IIT କାନପୁର ଠାରେ ମେଡିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବଡଖବର ସମାଜ କଲ୍ୟାଣ ପାଇଁ ଆଇଆଇଟି କାନପୁରର ଉଦ୍ୟମ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରେରଣା ଦେବ – ଧର୍ମେନ୍ଦ୍ର ପ୍ରଧାନ। ‘ଦ ଗଙ୍ଗୱାଲ ସ୍କୁଲ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି’ ଏବଂ ‘ୟେଦୁପତି ସିଂଘାନିଆ ସୁପର ସ୍ପେଶାଲିଟି’ ହସ୍ପିଟାଲର ଶିଳାନ୍ୟାସ। ଦିଲ୍ଲୀ (PIB): Union Minister Dharmendra Pradhan laid the foundation stone of a medical college and hospital at IIT Kanpur ଆଜି ଶନିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ…

Read More
bse-1Oth result

Odisha Matric Result 2022: ପ୍ରକାଶ ପାଇଲା ଦଶମ ବାର୍ଷିକ ପରୀକ୍ଷା ଫଳ, ଛାତ୍ରୀ ଆଗରେ

କଟକ: Odisha Matric Result 2022 ଆଜି ବୋର୍ଡ ଅଫ ସେକେଣ୍ଡାରି ଏଜୁକେଶନ (Board Of Secondary Education) ଓଡ଼ିଶା ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ୨୦୨୨ ଫଳ ପ୍ରକାଶିତ ହୋଇଛି। ଏବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୦.୫୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ରଙ୍କର ପାସ ହାର ୮୮.୭୭ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କର ପାସ ହାର ୯୨.୩୭…

Read More
Matric RESULT

Odisha Matric Result 2022: ଆସନ୍ତା କାଲି ପ୍ରକାଶ ପାଇବ ଓଡ଼ିଶା ମାଟ୍ରିକ Result

ଭୁବନେଶ୍ୱର (ବ୍ୟୁରୋ): Odisha Matric Examination Result 2022 ଆସନ୍ତା କାଲି ବୁଧବାର ପ୍ରକାଶ ପାଇବ ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ। ଏହା ଜୁଲାଇ ୬ ତାରିଖ ଅପରାହ୍ନ ୧ଟାରେ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପାଇଁ ଓଡ଼ିଶା ମାଟ୍ରିକ୍‌ ପରୀକ୍ଷା ହୋଇ ନ ଥିଲା। ଏଥର କରୋନା ସଂକ୍ରମଣ କମିଯାଇଥିବାରୁ ଅଫ୍‌ଲାଇନ ପରୀକ୍ଷା ହୋଇଥିଲା। ମାଟ୍ରିକ୍‌ ପରୀକ୍ଷା…

Read More
dharmendra_pradhan

Dhenkanal ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଆଜି ଢ଼େଙ୍କାନାଳ (Dhenkanal) ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ, ପାଠାଗାର ଓ ଛାତ୍ରାବାସ ବୁଲି ଦେଖିଛନ୍ତି। ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ରେ ଗୁଣାତ୍ମକ ଶିକ୍ଷା ସହ ରୋଜଗାର ଆଧାରିତ ଶିକ୍ଷା ଉପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ…

Read More
school-closed_odisha

Odisha School to Remain Closed:୨୬ ଏପ୍ରିଲରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଛୁଟି, ଚାଲୁ ରହିବ +୨ ଏବଂ ମାଟ୍ରିକ ପରୀକ୍ଷା

ଭୁବନେଶ୍ଵର: Odisha School to Remain Closed ଆସନ୍ତା କାଲି ଏପ୍ରିଲ ୨୬ ତାରିଖ ଠାରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ। ଅର୍ଥାତ ୫ ଦିନ ସ୍କୁଲ ଛୁଟି ରହିବ। ଏଥିସହିତ ରାଜ୍ୟର ସମସ୍ତ ସରକାରୀ ଏବଂ  ବେସରକାରୀ ସ୍କୁଲ ମଧ୍ୟ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ। କିନ୍ତୁ ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା…

Read More
education_minister_odisha

Balangiri News: ଛାତ୍ରୀମାନଙ୍କୁ ବସ୍‍ଉଠ୍‍ ଘଟଣାର ନୂଆମୋଡ଼; ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ବଲାଙ୍ଗିର: Balangiri School News ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ସୁନାମୁଦି ହାଇସ୍କୁଲରେ ୬ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବାରୁ ସେମାନଙ୍କୁ ପାଟଣାଗଡ଼ ସବଡିଭିଜନ ହସ୍ପିଟାଲରେ ଭର୍ତି କରାଯାଇଛି। ଏହି ଘଟଣାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗୋଷ୍ଠି ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ଏହି ତଦନ୍ତ କରିବେ। ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ସୁନାମୁଦି ବାପୁଜୀ ହାଇସ୍କୁଲରେ ସୋମବାର ସକାଳେ…

Read More
digital university

Digital University: ସ୍ଥାପନ ହେବ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ, ଘରେ ପଢି ପାଇବେ ଡିଗ୍ରୀ

ନୂଆଦିଲ୍ଲୀ:(PIB) AICTE, UGC and Department of Higher Education begin Digital University ଏଥର ଘରେ ବସି ପାଠ ପଢିପାରିବେ। ପାଇବେ ବିଶ୍ଵବିଦ୍ୟାଳୟ ଡିଗ୍ରୀ (University Degree)। ଏ ନେଇ ଭାରତ ସରକାର ୨୦୨୨ – ୨୦୨୩ରେ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ (Digital University) ସ୍ଥାପନ କରିବା ପାଇଁ ଘୋଷଣା କରିଛନ୍ତି। ବିଶ୍ୱବିଦ୍ୟାଳୟ ସାରା ଦେଶର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଘରେ ବସି ଶିଖିବା ଓ ପଢ଼ିବା ସହିତ ବିଶ୍ୱସ୍ତରୀୟ ଗୁଣବତାସମ୍ପନ୍ନ ଶିକ୍ଷା ପ୍ରଦାନ କରିବ। ଏହାକୁ ବିଭିନ୍ନ…

Read More
school odisha new session

Morning School: ଆସନ୍ତା କାଲିଠାରୁ ସକାଳୁଆ ସ୍କୁଲ, ସମୟରେ ପରିବର୍ତ୍ତନ

ଭୁବନେଶ୍ଵର: Morning School in Odisha ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରିରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ଓଡ଼ିଶାରେ ସକାଳୁଆ ହେବ ସ୍କୁଲ। ରାଜ୍ୟ ସରକାର ସକାଳୁଆ ସ୍କୁଲ ସମୟରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଆସନ୍ତାକାଲିଠାରୁ ସମସ୍ତ ସ୍କୁଲଗୁଡ଼ିକରେ ପାଠପଢ଼ା ସକାଳୁଆ ହେବ। ନୂତନ ନିୟମ ଅନୁସାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ସ୍କୁଲ ସମୟ ସକାଳ ୬ଟା ୩୦ ମିନିଟ୍‍ରୁ ୧୦ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ରହିଛି। ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର…

Read More
matric

Matric Examination odisha 2022: ଅପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା, ନିଜ ସ୍କୁଲରେ ହେବ ସେଣ୍ଟର

ଭୁବନେଶ୍ଵର: Matric Examination odisha 2022 ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ୨୯ ତାରିଖରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷାରେ ସମ୍ମେଟିଭ୍‍ ଆସେସ୍‍ମେଣ୍ଟ-୨ ହେବ ବୋଲି ଜଣାପଡିଛି। ଏହି ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ମୁଖ୍ୟ ଶାସନ…

Read More
fake website

ସାବଧାନ! Fake Website ରେ ସରକାରୀ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି କି? ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ:ସାଧାରଣ ଲୋକଙ୍କ ସହ ହେଉଥିବା ଠକେଇକୁ ନେଇ କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସରକାର ଅତ୍ୟନ୍ତ ସତର୍କ ଅଛନ୍ତି। ଏହି କାରଣରୁ ସରକାର ଏଥିରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସତର୍କ ସୂଚନା ଜାରି ରଖିଛନ୍ତି। ସଦ୍ୟତମ ମାମଲା ହେଉଛି ଶିକ୍ଷା ମନ୍ତ୍ରଣାଳୟ (Education Ministry) ର ନଜରକୁ ଆସିଛି ଯେ ନିଯୁକ୍ତି ଆଶାୟୀ ଆବେଦନକାରୀଙ୍କୁ ଠକିବା ପାଇଁ ଅନେକ ନକଲି ୱେବସାଇଟ୍ (Fake Website) ଶିକ୍ଷା ବିଭାଗର ଯୋଜନାର ନାମ…

Read More
odisha-school

School Reopens: ଆଜିଠାରୁ ସ୍କୁଲ ଯିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: Odisha School Reopens ଓଡ଼ିଶାରେ ଗତ ଫେବୃଆରୀ ୧୪ ତାରିଖରୁ ଖୋଲିଥିଲା ବିଦ୍ୟାଳୟ। କିନ୍ତୁ ଆଜି ସୋମବାରଠାରୁ ଛାତ୍ରଛାତ୍ରୀ  ସ୍କୁଲ୍‌ ଆସିବେ। କରୋନା ସଂକ୍ରମଣ ବ୍ୟାପୀବାରୁ ପ୍ରାୟ ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ପଞ୍ଚମ ପିଲା ସ୍କୁଲ ଯିବେ। ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ କରୋନା କଟକଣା ମଧ୍ୟରେ ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ…

Read More