Home » Matric Examination: ଓଡ଼ିଶା ମାଟ୍ରିକ୍‍ ମୂଲ୍ୟାୟନ ହେବ ସିବିଏସ୍‍ଇ ଢାଞ୍ଚାରେ, ଆଜି ସୁଦ୍ଧା ଦାଖଲ ହେବ ମାର୍କ

Matric Examination: ଓଡ଼ିଶା ମାଟ୍ରିକ୍‍ ମୂଲ୍ୟାୟନ ହେବ ସିବିଏସ୍‍ଇ ଢାଞ୍ଚାରେ, ଆଜି ସୁଦ୍ଧା ଦାଖଲ ହେବ ମାର୍କ

bse-school
Share this:

କଟକ: କରୋନା ସଂକ୍ରମଣ (Corona Pandemic) ବୃଦ୍ଧି ପରିପ୍ରେକ୍ଷୀରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ମାଟ୍ରିକ୍‍ ମୂଲ୍ୟାୟନ ସିବିଏସ୍‍ଇ (CBSE) ଢାଞ୍ଚାରେ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

 ନିଷ୍ପତ୍ତି ଅନୁଯାୟୀ ପରୀକ୍ଷାର୍ଥୀଙ୍କର ନବମ ଶ୍ରେଣୀର ନମ୍ବର ଓ ଦଶମ ଶ୍ରେଣୀର ପ୍ରି-ବୋର୍ଡ ବା ଟେଷ୍ଟ ପରୀକ୍ଷାରେ ମିଳିଥିବା ନମ୍ବରକୁ ଭିତ୍ତିକରି ଏହାର ମୂଲ୍ୟାୟନ କରାଯିବ। ଏଥିସହିତ ଦଶମ ଶ୍ରେଣୀର ଇଣ୍ଟରନାଲ ଆସେସ୍‍ମେଣ୍ଟ ନମ୍ବରକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ। ଏଥିପାଇଁ ଏହିସବୁ ପରୀକ୍ଷାର ଟାବୁଲେସନ୍‍ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ପୂରଣ କରି ଗତବର୍ଷର ମାଟ୍ରିକ୍‍ ପରୀକ୍ଷା କେନ୍ଦ୍ର ବା ସହଯୋଗୀ କେନ୍ଦ୍ରରେ ଆଜି ସୁଦ୍ଧା ଦାଖଲ କରିବାକୁ ପ୍ରଧାନ ଶିକ୍ଷକମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

Also Read | Job card ଧାରୀ ଚନ୍ଦନା ବାଉରୀ BJP ଟିକେଟ୍ ରେ ହେଲେ MLA, ସ୍ୱାମୀ ଜଣେ ଦିନ ମଜୁରିଆ, ସୋସିଆଲ ମିଡିଆରେ ଚର୍ଚ୍ଚା

Share this:

Leave a Reply

Your email address will not be published. Required fields are marked *