opsc aso

OCS-2020: ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ

କଟକ: OPSC ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପ୍ରିଲିମିନାରୀ ପରୀକ୍ଷା ୨୦୨୦ (Odisha Civil Service Preliminary Examination-2020)କୁ ସ୍ଥଗିତ ରଖାଯାଇଛି। ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ଜାରି ବିଜ୍ଞାପନରେ  କୁହାଯାଇଛି ଯେ OCS-2020 ପାଇଁ ଆବେଦନ କରିଥିବା ସମସ୍ତ ସମ୍ପୃକ୍ତ ପ୍ରାର୍ଥୀଙ୍କ ସୂଚନା ପାଇଁ ଏହା ହେଉଛି ଯେ ୫ ମେ ୨୦୨୧ ରୁ ୧୯ ମେ ୨୦୨୧  ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ଦ୍ଵାରା ଘୋଷିତ ଲକଡାଉନ୍ କୁ ଦୃଷ୍ଟିରେ ରଖି ପୂର୍ବରୁ…

Read More
neet POSTPONED

NEET-PG ପରୀକ୍ଷା ୪ମାସ ପାଇଁ ସ୍ଥଗିତ, MBBS ଅନ୍ତିମ ବର୍ଷର ଛାତ୍ରମାନେ ରହିବେ ଡ୍ୟୁଟିରେ: PMO

ନୂଆଦିଲ୍ଲୀ: କରୋନା (Covid-19) ଦ୍ଵାରା ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) କରୋନା ସହ ଲଢିବା ପାଇଁ ଡାକ୍ତରୀ କର୍ମଚାରୀଙ୍କ ଉପଲବ୍ଧତା ବୃଦ୍ଧି କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହା ଅଧୀନରେ, NEET-PG ପରୀକ୍ଷାକୁ ଅତି କମରେ ୪ ମାସ ସ୍ଥଗିତ ରଖିବାକୁ କୁହାଯାଇଛି। PMO ଦବାରା ଜାରି ବିବୃତ୍ତି ଅନୁଯାୟୀ, MBBS ଅନ୍ତିମ ବର୍ଷର ଛାତ୍ରମାନେ ଅଧ୍ୟାପକଙ୍କ ତତ୍ତ୍ଵାବଧାନରେ ଟେଲିକନସୋଲେସନ ଏବଂ ସ୍ୱଳ୍ପ କୋଭିଡ ମାମଲାର ତଦାରଖ…

Read More
bse-school

Matric Examination: ଓଡ଼ିଶା ମାଟ୍ରିକ୍‍ ମୂଲ୍ୟାୟନ ହେବ ସିବିଏସ୍‍ଇ ଢାଞ୍ଚାରେ, ଆଜି ସୁଦ୍ଧା ଦାଖଲ ହେବ ମାର୍କ

କଟକ: କରୋନା ସଂକ୍ରମଣ (Corona Pandemic) ବୃଦ୍ଧି ପରିପ୍ରେକ୍ଷୀରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ମାଟ୍ରିକ୍‍ ମୂଲ୍ୟାୟନ ସିବିଏସ୍‍ଇ (CBSE) ଢାଞ୍ଚାରେ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।  ନିଷ୍ପତ୍ତି ଅନୁଯାୟୀ ପରୀକ୍ଷାର୍ଥୀଙ୍କର ନବମ ଶ୍ରେଣୀର ନମ୍ବର ଓ ଦଶମ ଶ୍ରେଣୀର ପ୍ରି-ବୋର୍ଡ ବା ଟେଷ୍ଟ ପରୀକ୍ଷାରେ ମିଳିଥିବା ନମ୍ବରକୁ ଭିତ୍ତିକରି ଏହାର ମୂଲ୍ୟାୟନ କରାଯିବ। ଏଥିସହିତ ଦଶମ ଶ୍ରେଣୀର ଇଣ୍ଟରନାଲ ଆସେସ୍‍ମେଣ୍ଟ ନମ୍ବରକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ। ଏଥିପାଇଁ…

Read More
cbse 10

CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ଜୁନ ୨୦ରେ, ମୂଲ୍ୟାଙ୍କନରେ ପକ୍ଷପାତିତା କଲେ ବିଦ୍ୟାଳୟକୁ ସିଲ୍, ନିୟମାବଳୀ ଜାରି

ଭୁବନେଶ୍ଵର : ଜୁନ ୨୦ ସୁଦ୍ଧା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ଼ (CBSE) ର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ନିୟମାବଳୀ ଜାରି କରାଯାଇଛି। ନିୟମାବଳୀ ଅନୁସାରେ ଚଳିତ ମାସ ୫ ତାରିଖ ସୁଦ୍ଧା ସବୁ ସ୍କୁଲ (School) ର ୮ ଜଣିଆ ରେଜଲ୍‍ଟ୍‍ କମିଟି (Result Committee) ଗଠନ କରାଯିବ। ବର୍ଷସାରା ହୋଇଥିବା ପରୀକ୍ଷା ଆଧାରରେ ୮୦ ନମ୍ବରର ମୂଲ୍ୟାୟନ ହେବ। ଅବଶିଷ୍ଟ ୨୦ ନମ୍ବର ଇଣ୍ଟର୍‍ନାଲ୍‍ ଆସେସ୍‍ମେଣ୍ଟ (Internal Assessment) ରୁ…

Read More
SBI_Clerk_Recruitment

SBI Clerk Recruitment 2021: ୫ହଜାରରୁ ଅଧିକ କ୍ଲକ ପଦବୀ ପାଇଁ ନିଯୁକ୍ତି ଆବେଦନ ପ୍ରକ୍ରିୟା ଆରମ୍ଭ, Apply Now

ମୁମ୍ବାଇ: ପ୍ରତିବର୍ଷ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank Of India) ଏସବିଆଇ ଜୁନିଅର ଆସୋସିଏଟ୍ସ (SBI Junior Associates ) ପଦ ପାଇଁ ପ୍ରାର୍ଥୀ ନିଯୁକ୍ତି ପାଇଁ ଏସବିଆଇ କ୍ଲର୍କ (SBI Clerk) ପରୀକ୍ଷା କରିଥାଏ। ବର୍ଷ ୨୦୨୧-୨୨ ପାଇଁ, ଜୁନିଅର ଆସୋସିଏଟ୍ସ ପାଇଁ SBI ୫୪୫୪ ପଦବୀ ନିଯୁକ୍ତି ପାଇଁ ଘୋଷଣା କରିଛି, ସେଥିମଧ୍ୟରୁ ୨୩୭ ଟି backlog ଖାଲି ଅଛି। SBI କ୍ଲର୍କ ବିଜ୍ଞପ୍ତି ୨୦୨୧ ଆନୁଷ୍ଠାନିକ ଭାବରେ ୨୬ ଏପ୍ରିଲ…

Read More
odisha-school

Odisha School Admission: ଆଜିଠାରୁ ସ୍କୁଲରେ ନାମଲେଖା ଆରମ୍ଭ, ଆସିବେ କେବଳ ଅଭିଭାବକ

ଭୁବନେଶ୍ଵର : ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା (admission) ଆଜିଠାରୁ ଆରମ୍ଭ ହୋଇଛି। ସ୍କୁଲରେ ଏପ୍ରିଲ ୨୭ରୁ ମେ ୩୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ସକାଳ ୭ଟାରୁ ପୂର୍ବାହ୍ନ ୯ଟା ୩୦ ମଧ୍ୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇପାରିବ। କୋଭିଡ଼ କଟକଣା ଅନୁସାରେ ଏକସଙ୍ଗେ ୫ଜଣରୁ ଅଧିକ ଅଭିଭାବକ ନାମଲେଖା ଲାଗି ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ନାହିଁ। ନାମଲେଖା ସମୟରେ ଯେପରି କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌…

Read More
bse-school

Matric Examination: ଓଡ଼ିଶା ମାଟ୍ରିକ ପରୀକ୍ଷା ବାତିଲ

କଟକ: ଓଡ଼ିଶାରେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (BSE) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା (Matric Examination) ବାତିଲ ହୋଇଛି। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ନେଇ ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ନଜରରେ ରଖି ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବୋର୍ଡ ପକ୍ଷରୁ ଧାର୍ଯ୍ୟ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ…

Read More
matric students odisha

Odisha Matric Examination: ନବୀନ ନିବାସ ସମ୍ମୁଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଧାରଣା, ପରୀକ୍ଷା ହେବ କି ନାହିଁ, ଦ୍ୱନ୍ଦ୍ୱ ଦୂରକର

ଭୁବନେଶ୍ଵର: ଦଶମ ବୋର୍ଡ ପରୀକ୍ଷା (Matric Board Examination) କୁ ନେଇ ଦ୍ଵନ୍ଦରେ ପଡ଼ିଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷାକୁ ନେଇ ନବୀନ ନିବାସ (Naveen Nivas) ସମ୍ମୁଖରେ ଛାତ୍ରଛାତ୍ରୀ। ପରୀକ୍ଷା ହେବ କି ନାହିଁ, ସେ ଦ୍ୱନ୍ଦ୍ୱ ଦୂର କରିବା ନେଇ ନବୀନ ନିବାସରେ ନିଜ ଦାବି ଜଣାଇବାକୁ ଯାଇଛନ୍ତି ଛାତ୍ରଛାତ୍ରୀ ଏବଂ ପ୍ରତିବାଦ କରିବା ସହିତ ଧାରଣାରେ ବସିଛନ୍ତି। ଆଜି ଛାତ୍ରଛାତ୍ରୀମାନେ ନବୀନ ନିବାସ ଯିବା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନକୁ ଯାଇ…

Read More
neet POSTPONED

JEE Main Exam April 2021: ବଢୁଥିବା କରୋନା ପାଇଁ JEE ମେନ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କରୋନା ବଢୁଥିବା ମାମଲା ମଧ୍ୟରେ JEE ମେନ୍ ପରୀକ୍ଷା ଏପ୍ରିଲ୍ ୨୦୨୧ (JEE Main Exam April 2021) କୁ ସ୍ଥଗିତ ରଖାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ନିଜେ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ଯେ କରୋନାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ JEE Main 2021 ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ। ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ଏବଂ ସେମାନଙ୍କ କ୍ୟାରିୟର ଆମର ପ୍ରଥମ…

Read More
pm-modi video conference

ଛାତ୍ରମାନଙ୍କ ଆବଶ୍ୟକତା ପୂରଣ ଦିଗରେ ବିଶ୍ୱବିଦ୍ୟାଳୟଗୁଡିକରେ ବିବିଧ ବିଷୟ ରହିବା ଆମେ ଚାହୁଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (Association of Indian Universities -AIU) ର ୪୫ତମ ବାର୍ଷିକ ସମ୍ମିଳନୀକୁ ଏବଂ କୁଳପତିମାନଙ୍କ ଜାତୀୟ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଆଜି ସମ୍ବୋଧନ କରିଛନ୍ତି। ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଗୁଜରାତର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅହମ୍ମଦାବାଦର ଡକ୍ଟର ବାବାସାହେବ ଆମ୍ବେଦରକର ମୁକ୍ତ ବିଶ୍ୱବିଦ୍ୟାଳୟ ଆୟୋଜନ କରିଥିଲା। କୃତଜ୍ଞ ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାରତରତ୍ନ…

Read More
cbse schools reopens mahimalive

CBSE ବୋର୍ଡ ପରୀକ୍ଷାରେ ବଡ ନିଷ୍ପତ୍ତି, ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀ (Corona Virus  Pandemic) ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ବୋର୍ଡ ପରୀକ୍ଷା (Board Exam) ରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ମେ ୪ରେ ହେବାକୁ ଥିବା ସିବିଏସ୍ଇ କ୍ଲାସ୍ ୧୦ ପରୀକ୍ଷା ବାତିଲ (Cancelled) ହୋଇଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ (Postponed) ରଖାଯାଇଛି। ଦ୍ୱାଦଶ ପରୀକ୍ଷା ପାଇଁ ନୂତନ କାର୍ଯ୍ୟସୂଚୀ ୧ ଜୁନ୍ ରେ ଆସିବ। ସିବିଏସ୍ଇ ବୋର୍ଡ ପରୀକ୍ଷା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More