Home » MORE » Page 5
ramdas athawale

Inter Caste Marriage: ଆନ୍ତଃଜାତି ବିବାହକୁ ବ୍ୟାପକ ଆକାରରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: Inter Caste Marriage In Odisha ସମାଜରେ ସମତା ଆଣିବା ଲାଗି ଅଧିକ ସଂଖ୍ୟାରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେ କହିଛନ୍ତି। ସୋମବାର ଭୁବନେଶ୍ଵର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ କହିଥିଲେ ଯେ, ଓଡ଼ିଶାରେ ୨୦୨୦-୨୧ରେ ୧୮୪୭ଟି ଆନ୍ତଃଜାତି ବିବାହ ପଞ୍ଜୀକରଣ ହୋଇଥିଲା। ୨୦୨୧-୨୨ ଏହି ସଂଖ୍ୟା ୨୪୨୮କୁ ବୃଦ୍ଧି ପାଇଛି।…

Read More
aso_exam

ASO Examination 2022: ଆସନ୍ତା ଅଗଷ୍ଟ ୨୭ରେ ଏଏସ୍‍ଓ ପରୀକ୍ଷା, Download admit card

କଟକ: ASO Written Examination 2022 ଏଏସ୍‍ଓ ପରୀକ୍ଷା ପାଇଁ ଓପିଏସ୍‍ସି (OPSC) ପକ୍ଷରୁ ନୂଆ ତାରିଖ ଘୋଷଣା ହୋଇଛି। ଆସନ୍ତା ୨୭ ତାରିଖ ଶନିବାର ଦିନ ଏହି ପରୀକ୍ଷା ୩ଟି ସିଟିଙ୍ଗରେ ଅନୁଷ୍ଠିତ ହେବ ବୋଲି ଓପିଏସ୍‍ସି ୱେବସାଇଟରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୨୧ ତାରିଖ ରବିବାର ଦିନ ହେବାକୁ ଥିବା ଏଏସ୍‍ଓ (ASO Examination Postponed) ଲିଖିତ ପରୀକ୍ଷାକୁ…

Read More
aso

ASO Examination Postponed: ୨୧ରେ ହେବାକୁ ଥିବା ଏଏସ୍‍ଓ ପରୀକ୍ଷା ସ୍ଥଗିତ

କଟକ: ASO Examination 2022 Postponed ଆସନ୍ତା ୨୧ ତାରିଖ ରବିବାର ଦିନ ହେବାକୁ ଥିବା ଏଏସ୍‍ଓ (ASO Examination Postponed) ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସ୍ଥଗିତ ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରୀକ୍ଷା ନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ବୋଲି ଲୋକସେବା ଆୟୋଗ ପକ୍ଷରୁ ସୂଚନା…

Read More
Edible-oil_new price

Edible Oil New Price Today: କମିବ ଖାଇବା ତେଲ ଦାମ, ଖାଉଟିକୁ ଆଶ୍ୱସ୍ତି

ନୂଆଦିଲ୍ଲୀ: Edible Oil New Price Today ଦେଶର ଜନସାଧାରଣ  ଖୁବ୍ ଶୀଘ୍ର ଖାଇବା ତେଲ ଶସ୍ତାରେ ପାଇବାକୁ ଯାଉଛନ୍ତି। ମିଡ଼ିଆ ରିପୋର୍ଟ୍ ଅନୁସାରେ ଖୁବ୍ ଶୀଘ୍ର ଖାଇବା ତେଲ ମୂଲ୍ୟ ଲିଟର ପିଛା ୧୦ ରୁ ୧୫ ଟଙ୍କା ହ୍ରାସ ପାଇବାକୁ ଯାଉଛି। ଯାହା ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଖାଇବା ତେଲର ଲିଟର ପିଛା ୧୦ ରୁ ୧୫ଟଙ୍କା ହ୍ରାସ ହେବ। ଦେଶରେ ଆଗକୁ ପାର୍ବଣ ଋତୁ ଆସୁଛି। ଏହାକୁ ନଜରରେ ରଖି ସରକାର…

Read More
yogi adityanath

UP Govt Jobs: ଏଥର ପ୍ରତି ପରିବାରରୁ ଜଣକୁ ମିଳିବ ନିଯୁକ୍ତି: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: UP Govt Jobs for every family Chief Minister Yogi Adityanath ଏକ ବଡଖବର କ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ରାଜ୍ୟର ପ୍ରତ୍ୟେକ ପରିବାରର ଅତି କମରେ ଜଣେ ବ୍ୟକ୍ତିଙ୍କୁ ଚାକିରି ଦେବେ। ଯେଉଁଥିପାଇଁ ଏକ ସ୍କିଲ୍ ମ୍ୟାପିଂ ଆରମ୍ଭ ହେବ। ଏହାକୁ ତତ୍କାଳ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଯାଇଛି। ସେ ଏଠାରେ ଏକ ନିଯୁକ୍ତି ମେଳାରେ କହିଛନ୍ତି, “ସ୍କିଲ୍…

Read More
bank_holidays

Bank Holidays in August: ଅଗଷ୍ଟରେ ୧୮ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ: Bank Holidays in August ଅଗଷ୍ଟ ମାସରେ ବ୍ୟାଙ୍କଗୁଡିକ (Bank Holiday) ମାସର ଅଧାରୁ ଅଧିକ ଦିନ ବନ୍ଦ ରହିବ। କାରଣ ମୋଟ ୧୮ ଦିନ ଛୁଟି ଅଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଅଗଷ୍ଟ ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ଘୋଷଣା କରିଛି। ଅଧିକାଂଶ ଛୁଟି ସମଗ୍ର ଦେଶକୁ ପ୍ରଭାବିତ କରିବ। ଯାହାକି ବ୍ୟବସାୟ ଉପରେ ଏହାର ପ୍ରଭାବ ପଡିବ। କହିବାକୁ ଗଲେ ଅଗଷ୍ଟ ମାସରେ ବିଭିନ୍ନ ପର୍ବପର୍ବାଣୀ ପଡିଥାଏ। ଏହି…

Read More
Ocs2021

OCS 2021 Preliminary Examination: ଆସନ୍ତା ଅକ୍ଟୋବର ୧୬ରେ OAS ପ୍ରିଲିମିନାରୀ ପରୀକ୍ଷା

କଟକ: OPSC ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପ୍ରିଲିମିନାରୀ ପରୀକ୍ଷା ୨୦୨୧  (Odisha Civil Service Preliminary Examination-2021) ଆସନ୍ତା ଅକ୍ଟୋବର ୧୬ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୧୬ ତାରିଖ ରବିବାର ଦିନ ଏହି ପରୀକ୍ଷା ହେବା ନେଇ ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍‍ସି ବିଜ୍ଞପ୍ତି ପ୍ରକାଶ କରିଛି। ଓପିଏସ୍‍ସି ୱେବସାଇଟ୍‍ରୁ ପରୀକ୍ଷାର୍ଥୀମାନେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ। ପ୍ରିଲିମିନାରୀ ପରୀକ୍ଷାର କାର୍ଯ୍ୟକ୍ରମର ବିବରଣୀଗୁଡିକ ଠିକ୍ ସମୟରେ ସୂଚିତ କରାଯିବ। ଏହି ପ୍ରସଙ୍ଗରେ…

Read More
babusan mohanti_actor

Babusan Mohanty: ଅଭିନେତା ବାବୁସାନ୍‌ ମହାନ୍ତି ହାଇକୋର୍ଟଙ୍କ ଦ୍ଵାରସ୍ଥ

ବଡଖବର ଓଡିଆ ଅଭିନେତା ବାବୁସାନ୍‌ ମହାନ୍ତି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଭୁବନେଶ୍ଵର: Odia actor Babusan Mohanty goes to High court ଆଜି ବୁଧବାର ଓଡିଆ ଅଭିନେତା ବାବୁସାନ୍‌ ମହାନ୍ତି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଅଭିନେତା ବାବୁସାନ ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟଙ୍କ ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଗତ ୨୩ ତାରିଖ ଦିନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଅଭିନେତା ବାବୁସାନ ଭୁବନେଶ୍ଵର ବିମାନବନ୍ଦରକୁ ଯାଉଥିବା ବେଳେ ରାଜଧାନୀରେ ବାବୁସାନ୍‌, ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ…

Read More
chse result 2022

CHSE Results: ପ୍ରକାଶ ପାଇଲା +2 Science ଓ Commerce ରେଜଲ୍ଟ, ୮ ରେ Arts ରେଜଲ୍ଟ

ଭୂବନେଶ୍ଵର: CHSE science and commerce annual examination result 2022 ଆଜି ବୁଧବାର ପ୍ରକାଶ ପାଇଛି ଓଡ଼ିଶା ସିଏଚଏସଇ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ (+2 Science and Commerce Result)। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Sameer Ranjan Dash) ପରୀକ୍ଷାଫଳ ପ୍ରକାଶ କରିଛନ୍ତି। ଚଳିତ ବର୍ଷ +୨ ବିଜ୍ଞାନରେ ୯୪.୧୨ ପ୍ରତିଶତ, ବାଣିଜ୍ୟରେ ୮୯.୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନରେ ମୋଟ୍…

Read More
odisha results

OJEE 2022 Result: ପ୍ରକାଶ ପାଇଲା OJEE 2022 ପରୀକ୍ଷାଫଳ

ଭୁବନେଶ୍ୱର: Odisha Joint Entrance Examination (OJEE)-2022 results ଆଜି ବୁଧବାର ପ୍ରକାଶ ପାଇଛି ଚଳିତ ବର୍ଷର ଓଜେଇଇ ପରୀକ୍ଷା ଫଳ। ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ୧୨ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରୀଛାତ୍ର ନିଜର ପରୀକ୍ଷା ଫଳ www.ojee.nic.in ସାଇଟରେ  ଦେଖିପାରିବେ। ସୂଚନାଯୋଗ୍ୟ ଏ ବର୍ଷ ୪୭ ହଜାର ୭୬୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ଜୁଲାଇ ୪ରୁ…

Read More
cbse 10

CBSE 12th Results 2022 Declared: ଆଜି ପ୍ରକାଶ ପାଇଛି CBSE 12th Results

ବଡଖବର: ଆଜି ପ୍ରକାଶ ପାଇଛି ସିବିଏସଇ ୧୨ ଶ୍ରେଣୀ ପରୀକ୍ଷା ଫଳ। ଆଜି ମଧ୍ୟ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ। ନୂଆଦିଲ୍ଲୀ: CBSE 12th Results 2022 Declared: Pass percentage this year touched 92.71 percent, students can download the scorecard from https://www.cbse.gov.in ଆଜି ପ୍ରକାଶ ପାଇଛି CBSE ବୋର୍ଡ ଦ୍ୱାଦଶ ଶ୍ରେଣୀ ଫଳାଫଳ। ଆଜି ଦଶମ ପରୀକ୍ଷା ଫଳାଫଳ ମଧ୍ୟ ପ୍ରକାଶ ପାଇବ। ଫଳାଫଳ ବହୁତ ଭଲ ହୋଇଛି।…

Read More