lunar eclipse

Lunar eclipse 2021:ଆଜି ହେଉଛି ଚନ୍ଦ୍ରଗ୍ରହଣ

ଭୂବନେଶ୍ଵର: ଆଜି ମେ ୨୬ ବୁଧବାର ଦିନ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ (Lunar eclipse)। ଚନ୍ଦ୍ରଗ୍ରହଣ ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାରେ ଦୃଶ୍ୟମାନ ହେବ। ଏହା ପ୍ରଶାନ୍ତ, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରର କେତେକ ଅଂଶରୁ ମଧ୍ୟ ଦୃଶ୍ୟମାନ ହେବ ଆଜି ହେଉଛି ବୈଶାଖ ଶୁକ୍ଲ ପକ୍ଷ ପୂର୍ଣ୍ଣିମା। ଏହି ଦିନକୁ ବୁଦ୍ଧ ପୂର୍ଣ୍ଣିମା ରୂପେ ପାଳନ କରାଯାଏ। ଚନ୍ଦ୍ରଗ୍ରହଣ ପୂର୍ବରୁ ଶନିଦେବ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶନି ବର୍ତ୍ତମାନ ମକର ରାଶିରେ…

Read More
chankya neeti

Chanakya Niti: ମା ଲକ୍ଷ୍ମୀ ଏହି ସ୍ଥାନରେ କେବେବି ରୁହନ୍ତି ନାହିଁ, ତୁରନ୍ତ କରନ୍ତୁ ପରିବର୍ତ୍ତନ

ଆଚାର୍ଯ୍ୟ ଚାଣକ୍ୟ (Chanakya) ଏପରି ଜଣେ ମହାନ ବ୍ୟକ୍ତିତ୍ୱ ଯିଏକି ତାଙ୍କ ବୃତ୍ତି, ବୁଦ୍ଧି ଏବଂ ଦକ୍ଷତାର ଶକ୍ତିରେ ଭାରତୀୟ ଇତିହାସର ଗତି ବଦଳାଇଥିଲେ।  ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାତା ଚାଣକ୍ୟ ଏକାଧାରରେ ଜଣେ ଜଣାଶୁଣା ରାଜନେତା, ଚତୁର କୂଟନୀତିଜ୍ଞ, ଉପାସକ ଏବଂ  ଅର୍ଥନୀତିଜ୍ଞ ହୋଇଥିଲେ। ଏତେ ଶତାବ୍ଦୀ ଅତିକ୍ରମ କରିବା ପରେ ମଧ୍ୟ, ଚାଣକ୍ୟଙ୍କ ସ୍ଥାପିତ ନୀତି, ତାଙ୍କର ଗଭୀର ଅଧ୍ୟୟନ, ଧ୍ୟାନ ଏବଂ ଜୀବନ ଅନୁଭୂତିରୁ ଅମୂଲ୍ୟ ଜ୍ଞାନକୁ  ମାନବ କଲ୍ୟାଣର ଉଦ୍ଦେଶ୍ୟ ସହିତ ସମ୍ପୂର୍ଣ୍ଣ…

Read More
hingula

Hingula Mandir: ହିଙ୍ଗୁଳା ମନ୍ଦିର ନିର୍ମାଣପାଇଁ ଶ୍ରଦ୍ଧାଳୁଙ୍କ ଦାନ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର (Talcher) ବ୍ଲକ ଗୋପାଳପ୍ରସାଦ (Gopalprasad) ସ୍ଥିତ ମା’ ହିଙ୍ଗୁଳାଙ୍କ ମନ୍ଦିର ନିର୍ମାଣକାର୍ଯ୍ୟ ଜାରିରହିଛି। ମା ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠ ପରିସରରେ ନିର୍ମିତ ହେଉଥିବା ମନ୍ଦିରର ମୁଖଶାଳା ଓ ଯଜ୍ଞ ମଣ୍ଡପର କାର୍ଯ୍ୟ ଆରମ୍ଭ ହୋଇ ଚାଲୁରହିଛି। ମା’ ହିଙ୍ଗୁଳାଙ୍କ ମନ୍ଦିର ନିର୍ମାଣକାର୍ଯ୍ୟ ସକାଶେ ବହୁତ ଶ୍ରଦ୍ଧାଳୁ ଭକ୍ତ ଅର୍ଥ ଦାନ କରୁଛନ୍ତି। ପଦ୍ମାବତୀପୁର ପଞ୍ଚାୟତ ଅଧୀନ ଲଛମନପୁର ଗ୍ରାମର ସମାଜସେବୀ ମହର୍ଗା ବେହେରାଙ୍କ ପକ୍ଷରୁ ମନ୍ଦିର ପାଣ୍ଠିକୁ ୫୦ ହଜାର ୫୫୫…

Read More
Lord-Hanuman

Hanuman Jayanti: ଆଜି ହେଉଛି ହନୁମାନ ଜୟନ୍ତୀ, ବଜରଙ୍ଗୀବାଲିଙ୍କୁ ସନ୍ତୁଷ୍ଟ କରିବାର ଉପାୟ ଜାଣନ୍ତୁ

କଟକ: ଆଜି ଚୈତ୍ର ମାସ ପୂର୍ଣ୍ଣିମା। ହିନ୍ଦୁ ଧର୍ମ (Hindu Dharma)  ଅନୁସାରେ ଏହି ଦିନ ହନୁମାନ ଜୟନ୍ତୀ ଭାବରେ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମାତା ଅଞ୍ଜନୀ ବଜରଙ୍ଗ ବାଲିଙ୍କୁ ଜନ୍ମ ଦେଇଥିଲେ। ହନୁମାନ ଜୟନ୍ତୀ (Hanuman Jayanti) ଅବସରରେ ବଜରଙ୍ଗ ବାଲିଙ୍କୁ ଖୁସି କରିବାକୁ ହେଲେ ତାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯିବା ଉଚିତ୍। ହନୁମାନ ଭକ୍ତମାନେ ଏହି ପର୍ବକୁ ବହୁତ ବଡ଼ ଉତ୍ସବରେ ପାଳନ କରନ୍ତି। ଅନେକ ଲୋକ…

Read More
hingula mandir talcher

Hingula Mandir: ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ମନ୍ଦିର ନିର୍ମାଣ ପାଇଁ MCL ସିଏସଆର୍ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର:ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର (Talcher) ଗୋପାଳପ୍ରସାଦ ସ୍ଥିତ ମା’ହିଙ୍ଗୁଳା ମନ୍ଦିର (Maa Hingula Mandir) ର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ (MCL) ବୋର୍ଡ ସିଏସଆର ପାଣ୍ଠିରୁ ୯ କୋଟି ୩୨ ଲକ୍ଷ ଟଙ୍କା ଅନୁମୋଦନ ଦେଇଥିବାରୁ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Pralhad Joshi) ଙ୍କୁ ଧନ୍ୟବାଦ…

Read More
hanuman-temple

Dharma: ପ୍ରଭୁ ହନୁମାନଙ୍କର ମୂର୍ତ୍ତିରୁ ରକ୍ତର ଧାର, ଲୋକେ କହିଲେ କରୋନା ଉପରେ ଭଗବାନ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: କରୋନା ଭାଇରସ (Corona  Virus) ର ଦ୍ୱିତୀୟ ଲହର ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ନୂତନ ରୋଗୀ ଚିହ୍ନଟ ହେଉଛନ୍ତି। ସବୁ ପାର୍ଶ୍ୱରେ ବିଶୃଙ୍ଖଳା ଅଛି, ଲୋକମାନେ ଏତେ ଭୟଭୀତ ଯେ ଏହି ସଙ୍କଟ ସମୟରେ ସେମାନେ ଏହି ମହାମାରୀ (COVID-19) କୁ ହଟାଇବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଏହି ସମୟରେ ଗୁଜୁରାଟର ଗାନ୍ଧିନଗର (Gandhi Nagar) ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଗାନ୍ଧୀ ନଗରର…

Read More
odia pana sankranti

Odia New Year:ଆଜି ପାଳିତ ହେଉଛି ଓଡିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି

ଭୁବନେଶ୍ଵର: ଓଡିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ଶେଷ ହୋଇଥାଏ। ଆଜି ଓଡ଼ିଆ ନବବର୍ଷ (Odia New Year) ତଥା ମହାବିଷୁବ ସଂକ୍ରାନ୍ତି। ସମଗ୍ର ରାଜ୍ୟରେ ପାରମ୍ପରିକ ରୀତିରେ ଏହି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। Also Read | Odia New Year: ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଆଜିଠାରୁ ଓଡ଼ିଆ ନବବର୍ଷର ନୂତନ ପଞ୍ଜିକା…

Read More
masjid

Loud Speaker: ମସଜିଦରେ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ଲାଉଡ ସ୍ପିକର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ପ୍ରୟାଗରାଜ (Prayagraj) ରେ ମସଜିଦ (Mosque) ରୁ ଲାଉଡ ସ୍ପିକର ଦ୍ଵାରା  ଉଚ୍ଚ ସ୍ୱରରେ ଦିଆଯାଉଥିବା ଅଜାନ (ପ୍ରାର୍ଥନାକୁ ଆହ୍ୱାନ) (Azaan) ଉପରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଆଇଜି ପ୍ରୟାଗରାଜ କେ.ପି ସିଂ ରେଞ୍ଜର ଚାରିଟି ଜିଲ୍ଲାର ଡିଏମ (District Magistrate) ଏବଂ ଏସଏସପି (Senior Superintendent of Police) ଙ୍କୁ ଏକ ଚିଠି ପଠାଇଛନ୍ତି। ଏହି ଚିଠି ମାଧ୍ୟମରେ ସେମାନଙ୍କୁ ପ୍ରଦୂଷଣ ଆଇନ ଏବଂ ହାଇକୋର୍ଟ (High Court) ଏବଂ ସୁପ୍ରିମକୋର୍ଟ (Supreme…

Read More
sivaratri

Maha Shivaratri: ମହାଶିବରାତ୍ରୀ ପାଳନ ପାଇଁ କୋଭିଡ଼ ଗାଇଡ଼ଲାଇନ୍ସ ଜାରି

ଭୁବନେଶ୍ଵର: ମହାଶିବରାତ୍ରୀ (Maha Shivaratri) ପାଳନକୁ ଦୃଷ୍ଟିରେ ରଖି ଲିଙ୍ଗରାଜ (Lingraj) ମନ୍ଦିରରେ ଦୃଢ଼ ଭାବେ କଟକଣା ପାଳନ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ପୂର୍ବରୁ ସମସ୍ତ ସେବାୟତ ଏବଂ ସେଠାରେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ କୋଭିଡ (Covid-19) ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। ସେହିପରି ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ଅନ୍ୟତମ ଶୈବପୀଠ ଢ଼େଙ୍କାନାଳ (Dhenkanal) ର କପିଳାସ ପୀଠ (Kapilash Pitha) ରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା ଜାରି କରାଯାଇଛି।…

Read More
puri_srimandir

Puri: ଭକ୍ତଙ୍କ ଦର୍ଶନ ବନ୍ଦ ରହିବାରୁ ଚଳିତ ବର୍ଷ ଶ୍ରୀମନ୍ଦିର ଆୟ କମିଛି

ପୁରୀ: ଶ୍ରୀମନ୍ଦିର (Srimandira) ପରିଚାଳନା କମିଟି ବୈଠକ ଆଜି ଗଜପତି ମହାରାଜ (Gajapati Maharaj) ଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅନୁମୋଦନ କରାଯାଇଛି। ୨୦୨୦-୨୧ ବର୍ଷ ପାଇଁ ୧୫୪ କୋଟିର ବଜେଟ ପ୍ରସ୍ତୁତ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ରାଜ୍ୟରେ କୋଭିଡ କଟକଣା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବାରୁ ଦାନ ବି ବନ୍ଦ ରହିଛି। ଯେଉଁଥିପାଇଁ ଚଳିତ ବର୍ଷ ଶ୍ରୀମନ୍ଦିର ଆୟ…

Read More
modi-PM

Statue of Peace: ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ‘ଷ୍ଟାଚ୍ୟୁ ଅଫ ପିସ’ ଉନ୍ମୋଚନ କରିବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଆସନ୍ତା କାଲି ନଭେମ୍ବର ୧୬ ଅପରାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜ (Jainacharya Shree Vijay Vallabh Surishwer Ji Maharaj) ଙ୍କ ୧୫୧ ତମ ଜନ୍ମବାର୍ଷିକୀ ଉତ୍ସବ ଉପଲକ୍ଷେ ‘ଷ୍ଟାଚ୍ୟୁ ଅଫ ପିସ’ (Statue of Peace) ଉନ୍ମୋଚନ କରିବେ। ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜ (୧୮୭୦-୧୯୫୪) ଜୈନ ସନ୍ଥ ଭାବେ…

Read More