Home » ଜାତୀୟ » Page 36
modi pm

Mann Ki Baat: କୃଷକ ସଶକ୍ତ ହେଲେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ‘ମନ କି ବାତ’ରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi ) ରବିବାର ଆଜି ‘ମନ କି ବାତ୍ ‘ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଗ୍ରାମ, କୃଷକ ତଥା ଦେଶର କୃଷି କ୍ଷେତ୍ର ହେଉଛି ‘ଆତ୍ମନିର୍ଭରଶୀଳ ଭାରତ’ର ଆଧାର। ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶର କୃଷିକ୍ଷେତ୍ର, କୃଷକ ଓ ଗ୍ରାମବାସୀ ହେଉଛନ୍ତି ଆତ୍ମନିର୍ଭର ଭାରତର ଭିତ୍ତିଭୂମି। ସେ କହିଛନ୍ତି, ଏଭଳି ସଙ୍କଟଜନକ ସମୟରେ ମଧ୍ୟ କୃଷିକ୍ଷେତ୍ର ଖୁବ୍‍ ଭଲ ପ୍ରଦର୍ଶନ…

Read More
j sing

Jaswant Singh:ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯସୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯସୱନ୍ତ ସିଂ (Jaswant Singh) ଙ୍କ ୮୨ ବର୍ଷ ବୟସରେ ଆଜି ସକାଳେ ପରଲୋକ ହୋଇଛି। ଯଶବନ୍ତ ସିଂ କୁ ଗତ ୨୫ ଜୁନ୍ ରେ ମେଡିକଲ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ନେଗେଟିଭ ଥିଲା। ଯସୱନ୍ତ ସିଂ ପ୍ରଥମେ ଦେଶର ସୈନିକ ଭାବେ ଯୋଗ ଦେଇଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଜସୱନ୍ତ ସିଂ ମନ୍ତ୍ରୀ ଥିଲେ। ସେ ଦୀର୍ଘ…

Read More
bjp nadda team

BJP: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୪ ଓଡିଆଙ୍କୁ ସ୍ଥାନ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି(BJP) ର କାର୍ଯ୍ୟକର୍ତ୍ତାଙ୍କ ନାମ ଶନିବାର ଘୋଷଣା କରାଯାଇଛି। ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା (JP Nadda) କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି। ନଡ୍ଡାଙ୍କ ଟିମ୍‌ରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକ, ୧୩ ରାଷ୍ଟ୍ରୀୟ ସଂପାଦକ ରହିଛନ୍ତି। ଏଥିରେ ୪ ଜଣ ଓଡ଼ିଆଙ୍କୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ମିଳିଛି। ୪ ଜଣ ଓଡ଼ିଆଙ୍କ ମଧ୍ୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ବୈଜୟନ୍ତ ପଣ୍ଡା ( Baijayant Panda ), ରାଷ୍ଟ୍ରୀୟ ପ୍ରବକ୍ତା ହେଲେ ସମ୍ବିତ…

Read More
Modi Rajapaksa

PM Modi-Rajapaksa:ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦାଙ୍କ ସହିତ ଭର୍ଚୁଆଲ ଶିଖର ବୈଠକ,୧୫ ମିଲିୟନ ୟୁଏସ ଡ଼ଲାର ଭାରତର ସହାୟତା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ (Narendra Modi) ଶ୍ରୀଲଙ୍କାର (Srilanka) ପ୍ରଧାନମନ୍ତ୍ରୀ ଶ୍ରୀ ମହିନ୍ଦା ରାଜପକ୍ଷ (Mahinda Rajapaksa) ଙ୍କ ସହ ଆଜି ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଏହି ଭର୍ଚୁଆଲ୍ ଦ୍ୱିପାକ୍ଷିକ ସମ୍ମିଳନୀ ପାଇଁ ନିମନ୍ତ୍ରଣ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ଏବଂ ବିଧାନସଭା ନିର୍ବାଚନରେ ​​ତାଙ୍କ ଦଳର ବିଜୟ ପାଇଁ…

Read More
faceless

Income Tax:ଆୟକର ବିଭାଗ ସଚ୍ଚୋଟ କରଦାତାଙ୍କୁ କରିବ ସମ୍ମାନିତ,ଆଉ ହେବେନି ମୁହାଁମୁହିଁ କରଦାତା ଓ ଆୟକର ଅଧିକାରୀ

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍‌ ଟିକସ ଅପିଲ (Face Less Tax Schemes Appeal) ବ୍ୟବସ୍ଥା ଆରମ୍ଭ ହୋଇଛି। ଏଣିକି ସମସ୍ତ ପ୍ରକାର ଆୟକର ଅପିଲ ଫେସ୍‌ଲେସ ବ୍ୟବସ୍ଥାରେ ଶୁଣାଣି ହୋଇ ଚୂଡାନ୍ତ ହେବ। କେବଳ ଅତି ଗୁରୁତର ଠକେଇ ଯଥା ବଡ଼ ଧରଣର ଟିକସ ଫାଙ୍କି, ଆନ୍ତର୍ଜାତିକ ଟିକସ ପ୍ରସଙ୍ଗ, କଳାଟଙ୍କା ମାମଲା ଏବଂ ଟିକସ ସଂକ୍ରାନ୍ତ ସମ୍ବେଦନଶୀଳ ଘଟଣାରେ ଆୟକର ଅଧିକାରୀମାନେ ସଂପୃକ୍ତ ଟିକସଦାତାଙ୍କୁ ଡାକି ମୁହାଁମୁହିଁ ପଚରାଉଚୁରା କରିପାରିବେ। ଫେସଲେସ୍‌ ଅପିଲ ବ୍ୟବସ୍ଥା ସଂପର୍କରେ…

Read More
Virat-Anushka-Gavaskar

IPL 2020: ଅନୁଷ୍କାଙ୍କ ଜବାବପରେ, ଗାଭାସ୍କରଙ୍କ ସଫେଇ ସେ ମହିଳା ବିରୋଧୀ ବିବୃତ୍ତି ଦେଇ ନାହାଁନ୍ତି; ଜାଣନ୍ତୁ କଣ କହିଛନ୍ତି ଗାଭାସ୍କର…

ମୁମ୍ବାଇ: ପୂର୍ବତନ କ୍ରିକେଟ୍ କିମ୍ବଦନ୍ତୀ ସୁନୀଲ ଗାଭାସ୍କର (Sunil Gavaskar) ତାଙ୍କ ବିବୃତ୍ତିରେ ଶୁକ୍ରବାର ଦିନ କହିଛନ୍ତି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ମ୍ୟାଚ୍ ସମୟରେ ବିରାଟ କୋହଲି (Virat Kohli) ଙ୍କ ବିଫଳତା ପାଇଁ ସେ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା (Anushka Sharma ) ଙ୍କୁ ଦାୟୀ କରିନାହାଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ମହିଳା ବିରୋଧୀ ମନ୍ତବ୍ୟ ଦେଇ ନାହାଁନ୍ତି ଏବଂ ତାଙ୍କ କଥାକୁ ଭୁଲ ଭାବରେ…

Read More
odisha election dhamnagar

Bihar Election : ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ, ଶେଷ ଘଣ୍ଟାରେ କୋଭିଡ଼ ସଂକ୍ରମିତ ମତଦାନ କରିବେ

ବିହାର: ବିହାରରେ ବିଧାନସଭା ନିର୍ବାଚନ (Bihar Assembly Election) ପାଇଁ ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗ (Election Commission) ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିହାରରେ ତିନୋଟି ପର୍ଯ୍ୟାୟ ଭୋଟ୍ ହେବ। ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୮  ରେ, ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୩ ରେ ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ରେ ଭୋଟ୍ ହେବ।  ନଭେମ୍ବର ୧୦ରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ସୂଚନା ପ୍ରଦାନ କରି ଆୟୋଗ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ…

Read More
balasubrahmanyam

SP Balasubrahmanyam: ଏସପି ବାଲାସୁବ୍ରମଣ୍ୟନଙ୍କ ୭୪ ବର୍ଷ ବୟସରେ ଦେହାନ୍ତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ

ଚେନ୍ନାଇ: ଭାରତୀୟ ସିନେମାର କିମ୍ବଦନ୍ତୀ ଗାୟକ ଏସପି ବାଲାସୁବ୍ରମଣ୍ୟନ (SP Balasubrahmanyam) ଙ୍କ  ଦେହାନ୍ତ ହୋଇଛି। ସେ ଚେନ୍ନାଇର ଏମଜିଏମ (MGM) ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି , ଯେଉଁଠାରେ ତାଙ୍କୁ କୋଭିଡ ସଂକ୍ରମଣ ପରେ ଗତ ଅଗଷ୍ଟ ମାସରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର  କୋଭିଡ ପରୀକ୍ଷା ନେଗେଟିଭ ଆସିଥିଲା, କିନ୍ତୁ ସ୍ୱାସ୍ଥ୍ୟ ଖରାପ ଥିବାରୁ ଡାକ୍ତରଖାନାରେ ଜୀବନ ରକ୍ଷାକାରୀ ସହାୟତା (ECMO support) ରେ ରଖାଯାଇଥିଲା। ମେଡିକାଲ ବୁଲେଟିନ୍ ଜାରି କରି ଡାକ୍ତରଖାନା…

Read More
pm modi -farmer

Farmer Bills: କୃଷି ବିଲକୁ ନେଇ କୃଷକମାନଙ୍କୁ ଭ୍ରମିତ କରାଯାଉଛି:ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୃଷି ସଂଗଠନ ଆଜି କୃଷି ବିଲ୍ (Agriculture Bill) ବିରୋଧରେ ଭାରତ ବନ୍ଦ ଘୋଷଣା କରିଛନ୍ତି। ପଞ୍ଜାବ, ହରିୟାଣା, ୟୁପି, ମହାରାଷ୍ଟ୍ର ଏବଂ ଦେଶର ଅନ୍ୟାନ୍ୟ ରାଜ୍ୟରେ କୃଷି ସହ ଜଡିତ ବିଧେୟକ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତୀୟ କିସାନ ୟୁନିଅନ ସମେତ ଅନ୍ୟ କୃଷକ ସଂଗଠନ ଏହି ବିଲ୍ ବିରୋଧରେ ବନ୍ଦ ପାଳନ  କରୁଛନ୍ତି। ପ୍ରାୟ ୧୮ ଟି ରାଜନୈତିକ ଦଳର ବିରୋଧ ମଧ୍ୟରେ ସଂସଦରେ ପାରିତ ହୋଇଥିବା ଫାର୍ମ ବିଲକୁ ବିରୋଧ…

Read More
math teacher

ଗଣିତ ଶିକ୍ଷକ ଗଣିତରେ ଫେଲ,ସାଧାରଣ ମିଶାଣ କରିପାରିଲେନି,ଶିକ୍ଷାବିଭାଗ ଦେଲା ଚେତାବନୀ

ଝାଡ଼ଖଣ୍ଡ: ଯେଉଁ ଶିକ୍ଷକମାନେ ପିଲାମାନଙ୍କୁ ଯୋଗ (Addition), ବିୟୋଗ (Subtraction), ଗୁଣନ (Multiplication) ଏବଂ ହରଣ (Division) ଶିଖାଇବାର ଦାୟୀତ୍ଵ ନେଇଥାନ୍ତି, ସେହି ଶିକ୍ଷକମାନେ ଯଦି ଗଣନାରେ ନିଜେ ଭୁଲ୍ କରନ୍ତି ତା’ହେଲେ ପିଲାମାନଙ୍କୁ କିଏ ଶିକ୍ଷାଦେବ। ଏମିତି ଏକ ଘଟଣା ଘଟିଛି ଝାଡ଼ଖଣ୍ଡ (Jharkhand) ର ଗରୱା (Garhwa) ଜିଲ୍ଲାରେ ଥିବା ସରକାରୀ ବିଦ୍ୟାଳୟମାନଙ୍କରେ। ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରଦର୍ଶନକୁ ଆକଳନ କରିବା ପାଇଁ, ଗରୱା ଜିଲ୍ଲାର ଗଣିତ (Mathematics) ଶିକ୍ଷକମାନଙ୍କର ନୀତିଆୟୋଗ (NITI Aayog) ଦ୍ୱାରା…

Read More
Sherlyn Chopra

Sherlyn Chopra: ଶେର୍ଲିନ୍ ଚୋପ୍ରାଙ୍କ ଚାଞ୍ଚଲ୍ୟକର ତଥ୍ୟ, ଅନେକ ଅଭିନେତା ଏବଂ କ୍ରିକେଟରଙ୍କ ପତ୍ନୀ ଡ୍ରଗ୍ ନିଅନ୍ତି!

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶେରଲିନ୍ ଚୋପ୍ରା (Sherlyn Chopra) ଏକ ବଡ଼ ଖୁଲାସା କରିଛନ୍ତି। ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଶେରଲିନ୍ ଚୋପ୍ରା କହିଛନ୍ତି ଯେ ବଡ଼ କ୍ରିକେଟର (Cricketer) ଏବଂ ସୁପରଷ୍ଟାରଙ୍କ ପତ୍ନୀ ଡ୍ରଗ୍ସ ନିଅନ୍ତି। ଏହି ସାକ୍ଷାତକାର ମାଧ୍ୟମରେ ଶେରଲିନ୍ ଚୋପ୍ରା କ୍ରିକେଟ୍ ଇଣ୍ଡଷ୍ଟ୍ରି ସହିତ ବଲିଉଡ ଉପରେ ପ୍ରଶ୍ନ କରିଛନ୍ତି। ଶେର୍ଲିନ୍ କହିଛନ୍ତି ଯେ ଏନସିବି ବହୁତ ଭଲ କାମ କରୁଛି। ଶେର୍ଲିନ୍ ଚୋପ୍ରା କହିଛନ୍ତି…

Read More