Home » ଜାତୀୟ » Page 38
pm modi _agriculture

PM Modi: ସଂସଦରେ କୃଷି ବିଲ୍ ପାରିତ ହେବା ନେଇ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ସଂସଦରେ କୃଷି ବିଲ୍ (Agriculture Bill ) ପାରିତ ହେବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Sri Narendra Modi) କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହାକୁ ଭାରତୀୟ କୃଷି ଇତିହାସରେ ଏକ ସ୍ମରଣୀୟ ମୂହୁର୍ତ୍ତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ୍ ଜରିଆରେ କହିଛନ୍ତି, “ଭାରତୀୟ କୃଷି ଇତିହାସରେ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ! ସଂସଦରେ ଏହି ପ୍ରମୁଖ ବିଲ୍ ପାରିତ ହେବା ନେଇ ଆମର ପରିଶ୍ରମୀ ଚାଷୀଙ୍କୁ ଅଭିନନ୍ଦନ। ଏହାଦ୍ୱାରା କୃଷି…

Read More
agricultures bills 2020

Ariculture Bills: ହଟ୍ଟଗୋଳ ମଧ୍ୟରେ କୃଷକ ବିଲ ରାଜ୍ୟସଭାରେ ପାସ୍,ନିଜ ଇଚ୍ଛାରେ କୃଷକମାନେ ବିକ୍ରି କରିପାରିବେ ନିଜ ଉତ୍ପାଦ

ନୂଆଦିଲ୍ଲୀ: କୃଷକଙ୍କ ଉତ୍ପାଦ,ବାଣିଜ୍ୟ ଓ ବ୍ୟବସାୟ (Promotion and Facilitation) Bill -2020) ଏବଂ କୃଷକ ସଶକ୍ତିକରଣ ଓ ସୁରକ୍ଷା (Empowerment and Protection), ମୂଲ୍ୟ ପ୍ରତିଶ୍ରୁତି ଓ କୃଷି ସେବା ରାଜିନାମା ବିଲ୍‍ ୨୦୨୦ (Agreement of Price Assurancand Farm Services Bill, 2020)  ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହୀତ ହୋଇଛି। ରାଜ୍ୟସଭାରେ ବିରୋଧୀ ଦଳର ସଦସ୍ୟଙ୍କ ଦ୍ୱାରା ପ୍ରବଳ ଉତ୍ତେଜନା ମଧ୍ୟରେ କୃଷି ସମ୍ବନ୍ଧୀୟ ଦୁଇଟି ବିଲ୍ ଅନୁମୋଦନ ହୋଇଛି।…

Read More
congress agri

Agriculture Bills: ବିଜେପିକୁ ଘେରୁ ଘେରୁ ନିଜ ଜାଲରେ ଫସିଗଲା କଂଗ୍ରେସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଲୋକସଭାରେ କୃଷି ବିଧେୟକ (Agriculture Bill) ଗୁରୁବାର ଦିନ ପାସ୍ ହୋଇଛି। ଏହି ଅଧ୍ୟାଦେଶ ବିଲକୁ ଦୃଢ ବିରୋଧ କରୁଥିବା କଂଗ୍ରେସ, ବିଜେପିକୁ ଘେରୁ ଘେରୁ ଏବେ ନିଜ ଜାଲରେ ନିଜେ ଫସି ଯାଇଛି। କଂଗ୍ରେସର ପୂର୍ବତନ ମୁଖପାତ୍ର ସଞ୍ଜୟ ଝା କହିଛନ୍ତି ଲୋକସଭାରେ ଗୃହୀତ କୃଷି ସମ୍ବନ୍ଧିତ ଅଧ୍ୟାଦେଶ କଂଗ୍ରେସର ନିର୍ବାଚନୀ ଘୋଷଣା ପତ୍ରରେ ପୂର୍ବରୁ ଥିଲା। ଏବେ ଅଧ୍ୟାଦେଶକୁ ନେଇ କଂଗ୍ରେସର ୭ ବର୍ଷ ତଳର ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି।…

Read More
sushanth-singh

Sushant Singh Death Case Update: ସୁଶାନ୍ତଙ୍କ ହତ୍ୟା ନା ଆତ୍ମହତ୍ୟା? ଆଗାମୀ ସପ୍ତାହରେ ଖୋଲିବ ରାଜ

ନୂଆଦିଲ୍ଲୀ:ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଙ୍କ ମୃତ୍ୟୁ ବିଷୟରେ ସତ୍ୟ ଖୁବ ଶୀଘ୍ର ଜଣାପଡିବ। ସୁଶାନ୍ତଙ୍କୁ  ବିଷାକ୍ତ ପଦାର୍ଥ ଦିଆ ହୋଇଥିଲା କି ନାହିଁ, ଏହି ରହସ୍ୟ ଆସନ୍ତାକାଲି ଶୁକ୍ରବାର ଦିନ ଖୋଲିବାକୁ ଯାଉଛି। ଆସନ୍ତାକାଲି ଶୁକ୍ରବାର ସୁଶାନ୍ତ ସିଂ ରାଜପୁତଙ୍କ ଭିସେରା (Viscera) ରିପୋର୍ଟ ଆସିବ। ଭିସେରା ରିପୋର୍ଟକୁ ନେଇ ଏମ୍ସ (All India Institute Of Medical Science-AIIMS) ମେଡିକାଲ ବୋର୍ଡର ଏକ ବୈଠକ ଅନୁଷ୍ଠିତ ହେବ।  ଦ୍ୱିତୀୟ ଥର ପାଇଁ…

Read More
india-china

India-China LAC Update: ଚୀନ୍‌ର ନୂଆ କୌଶଳ ଭାରତୀୟ ସେନାଙ୍କ ପାଇଁ ଲାଉଡ ସ୍ପିକରରେ ବଜାଉଛି ପଞ୍ଜାବୀ ଗୀତ

ଲେହ: ଏଲଏସି (LAC) ଉପରେ ଭାରତ-ଚୀନ୍ ସୀମା ମଧ୍ୟରେ ତିକ୍ତତା ଦିନ କୁ ଦିନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିନା ଯୁଦ୍ଧରେ ଭାରତୀୟ ସେନାକୁ ପରାସ୍ତ କରିବାକୁ ଚୀନ୍ ଏକ ନୂଆ ଷଡଯନ୍ତ୍ର ସୃଷ୍ଟି କରିଛି। ଚାଇନା ଫିଙ୍ଗର -୪(Finger 4) ଅଞ୍ଚଳରେ ଏଲଏସି ଉପରେ ଲାଉଡ ସ୍ପିକର ଲଗାଇଛି। ଚୀନ୍ ଏହି ଲାଉଡ ସ୍ପିକରରେ ପଞ୍ଜାବୀ ଗୀତ ବଜାଉଛି । ଏହା ଏକ ନୂତନ ରଣନୀତିର ଅଂଶ ଭାବରେ ଚୀନ୍ ଲାଉଡ ସ୍ପିକର ମାଧ୍ୟମରେ…

Read More
PM_MODI 1

PM Modi Birthday: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ; ରାଷ୍ଟ୍ରପତି,ଗୃହମନ୍ତ୍ରୀ ସମେତ ରୁଷ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ଵର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi  Birthday)ଙ୍କ ୭୦ ତମ ଜନ୍ମଦିନ। ଭାରତୀୟ ଜନତା ପାର୍ଟି ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛି। ୧୪ ସେପ୍ଟେମ୍ବରରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ଏହି ଅବସରରେ ବିଜେପି ସେବା ସପ୍ତାହ ଆରମ୍ଭ କରିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରପତି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ…

Read More
rajyasabha

Parliament Session Update: ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌କୁ ପାର୍ଲାମେଣ୍ଟର ଅନୁମୋଦନ

ନୂଆଦିଲ୍ଲୀ: ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌-୨୦୨୦ (Institute of Teaching and Research in Ayurveda Bill-2020 ) ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ମାର୍ଚ୍ଚ ୧୯ ତାରିଖରେ ଗୃହୀତ ହୋଇଥିଲା। ଏହା ଫଳରେ ଏହି ବିଲ୍‌ ସଂସଦର ଅନୁମୋଦନ ଲାଭ କରିଛି ଏବଂ ଏହା ଫଳରେ ଏକ ଅତ୍ୟାଧୁନିକ ଆୟୁର୍ବେଦିକ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ପଥ ଉନ୍ମୁକ୍ତ ହୋଇଛି। ଏହାର ନାମ ରଖାଯିବ ଆୟୁର୍ବେଦ ଶିକ୍ଷା ଓ…

Read More
madan sharma

ବର୍ତ୍ତମାନଠାରୁ ମୁଁ ବିଜେପି ଏବଂ ଆରଏସଏସ ସହିତ ଅଛି: ଶିବସେନା କର୍ମୀଙ୍କ ଆକ୍ରମଣରେ ଆହତ ଅବସରପ୍ରାପ୍ତ ନୌସେନା ଅଧିକାରୀ

ମୁମ୍ବାଇ: ମୁମ୍ବାଇର ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା(Madan Sharma)ଙ୍କୁ ଶିବସେନା କର୍ମୀ ତାଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆ (Social Media)ରେ ଏକ କାର୍ଟୁନ୍ (Cartoon) ସେୟାର୍ କରିଥିବାରୁ ତାଙ୍କୁ ଶିବସେନା କର୍ମୀମାନେ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ତାଙ୍କ ଆଖିରେ ଗଭୀର ଆଘାତ ଲାଗିଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ଶିବସେନାର ଚାରିଜଣ ଗିରଫ କରିଛି। ଶିବସେନା କର୍ମୀମାନେ ମାଡ଼ ମାରିଥିବା ଅଭିଯୋଗକରି ପୂର୍ବତ୍ତନ ନୌସେନା…

Read More
kangana-jaya

ଯଦି ଅଭିଷେକଙ୍କ ବେକରେ ଫାଶୀ ଲାଗିଥାନ୍ତା?: କଙ୍ଗନା ରନାୱତ୍,ରାଜ୍ୟସଭାରେ ଜୟା ବଚ୍ଚନଙ୍କ ବୟାନ ପରେ ଏମିତି କାହିଁକି କହିଲେ…

ନୂଆଦିଲ୍ଲୀ: ଆଜି ସମାଜବାଦୀ ପାର୍ଟି (Smajawadi Party) ସାଂସଦ ଜୟା ବଚ୍ଚନ (Jaya Bachchan) ରାଜ୍ୟସଭାର ଶୂନ୍ୟକାଳରେ କହିଛନ୍ତି ଯେ ବଲିଉଡକୁ ଅସମ୍ମାନ କରିବା ପାଇଁ ଏକ ଷଡଯନ୍ତ୍ର ଚାଲିଛି। ମନୋରଞ୍ଜନ ଶିଳ୍ପରେ ଥିବା ଲୋକଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଟ୍ରୋଲ କରାଯାଉଛି। ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନାମ ନନେଇ  ସେ କହିଛନ୍ତି ଯେ ଏହି ଇଣ୍ଡଷ୍ଟ୍ରିରେ ଯେଉଁମାନେ ନିଜର ନାମ ସୃଷ୍ଟି କରିଛନ୍ତି ସେମାନେ ବର୍ତ୍ତମାନ ଏହାକୁ ବଦନାମ କରୁଛନ୍ତି।  ଜୟା କହିଛନ୍ତି, “ମୁଁ ଏଭଳି…

Read More
Dpradhan

ବାଘ ଓ ହାତୀ ପ୍ରକଳ୍ପରେ ଓଡିଶାକୁ ମିଳିଛି ୩୬ କୋଟି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସାତକୋଶିଆ ପାଇଁ ୧୧.୧୯ କୋଟି ଶିମିଳିପାଳ ବାଘ ଅଭୟାରଣ୍ୟକୁ ୧୫.୬୮ କୋଟି ହାତୀଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ୯.୬୮ କୋଟି ନୂଆଦିଲ୍ଲୀ: ବାଘ ଏବଂ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନଃଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଉଦ୍ୟମ କରୁଛନ୍ତି। ଓଡିଶାରେ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ଓଡିଶାକୁ ୨୦୧୯-୨୧ ବର୍ଷ ମଧ୍ୟରେ ଭାରତ ସରକାର ବାଘ ଓ ହାତୀ ପ୍ରକଳ୍ପରେ ୩୬ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଦେଇଛନ୍ତି ବୋଲି ଟ୍ୱିଟ୍ କରି…

Read More