School Reopens: ରାଜ୍ୟରେ ସ୍କୁଲ୍ ଖୋଲିବ କି ନାହିଁ, ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବ:ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ଵର(ମହିମା ଲାଇଭ ବ୍ୟୁରୋ): ସ୍କୁଲ୍ ଖୋଲିବା ନେଇ କେନ୍ଦ୍ର ସରକାର ତାଙ୍କର ଗାଇଡ୍ଲାଇନ୍ ଜାରି କରିବା ପରେ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ସ୍କୁଲ୍ (School) ଖୋଲିବ କି ନାହିଁ, ସେ ନେଇ ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା (School and Masseducation) ମନ୍ତ୍ରୀ ସମୀର ରଞ୍ଜନ ଦାଶ। Related Post: Unlock 5.0 Guidelines Education: ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଏବଂ କୋଚିଂ…
