stars

STARS: ‘ଷ୍ଟାର୍ସ’ ପ୍ରକଳ୍ପରେ ଓଡ଼ିଶା ସମେତ ୬ ଟି ରାଜ୍ୟ ସାମିଲ, ଆସିବ ସ୍କୁଲ ଶିକ୍ଷାରେ ସୁଧାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ(Cabinet) ବୈଠକରେ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ବିଶ୍ୱବ୍ୟାଙ୍କ (World Bank) ସହଯୋଗରେ ବିଦ୍ୟାଳୟ ଶିକ୍ଷାର ଉନ୍ନତି ପାଇଁ ୫ହଜାର ୭୧୮କୋଟି ଟଙ୍କା କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶିକ୍ଷା ପାଇଁ ଜୁନ ୨୪ତାରିଖରେ ବିଶ୍ୱବ୍ୟାଙ୍କ କେନ୍ଦ୍ରକୁ ୫ଶହ ମିଲିୟନ ଡଲାର ସହଯୋଗ ପ୍ରଦାନ କରିଛି। ଏହି ଅନୁଦାନରେ ଦେଶର ଓଡିଶା ସମେତ ୬ଟି ରାଜ୍ୟରେ ଲାଗୁ ହେବ…

Read More
assam_education_minister

Assam: ନଭେମ୍ବରରୁ ଆସାମରେ ସମସ୍ତ ମଦ୍ରାସା ବନ୍ଦ ହେବ

ଦିସପୁର:ଆସାମ (Assam) ରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ସମସ୍ତ ସରକାରୀ ମଦ୍ରାସା (Madrasa) ବନ୍ଦ ରହିବ ବୋଲି ସରକାରଙ୍କ ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସାଧାରଣ ଜନତାଙ୍କୁ ଧାର୍ମିକ ଶିକ୍ଷା ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ, ତେଣୁ ସରକାରୀ ମଦ୍ରାସା ଆଉ ଚାଲିବ ନାହିଁ। ଏହି ଆଦେଶର ବିଜ୍ଞପ୍ତି ଆସନ୍ତା ମାସ ନଭେମ୍ବରରେ ପ୍ରକାଶ ପାଇବ।…

Read More
Women Scientist

Woman scientist: ‘ଧୂଳି’ ପରମାଣୁ ଅସ୍ତ୍ରର ପ୍ରଭାବକୁ ହ୍ରାସ କରିପାରେ: ଭାରତୀୟ ମହିଳା ବୈଜ୍ଞାନିକ

ନୂଆଦିଲ୍ଲୀ: ଧୂଳି (Dust ) ପରମାଣୁ ଅସ୍ତ୍ର (Nuclear Weapons) ର ପ୍ରଭାବକୁ ହ୍ରାସ କରିବାର ଏକ ଉପାୟ ହୋଇପାରେ। ନୂଆଦିଲ୍ଲୀର ନେତାଜୀ ସୁଭାଷ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (Netaji Subhas Institute of Technology) ର ଜଣେ ମହିଳା ବୈଜ୍ଞାନିକ ଏହା ଏକ ଅନୁସନ୍ଧାନ କାଗଜ (Research Paper) ରେ ପ୍ରକାଶ କରିଛନ୍ତି। ତାଙ୍କ ଅଧ୍ୟୟନରେ, ମୀରା ଚଢା (Dr. Meera Chadha) ପ୍ରଥମ ଥର ପାଇଁ ଗାଣିତିକ ମଡେଲିଂ ମାଧ୍ୟମରେ ଦର୍ଶାଇଛନ୍ତି ଯେ ଆଣବିକ…

Read More
jobs

Odisha:ରାଜ୍ୟ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଉ; ଅନ୍ୟ ରାଜ୍ୟରେ ୪୫ ବର୍ଷ, ଓଡ଼ିଶାରେ ୩୨

ଭୁବନେଶ୍ୱର (ମହିମା ଲାଇଭ ବ୍ୟୁରୋ): ଓଡ଼ିଶାରେ ସରକାରୀ ନିଯୁକ୍ତି ସଙ୍କୁଚିତ ହୋଇଥିବାବେଳେ ବହୁ  ମେଧାବୀ ଛାତ୍ରଛାତ୍ରୀ ବୟସ ସୀମା ପାର ହୋଇଯାଉଥିବାରୁ ନିଜ ମନପସନ୍ଦର ଚାକିରିଟିଏ ପାଇପାରୁନାହାନ୍ତି। ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଅଛି। କିନ୍ତୁ ଅନ୍ୟ ରାଜ୍ୟରେ ୪୫ ବର୍ଷ ଅଛି। ବର୍ତ୍ତମାନ  ସାମାଜିକ ଓ ଅର୍ଥନୈତିକ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଚାକିରି ଉପଯୋଗୀ ପାଠ୍ୟକ୍ରମ ସାରିବାବେଳକୁ ଚାକିରି ବୟସ ୩୨ ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ଅନେକ ନିଜେ ଅର୍ଥ…

Read More
jitendra_singh

No Interview:୨୩ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳରେ ସରକାରୀ ଚାକିରି ପାଇଁ ଆଉ ସାକ୍ଷାତକାର ପରୀକ୍ଷା ହେବନି

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): ବର୍ତ୍ତମାନ ସରକାରୀ ଚାକିରୀ ପାଇଁ ହେବନାହିଁ ସାକ୍ଷାତକାର ପରୀକ୍ଷା (Interview)। ଭାରତର୨୩ ଟି ରାଜ୍ୟ ଏବଂ  ୮ ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନିୟମ ଲାଗୁ ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କର୍ମକର୍ତ୍ତା, ଜନ ଅଭିଯୋଗ, ପେନ୍ସନ୍, ପରମାଣୁ ଶକ୍ତି ଏବଂ ମହାକାଶ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ(Dr. Jitendra Singh) ଏହି ସୂଚନା ଦେଇଛନ୍ତି। ଯେ ସେ କହିଛନ୍ତି ଯେ ୨୦୧୬ ମସିହାରୁ କେନ୍ଦ୍ର ସରକାରରେ ଗ୍ରୁପ୍-ବି ଅଣ-ଗେଜେଟେଡ୍ (Group-B) ଏବଂ…

Read More
odisha-school

ସରକାରୀ ସ୍କୁଲ ଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ, ବାହାରେ ନବୁଲି ସ୍କୁଲର ଦାୟିତ୍ୱ ନିଅ

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): କରୋନା (Covid-19) ସଂକ୍ରମଣ ବ୍ୟାପୁଥିବା କାଳରେ ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟର ବିଦ୍ୟାଳୟ ସବୁ ବନ୍ଦ ରହିଛି। ବର୍ତ୍ତମାନ ରାଜ୍ୟରେ ଲକଡାଉନ ଏବଂ ସଟଡାଉନ ଖୋଲିଗଲାଣି। ଅନଲାଇନ ପାଠ ପଢାରେ ସବୁ ଛାତ୍ରଛାତ୍ରୀ ସଫଳ ହୋଇପାରି ନାହାନ୍ତି। ସରକାର ବର୍ତ୍ତମାନ ସ୍କୁଲ ଖୋଲିବା ପାଇଁ ଚିନ୍ତାକଲେଣି। କିଛି ଶିକ୍ଷକ ନିଜ ସ୍କୁଲ ଛାଡି ଅନ୍ୟ ଜିଲ୍ଲାରେ ରହୁଛନ୍ତି।    Also Read |School Reopens : ଅକ୍ଟୋବର…

Read More
cbse schools reopens mahimalive

CBSE :ଅକ୍ଟୋବର ୧୫ରୁ ସିବିଏସ୍‍ଇ ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ, ମହାବିଦ୍ୟାଳୟ ଖୋଲିବା ପାଇଁ ସ୍କୁଲକୁ ଚିଠି

ନୂଆଦିଲ୍ଲୀ : ଚଳିତ ଅକ୍ଟୋବର ୧୫ ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ନିୟମାବଳୀ ଜାରି କରାଯାଇଛି। ଜାରି ହୋଇଥିବା ଏହି ନିୟମାବଳୀକୁ ମାନି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସ୍‍ଇ (CBSE) ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳଗୁଡ଼ିକୁ ଖୋଲିବା ପାଇଁ ସିବିଏସ୍‍ଇ ପକ୍ଷରୁ ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଛି।…

Read More
peace-nobel

Nobel Peace Prize 2020: ଏଥର ନୋବେଲ ଶାନ୍ତି ପୁରସ୍କାର ‘World Food Programme’କୁ ମିଳିଛି

ନରୱେ ନୋବେଲ କମିଟି ‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ (World Food Programme-WFP) କୁ ନୋବେଲ ଶାନ୍ତି ପୁରସ୍କାର-୨୦୨୦ (Nobel Peace Prize-2020) ପାଇଁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଆନ୍ତର୍ଜାତୀୟ ଏକତା ଏବଂ ବହୁପକ୍ଷୀୟ ସହଯୋଗର ଆବଶ୍ୟକତା ପୂର୍ବ ଅପେକ୍ଷା ଅଧିକ ସ୍ପଷ୍ଟ ହୋଇଛି। କ୍ଷୁଧା ମୁକାବିଲା ପାଇଁ ଉଦ୍ୟମ, ବିବାଦ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଅବଦାନ ତଥା ଏଥିରେ ମୁଖ୍ୟ ଭାବରେ କାର୍ଯ୍ୟ କରିଥିବାରୁ ଯୁଦ୍ଧ ଏବଂ ବିବାଦର ଅସ୍ତ୍ର ଭାବରେ କ୍ଷୁଧାକୁ…

Read More
ouise

Nobel Prize 2020: ସାହିତ୍ୟରେ ଲୁଇସ୍‌ ଗ୍ଲୁକ୍‌ଙ୍କୁ ନୋବେଲ୍‌ ପୁରସ୍କାର

ଆଜି ଗୁରୁବାର ସାହିତ୍ୟ (Literature) ପାଇଁ ନୋବେଲ୍‌ ପୁରସ୍କାର ୨୦୨୦ ଆମେରିକୀୟ କବୟତ୍ରୀ ଲୁଇସ୍‌ ଗ୍ଲୁକ୍‌ (Louise Gluck)ଙ୍କୁ ଦିଆଯିବ ବୋଲି ଘୋଷଣା କରାଯାଇଛି। ତାଙ୍କର କବିତା “for her unmistakable poetic voice that with austere beauty makes individual existence universal.” ପାଇଁ ନୋବେଲ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଲୁଇସ ଗ୍ଲୁକ୍ ୧୯୪୩ରେ ନ୍ୟୁୟର୍କରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ  ମାସାଚୁସେଟ୍ସ (Massachusetts)ର କେମ୍ବ୍ରିଜ (Cambridge) ରେ ରୁହନ୍ତି। ବର୍ତ୍ତମାନ ସେ…

Read More
fake-university

Fake University: ଭାରତରେ ୨୪ଟି ନକଲି ବିଶ୍ଵବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ୨

ନୂଆଦିଲ୍ଲୀ: ସାବଧାନ ଆଡମିଶନ ପୂର୍ବରୁ ସମ୍ପୃକ୍ତ ୟୁନିଭର୍ସିଟି ମାନ୍ୟତା ପ୍ରାପ୍ତ କି ନୁହେଁ ଯାଞ୍ଚ କରନ୍ତୁ। ନିକଟରେ ବିଶ୍ଵବିଦ୍ୟାଳୟ ମଞ୍ଜୁରୀ ଆୟୋଗ (University Grant Ccommission-UGC) ପକ୍ଷରୁ ଦେଶର ନକଲି ବିଶ୍ଵବିଦ୍ୟାଳୟ (Fake University) ତାଲିକା ପ୍ରକାଶ ପ୍ରକାଶ ପାଇଛି। ବର୍ତ୍ତମାନ ସମୟର ସାରା ଭାରତରେ ୨୪ଟି ନକଲି ବିଶ୍ଵବିଦ୍ୟାଳୟକୁ ଚିହ୍ନଟ କରାଯାଇଛି। ତାଲିକାଭୁକ୍ତ ବିଶ୍ଵବିଦ୍ୟାଳୟ ମଧ୍ୟରେ ଓଡ଼ିଶାରେ ଦୁଇଟି ନକଲି ବିଶ୍ଵବିଦ୍ୟାଳୟ ଅଛି। ଓଡ଼ିଶାର ରାଉରକେଲା ନବଭାରତ ଶିକ୍ଷା ପରିଷଦ ବିଶ୍ଵବିଦ୍ୟାଳୟ ଏବଂ ବାରିପଦା ଉତ୍ତର…

Read More
nobel-chemistry

Nobel Prize 2020: ରସାୟନ ବିଜ୍ଞାନ ପାଇଁ ଇମାନୁଏଲ୍ ଚାର୍ପେଣ୍ଟିଅର୍ ଏବଂ ଜେନିଫର୍ ଏ ଡୁଡନାଙ୍କୁ ନୋବେଲ ପୁରସ୍କାର

ରସାୟନ ବିଜ୍ଞାନ(Chemistry) ରେ ୨୦୨୦ ବର୍ଷ ପାଇଁ ନୋବେଲ ପୁରସ୍କାର ବୁଧବାର ଘୋଷଣା କରାଯାଇଛି। ଫ୍ରାନ୍ସ (France) ର ବୈଜ୍ଞାନିକ ଇମାନୁଏଲ୍ ଚାର୍ପେଣ୍ଟିଅର୍ (Emmanuelle Charpentier)ଏବଂ ଆମେରିକୀୟ (American) ଜେନିଫର୍ ଏ ଡୁଡନା (Jennifer A. Doudna)ଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସେସ୍ ପ୍ୟାନେଲ୍ (Royal Swedish Academy of Sciences) ଏହି ପୁରସ୍କାର ଘୋଷଣା କରିଛି। ସେମାନଙ୍କର ଆବିଷ୍କାର ହେଉଛି, Crispr-Cas9 ଜେନେଟିକ୍ ସିଜର (Genetic scissors)…

Read More