Odisha corona update Today _samir_das

Odisha Board Examination 2022: ବୋର୍ଡ଼ ଓ ପରିଷଦର ରିପୋର୍ଟ ପରେ ଦଶମ ଓ +2 ବୋର୍ଡ଼ ପରୀକ୍ଷା ପାଇଁ ନିଆଯିବ ନିଷ୍ପତ୍ତି

ଭୁବନେଶ୍ଵର:Odisha Board Examination 2022 କରୋନା ମହାମାରୀ ସଂକ୍ରମଣ (Coronavirus Pandemic) ଯୋଗୁଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଓଡ଼ିଶାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍‍ କରିବା କିମ୍ବା ଅନ୍‍ଲାଇନ୍‍ (Online Examination) ଜରିଆରେ ପରୀକ୍ଷା କରିବା ଦାବି କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା (Matric and +2) ଅଫ୍‍ଲାଇନ୍‍ କି ଅନ୍‍ଲାଇନ୍‍ରେ କରାଯିବ, ସେନେଇ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଓ ଉଚ୍ଚ ମାଧ୍ୟମିକ…

Read More
odisha-school

School Reopens: ଫେବ୍ରୁ୍ଆରି ୧୪ରେ ଖୋଲିବ ସ୍କୁଲ, କିନ୍ତୁ ପାଠପଢା ଆରମ୍ଭ ହେବ ୨୮ରୁ

ଭୁବନେଶ୍ୱର : Odisha school reopens ଗଣଶିକ୍ଷା ସଚିବଙ୍କ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଫେବ୍ରୁଆରି ୧୪ରୁ ପ୍ରଥମରୁ ୭ମ ଶ୍ରେଣୀ (Class 1 to 7) ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି। ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ପାଠପଢା ୧୪ ବଦଳରେ ୨୮ ଫେବୃଆରୀ ୨୦୨୨ରୁ ଆରମ୍ଭ ହେବ। ଦୀର୍ଘ ଦୁଇ ବର୍ଷ ସ୍କୁଲ ବନ୍ଦ ଥିବା ଯୋଗୁ, ସଫେଇ ତଥା ଛୋଟମୋଟ ମରାମତି କାର୍ଯ୍ୟ କରି ଏକ ଉତ୍ତମ…

Read More
school examination

School Reopens: ଆସନ୍ତା ୭ରୁ ଖୋଲିବ ସ୍କୁଲ ସହିତ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ଵର: ଓଡ଼ିଶାରେ ଆସନ୍ତା ୭ ତାରିଖ ସୋମବାରରୁ ସମସ୍ତ ସ୍କୁଲ ଓ କଲେଜ (School and College) ଖୋଲିବ। ଏନେଇ ଏକ ପ୍ରେସବାର୍ତ୍ତାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ସୋମବାରରୁ ରାଜ୍ୟରେ ଅଷ୍ଟମରୁ ସମସ୍ତ କ୍ଲାସ ପାଇଁ ଛାତ୍ରଛାତ୍ରୀ ସ୍କୁଲ କଲେଜ ଯାଇପାରିବେ। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ୭ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମରୁ…

Read More
school_closed

School Closed: କରୋନା କାଳରେ ସ୍କୁଲ, କଲେଜ ବନ୍ଦ ପାଇଁ ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ଡ୍ରପଆଉଟ

ନୂଆଦିଲ୍ଲୀ:କରୋନା ସଂକ୍ରମଣ (Coronavirus) ପରେ ବାରମ୍ବାର ଦେଶରେ ଲକଡାଉନ (Lockdown) ଏବଂ ସଟଡାଉନ (Shutdown) ଶିକ୍ଷା କ୍ଷେତ୍ର ଉପରେ ବହୁତ ପ୍ରଭାବ ପକାଇଛି। ସୂଚନା ଅନୁସାରେ କେନ୍ଦ୍ର କହିଛି ଯେ ଏହାର ପ୍ରକୃତ ପ୍ରଭାବ ଆକଳନ କରିବା କଷ୍ଟକର କାରଣ ଏହା ପାଇଁ ସର୍ବଶେଷ ଉପଲବ୍ଧ ବ୍ୟାପକ ସରକାରୀ ତଥ୍ୟ ଉପଲବ୍ଧ ନାହିଁ।   ସୋମବାର ପ୍ରକାଶ ପାଇଥିବା ଇକୋନୋମିକ୍ ସର୍ଭେରେ (Economic Survey) ଏହା ପ୍ରି-କୋଭିଡ୍ ଟ୍ରେଣ୍ଡ୍ ବୋଲି କହିଛି, କିନ୍ତୁ COVID-19 ପ୍ରବର୍ତ୍ତିତ ପ୍ରତିବନ୍ଧକ…

Read More
school odisha

School Reopens:ଆସନ୍ତା କାଲି ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ

ଭୁବନେଶ୍ୱର: ବଦଳିଛି ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି। ପ୍ରାଥମିକ ସ୍କୁଲ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ। ଆସନ୍ତା କାଲି ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ବର୍ତ୍ତମାନ କାର୍ଯ୍ୟକାରୀ ହେବ ନାହିଁ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପାଖାପାଖି ୨୩ ହଜାର ବିଦ୍ୟାଳୟ ଖୋଲିବାର ବନ୍ଦୋବସ୍ତ କରାଯାଇଥିଲା। ଏଥିସହିତ ବାକି ୩୦୯୩ ବିଦ୍ୟାଳୟକୁ ଆସନ୍ତା ଜାନୁୟାରୀ ୧୦ ତାରିଖ…

Read More
bse-1Oth result

CBSE 10th ପରୀକ୍ଷାଫଳ ପ୍ରକାଶ, ଭୁବନେଶ୍ୱର ରିଜିଅନରେ ୯୯.୬୨ ପ୍ରତିଶତ ପାସ୍

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି ସିବିଏସଏଇ ବୋର୍ଡ (CBSE Board) ଦଶମ ପରୀକ୍ଷା ଫଳ (10th Result)। ଆଜି ମଧ୍ୟାହ୍ନ ୧୨ରେ ସିବିଏସ୍‌ଇର ଅଫିସିଆଲ ସାଇଟ୍‌ ରେ ପ୍ରକାଶ ପାଇଛି। ଏହାର ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇ ସିବିଏସ୍ଇ ବୋର୍ଡ ଟ୍ୱିଟ୍ କରିଛି। ଏହି ଟୁଇଟରେ ଫଳାଫଳ ଯାଞ୍ଚ କରିବା ପାଇଁ ସିବିଏସ୍ଇ ବୋର୍ଡର ଅଫିସିଆଲ୍ ପେଜ୍ ପାଇଁ ଏକ ଲିଙ୍କ୍ ଦିଆଯାଇଛି। ସୂଚନାଯୋଗ୍ୟ କରୋନା କାରଣରୁ ସମସ୍ତ ସିବିଏସ୍ଇ ବୋର୍ଡ ପରୀକ୍ଷା ଏବଂ ସେମାନଙ୍କର ଫଳାଫଳ…

Read More
cbse 10

CBSE Results 2021:ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଛାତ୍ରଛତ୍ରୀଙ୍କ ଅପେକ୍ଷା ଆଜି ଶେଷ ହୋଇଛି। ଆଜି ସିବିଏସଇ ଦ୍ୱାଦଶଶ୍ରେଣୀ ପରୀକ୍ଷାଫଳ (CBSE 12th Class Result) ପ୍ରକାଶ ପାଇଛି। ଚଳିତବର୍ଷ ପାସ୍ ହାର ୯୯.୩୭ ପ୍ରତିଶତ ରହିଛି। ଏ ବର୍ଷ ୯୯.୬୭ ପ୍ରତିଶତ ଛାତ୍ରୀ ଏବଂ ୯୯.୧୩ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ସିବିଏସଇ ଦ୍ୱାଦଶରେ ମୋଟ ୧୩ ଲକ୍ଷ ୪ ହଜାର ୫୬୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଫଳାଫଳ ପ୍ରକାଶ କରିବାବେଳେ, ବୋର୍ଡ CBSE ର ଅଫିସିଆଲ୍ ୱେବସାଇଟରେ ଫଳାଫଳ…

Read More
opsc aso

OAS Preliminary Exam: ଆସନ୍ତା ଅଗଷ୍ଟ ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ଵର: କରୋନା ସଂକ୍ରମଣ (Coronavirus) କୁ ନେଇ ପୂର୍ବରୁ ସ୍ଥଗିତଥିବା ଓଡ଼ିଶା ପ୍ରଶାସନିକ ସେବା (Odisha Civil Services-2020) ପ୍ରିଲିମିନାରୀ ପରୀକ୍ଷା (Preliminary Exam) ଆସନ୍ତା ଅଗଷ୍ଟ ୨୭ ଶୁକ୍ରବାର ଅନୁଷ୍ଠିତ ହେବ। ଆଜି ଏ ନେଇ ଓଡ଼ିଶା ଲୋକସେବା ଆୟୋଗ (Odisha public service Commission) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଅନୁସାରେ ପ୍ରିଲିମିନାରୀ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଟିତ ହେବ। ସକାଳ ୧୦ରୁ ଦିନ ୧୨ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡ଼ିଜ ଫାଷ୍ଟ ପେପର (General…

Read More
highcourt

ସରକାରୀ ଚାକିରି ସମୟରେ ୩ୟ ସନ୍ତାନ ହେଲେ ଚାଲିଯିବ ଚାକିରି:ହାଇକୋର୍ଟ

ଗ୍ୱାଲିଅର୍: ଜନସଂଖ୍ୟା ଆଇନ (Population Law) କୁ ନେଇ ଦେଶରେ ଚାଲିଥିବା ବିତର୍କ ମଧ୍ୟରେ ମଧ୍ୟପ୍ରଦେଶ (Madhya Pradesh) ର ଗ୍ୱାଲିଅର୍ ହାଇକୋର୍ଟ (Gwalior High Court) ର ଏକ ଡବଲ୍ ବେଞ୍ଚ ଜଣେ ପ୍ରଶାସନିକ ଅଧିକାରୀଙ୍କ ଆବେଦନକୁ ଖାରଜ କରିଦେଇଛି। ସହକାରୀ ଅଧିକାରୀ ଜଣଙ୍କ ସରକାରୀ ଚାକିରି ସେବାରେ ଥିବାବେଳେ ତାଙ୍କର ତୃତୀୟ ସନ୍ତାନ ଜନ୍ମ ହେବାରୁ ସେ ସରକାରୀ ସେବାରେ ଅଯୋଗ୍ୟ ହୋଇଥିଲେ। ଏହି ମାମଲା ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ଆବେଦନକୁ ଖାରଜ…

Read More
NEET-UG-2021

NEET 2021: ଆସନ୍ତା ସେପ୍ଟେମ୍ୱର ୧୨ରେ NEET ପରୀକ୍ଷା

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ। ଆସନ୍ତା ସେପ୍ଟେମ୍ୱର ୧୨ରେ ନିଟ୍‌ ୟୁଜି (NEET-UG) ପରୀକ୍ଷା ଅନୁଷ୍ଠିତ ହେବ। କୋଭିଡ୍‌-୧୯ (Covid-19) କଟକଣା ଭିତରେ ସାରା ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆସନ୍ତା କାଲି ଅପରାହ୍ଣ ୫ଟାରୁ ଛାତ୍ରଛାତ୍ରୀମାନେ NTA ୱେବସାଇଟରେ ଅନ୍‌ଲାଇନ୍‌ (Online) ଆବେଦନ କରିପାରିବେ ବୋଲି ଶିକ୍ଷାମନ୍ତ୍ରୀ (Minister of Education) ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଟ୍ଵିଟ କରି ଜଣାଇଛନ୍ତି। ସାମାଜିକ ଦୂରତା ନିୟମ ସୁନିଶ୍ଚିତ କରିବା ପାଇଁ ପରୀକ୍ଷା କେନ୍ଦ୍ର…

Read More
sbi jobs

SBI Apprentice Recruitment 2021: SBI ରେ ୬୧୦୦ ପଦବୀ ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର: କରୋନା (Corona) କାଳରେ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ କାମ କରିବାକୁ ଇଚ୍ଛା କରୁଛନ୍ତି ଏବଂ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଖୁସି ଖବର। ଆଜିଠାରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଶାଖାଗୁଡ଼ିକରେ ଆପ୍ରେଣ୍ଟିସ୍ (SBI Apprentice Recruitment) ଭାବରେ କାର୍ଯ୍ୟ କରିବାକୁ…

Read More