ଆସନ୍ତା କାଲି ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ରଗ୍ରହଣ। ଶାସ୍ତ୍ର ଅନୁସାରେ ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗୁ ଥିବାରୁ ଏହା ଗ୍ରସ୍ତଦୋୟ ଚନ୍ଦ୍ରଗ୍ରହଣ ନାମରେ ନାମିତ। ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଆସନ୍ତା କାଲି ଅପରାହ୍ନ ୨ଟା ୩୯ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ  ଏବଂ  ସଂଧ୍ୟା ୬ଟା ୧୯ ମିନିଟ୍ ୫ ସେକେଣ୍ଡରେ ସର୍ବମୋକ୍ଷ ହେବ। ଅପରାହ୍ଣ। କିନ୍ତୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅପରାହ୍ଣ ୩ଟା…

Read More
Matric Summative-1 Examinations

Matric Summative-1 Examinations: ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ନଭେମ୍ବର ୨୩ରୁ

କଟକ: Matric Summative-1 Examinations Download Admit card ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା। ଏହି ପରୀକ୍ଷା ୩୦ ତାରିଖ ଯାଏ ଚାଲିବ। ଏ ନେଇ ବୋର୍ଡ କତ୍ତୃପକ୍ଷଙ୍କ ପକ୍ଷରୁ ଆଜି ଶୁକ୍ରବାର ସୂଚନା ଦିଆଯାଇଛି। ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍‌ କାର୍ଡ ମିଳିବ। ମାଟ୍ରିକ ଆସେସ୍‌ମେଣ୍ଟ-୧ ପରୀକ୍ଷା (Matric Summative-1 Examinations) ରାଜ୍ୟର ମୋଟ ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯିବ। ସମେଟିଭ୍‌-…

Read More
Dhabaleswar Temple Bridge

Dhabaleswar Temple Bridge : ଧବଳେଶ୍ୱରଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିପାରିବେ ଭକ୍ତ

କଟକ: Dhabaleswar Temple Bridge ଆସନ୍ତା ପଞ୍ଚୁକ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ଧବଳେଶ୍ୱରଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିପାରିବେ। ବଡ ଏଲଇଡ୍ ସ୍କ୍ରିନ୍ ମାଧ୍ୟମରେ ବାବାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଧବଳେଶ୍ଵର ପୀଠକୁ ଯିବାକୁ ଝୁଲାପୋଲ (Dhabaleswar Temple Bridge) ଦୁର୍ବଳ ଥିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା…

Read More