LPG Cylinder New Price: ବଢିଲା ଗ୍ୟାସ୍ ଦର, ବ୍ୟବସାୟିକ ସିଲିଣ୍ଡର ପିଛା ୧୦୫ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ: LPG Cylinder New Price Today ସାଧାରଣ ଲୋକଙ୍କୁ LPG ଗ୍ୟାସ୍ ସମ୍ବନ୍ଧରେ ଏକ ବଡ଼ ଝଟକା ଲାଗିଛି। ସରକାରୀ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOCL) ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରିଛି। ସୂଚନା ଅନୁସାରେ ଭାରତୀୟ ତୈଳ ନିଗମ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରକୁ ୧୦୫ ଟଙ୍କା ବୃଦ୍ଧି କରିଛି। ନୂତନ ମୂଲ୍ୟ ମାର୍ଚ୍ଚ ୧ଠାରୁ କାର୍ଯ୍ୟକାରୀ ହୋଇଛି। ତେବେ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।…
