Home » MORE » Page 10
vijay-mally

Vijay Mallya:ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ, ଭାରତ ଖୁସି

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କ (Indian banks) ରୁ କୋଟି କୋଟି ଟଙ୍କା ନେଇ ପଳାଇଥିବା ବିଜୟ ମାଲ୍ୟା (Vijay Mallya) ଙ୍କ ମାମଲାରେ ଭାରତ ପାଇଁ ଏକ ଖୁସି ଖବର ଅଛି। ଲଣ୍ଡନ ହାଇକୋର୍ଟ (London High Court) ସୋମବାର ତାଙ୍କୁ ଦେବାଳିଆ (Bankrupt) ଘୋଷଣା କରିଛନ୍ତି। ଏହା ସହିତ କୋର୍ଟ ତାଙ୍କୁ ସେହି ନିଷ୍ପତ୍ତି ବିରୋଧରେ ଆବେଦନ କରିବାର ଅଧିକାର ମଧ୍ୟ ମନା କରିଦେଇଥିଲେ। ଏହା ସହିତ ଏସବିଆଇ (SBI) ଦ୍ୱାରା ପରିଚାଳିତ ବ୍ୟାଙ୍କଗୁଡ଼ିକର ସଂଘ…

Read More
modi-odia new year

କରୋନା ମହାମାରୀ ସମୟରେ ଭଗବାନ ବୁଦ୍ଧଙ୍କର ଅଧିକ ପ୍ରାସଙ୍ଗିକତା ରହିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Sri Narendra Modi) କହିଛନ୍ତି ଯେ ଆଜି କରୋନା ମହାମାରୀ (Corona Pandemic) ର ସଂକଟପୂର୍ଣ୍ଣ ସମୟରେ ଭଗବାନ ବୁଦ୍ଧ (Lord Buddha) ଙ୍କର ବେଶ୍ ପ୍ରାସଙ୍ଗିକତା ରହିଛି। ଆମେ ବୁଦ୍ଧଙ୍କ ମାର୍ଗରେ ପରିଚାଳିତ ହୋଇ ସବୁଠୁ କଠିନ ଆହ୍ୱାନର ମଧ୍ୟ ସାମ୍ନା କରିପାରିବା ବୋଲି ଭାରତ ତାହା ଦେଖାଇ ଦେଇଛି। ବୁଦ୍ଧଙ୍କ ଶିକ୍ଷାକୁ ପାଥେୟ କରି ସମଗ୍ର ବିଶ୍ୱ ମିଳିମିଶି ଆଗକୁ ବଢୁଛି। ଆଷାଢ଼ ପୂର୍ଣ୍ଣିମା (Asadha…

Read More
Hyder-encounter

Odisha News: ପୁଲିସ ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ

ବାଲେଶ୍ୱର: ଆଜି ଗ୍ୟାଙ୍ଗଷ୍ଟର ହାଇଦରର (Gangster Hyder) ମୃତ୍ୟୁ ହୋଇଛି। ପୁଲିସ ଏନକାଉଣ୍ଟର (Police Encounter) ରେ ହାଇଦରର ମୃତ୍ୟୁ ହୋଇଛି। ଚୌଦ୍ୱାର (Choudwar) ଜେଲରୁ ବାରିପଦା (Baripada) ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା। ଏନକାଉଣ୍ଟର କରିଛି ପୁଲିସ। ଏଥିରେ ତାର ଗୋଡ଼ ଏବଂ ପେଟରେ ଗୁଳି ବାଜିଥିଲା। ରାସ୍ତାରେ ଏପରି ଘଟଣା ଘଟିଥିଲା। ଏଥିରେ ସେ ଆହାତ ହୋଇଥିବା ଜଣାପଡ଼ିଥିଲା। ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା…

Read More
opsc aso

OAS Preliminary Exam: ଆସନ୍ତା ଅଗଷ୍ଟ ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ଵର: କରୋନା ସଂକ୍ରମଣ (Coronavirus) କୁ ନେଇ ପୂର୍ବରୁ ସ୍ଥଗିତଥିବା ଓଡ଼ିଶା ପ୍ରଶାସନିକ ସେବା (Odisha Civil Services-2020) ପ୍ରିଲିମିନାରୀ ପରୀକ୍ଷା (Preliminary Exam) ଆସନ୍ତା ଅଗଷ୍ଟ ୨୭ ଶୁକ୍ରବାର ଅନୁଷ୍ଠିତ ହେବ। ଆଜି ଏ ନେଇ ଓଡ଼ିଶା ଲୋକସେବା ଆୟୋଗ (Odisha public service Commission) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଅନୁସାରେ ପ୍ରିଲିମିନାରୀ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଟିତ ହେବ। ସକାଳ ୧୦ରୁ ଦିନ ୧୨ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡ଼ିଜ ଫାଷ୍ଟ ପେପର (General…

Read More
highcourt

ସରକାରୀ ଚାକିରି ସମୟରେ ୩ୟ ସନ୍ତାନ ହେଲେ ଚାଲିଯିବ ଚାକିରି:ହାଇକୋର୍ଟ

ଗ୍ୱାଲିଅର୍: ଜନସଂଖ୍ୟା ଆଇନ (Population Law) କୁ ନେଇ ଦେଶରେ ଚାଲିଥିବା ବିତର୍କ ମଧ୍ୟରେ ମଧ୍ୟପ୍ରଦେଶ (Madhya Pradesh) ର ଗ୍ୱାଲିଅର୍ ହାଇକୋର୍ଟ (Gwalior High Court) ର ଏକ ଡବଲ୍ ବେଞ୍ଚ ଜଣେ ପ୍ରଶାସନିକ ଅଧିକାରୀଙ୍କ ଆବେଦନକୁ ଖାରଜ କରିଦେଇଛି। ସହକାରୀ ଅଧିକାରୀ ଜଣଙ୍କ ସରକାରୀ ଚାକିରି ସେବାରେ ଥିବାବେଳେ ତାଙ୍କର ତୃତୀୟ ସନ୍ତାନ ଜନ୍ମ ହେବାରୁ ସେ ସରକାରୀ ସେବାରେ ଅଯୋଗ୍ୟ ହୋଇଥିଲେ। ଏହି ମାମଲା ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ଆବେଦନକୁ ଖାରଜ…

Read More
rathajatra-puri

Puri Ratha Yatra: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ

ପୁରୀ:ଚଳିତ ବର୍ଷ କୋଭିଡ-୧୯ କଟକଣା (Covid-19 Guidelines) ରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା (Ratha Yatra) ର ଆୟୋଜନ ହୋଇଛି। ଆଜି ଭୋର ୪.୩୦ଟାରୁ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା। ପହଣ୍ଡି ବିଜେ ସକାଳ ୭ଟାରୁ ଆରମ୍ଭ ହୋଇ ସକାଳ ୧୦ଟା ପୂର୍ବରୁ ଶେଷ ହୋଇଯାଇଥିଲା। ସକାଳ ୬.୧୦ରେ ରଥ ପ୍ରତିଷ୍ଠା ସରିଥିଲା। ସକାଳ ୭ଟା ବେଳକୁ ଚତୁର୍ଦ୍ଧାବିଗ୍ରହଙ୍କ ଧାଡିପହଣ୍ଡି ଆରମ୍ଭ ହୋଇ ଯାଇଥିଲା। ଜଣଙ୍କ ପରେ ଜଣେ ଠାକୁର ବାଇଶି ପାହାଚରେ ଟାହିଆ ହଲାଇ ଆସିଥିଲେ।, ସକାଳ…

Read More
NEET-UG-2021

NEET 2021: ଆସନ୍ତା ସେପ୍ଟେମ୍ୱର ୧୨ରେ NEET ପରୀକ୍ଷା

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ। ଆସନ୍ତା ସେପ୍ଟେମ୍ୱର ୧୨ରେ ନିଟ୍‌ ୟୁଜି (NEET-UG) ପରୀକ୍ଷା ଅନୁଷ୍ଠିତ ହେବ। କୋଭିଡ୍‌-୧୯ (Covid-19) କଟକଣା ଭିତରେ ସାରା ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆସନ୍ତା କାଲି ଅପରାହ୍ଣ ୫ଟାରୁ ଛାତ୍ରଛାତ୍ରୀମାନେ NTA ୱେବସାଇଟରେ ଅନ୍‌ଲାଇନ୍‌ (Online) ଆବେଦନ କରିପାରିବେ ବୋଲି ଶିକ୍ଷାମନ୍ତ୍ରୀ (Minister of Education) ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଟ୍ଵିଟ କରି ଜଣାଇଛନ୍ତି। ସାମାଜିକ ଦୂରତା ନିୟମ ସୁନିଶ୍ଚିତ କରିବା ପାଇଁ ପରୀକ୍ଷା କେନ୍ଦ୍ର…

Read More
bmw_bike

BMW ଲଞ୍ଚ କଲା ବାଇକ୍; ବୁକିଂ ଆରମ୍ଭ, ଜାଣନ୍ତୁ ଦାମ…

ନୂଆଦିଲ୍ଲୀ: ଜର୍ମାନର ବିଳାସପୂର୍ଣ୍ଣ କାର ନିର୍ମାତା ବିଏମଡବ୍ଲୁ (BMW) ଦୁଇ ଚକିଆ ବାଇକ୍ ଭାରତରେ ଲଞ୍ଚ କରିଛି। ଅଧିକାଂଶ ଯୁବକଙ୍କ ପସନ୍ଦ BMW Motorrad ଅଟେ। କମ୍ପାନୀ ଭାରତରେ R 1250 GS ଏବଂ R 1250 GS Adventure ମୋଟରସାଇକେଲର ନୂତନ ସଂସ୍କରଣ ଲଞ୍ଚ କରିଛି। ଏହି ଦୁଇଟି ବାଇକ୍ ସଂପୂର୍ଣ୍ଣ ବିଲ୍ଟ-ଅପ୍ ସିବିୟୁ ୟୁନିଟ୍ (Built-up units -CBU) ଭାବରେ ଉପଲବ୍ଧ ହେବ। ନୂତନ ବାଇକଗୁଡିକର ନୂତନ ଉପକରଣ ସହିତ ଲଞ୍ଚ ହୋଇଚ୍ଛି। ଏହି…

Read More
chhatarpur_mp

Chhatarpur : ଦୁଃଖଦ ଘଟଣା;ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ

ଛତରପୁର: ମଧ୍ୟପ୍ରଦେଶ (Madhya Pradesh) ର ଛତରପୁର (Chhatarpur) ଜିଲ୍ଲାର ମହୁଆ ଝାଲା ଅଞ୍ଚଳରେ ଜିଲ୍ଲାରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଘରେ ବିଦ୍ୟୁତ ସଂଯୋଗ ଯୋଗୁଁ ଗୋଟିଏ ପରିବାରର ୬ଜଣଙ୍କର ମୃତ୍ୟୁ ଘଟିଛି। ପରିବାରର ଜଣେ ଯୁବକ ପାଣି ଟାଙ୍କି ଖୋଲିବା ସମୟରେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଏହାପରେ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ଏବଂ କରେଣ୍ଟରେ ଆଉ ୭ଜଣ ଲୋକ ଲାଗିଯାଇଥିଲେ ସେଥିମଧ୍ୟରୁ…

Read More
sbi jobs

SBI Apprentice Recruitment 2021: SBI ରେ ୬୧୦୦ ପଦବୀ ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର: କରୋନା (Corona) କାଳରେ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ କାମ କରିବାକୁ ଇଚ୍ଛା କରୁଛନ୍ତି ଏବଂ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଖୁସି ଖବର। ଆଜିଠାରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଶାଖାଗୁଡ଼ିକରେ ଆପ୍ରେଣ୍ଟିସ୍ (SBI Apprentice Recruitment) ଭାବରେ କାର୍ଯ୍ୟ କରିବାକୁ…

Read More
prize

Lottery: ଭାରତୀୟ ଟ୍ୟାକ୍ସି ଡ୍ରାଇଭର ଲଟେରୀରେ ଜିତିଲେ ୪୦ କୋଟି ପୁରସ୍କାର

ଦୁବାଇ:ଭାଗ୍ୟ ମଣିଷକୁ କେତେବେଳ କଣ ଦିଏ ତାହା କେହି ଜାଣିନଥାନ୍ତି। ପ୍ରତିବର୍ଷ ହଜାର ହଜାର ଭାରତୀୟ ଲୋକ ଉନ୍ନତ ସୁଯୋଗ ଏବଂ ଜୀବନଶୈଳୀ ପାଇଁ ଦୁବାଇ (Dubai) କୁ ଯାଆନ୍ତି। ଆଉ ଏଠାରେ ଭାଗ୍ୟ ମଧ୍ୟ କିଛି ଭାଗ୍ୟବାନ ଲୋକଙ୍କ ପ୍ରତି ଦୟାଳୁ ହୁଏ। ଏମିତି ଏକ ଘଟଣା ଘଟିଛି ଟ୍ୟାକ୍ସି ଡ୍ରାଇଭର ରଣଜିତ୍ ସୋମରାଜନ୍ ଏବଂ ତାଙ୍କ ସାଙ୍ଗମାନଙ୍କ ସହିତ। ଭାଗ୍ୟ ତାଙ୍କ ଜୀବନକୁ ସୁନାରେ ପରିବର୍ତ୍ତନ କରିଦେଇଛି। କେରଳର କୋଲାମ ଜିଲ୍ଲାରୁ ୩୭ ବର୍ଷିୟ…

Read More