Home » ଜାତୀୟ » Page 37
actress drug ncb summon

Drug News Bollywood: NCB ର ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କପୁର ଏବଂ ରାକୁଲ ପ୍ରୀତ ସିଂଙ୍କୁ ଡାକରା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ (Sushant Sing Raput) ଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ସଂଯୋଗ ଉପରେ ବୁଧବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଏକ ବହୁତ ପ୍ରମୁଖ ପଦକ୍ଷେପ ନେଇଛି। ବଲିଉଡର ବରିଷ୍ଠ ଅଭିନେତ୍ରୀ ମାନଙ୍କୁ ଡକାଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଅଭିନେତ୍ରୀ ଦୀପିକା ପାଦୁକୋନ (Deepika Padukone), ସାରା ଅଲି ଖାନ (Sara Ali Khan), ରାକୁଲ ପ୍ରୀତ ସିଂ (Rakul Preet Singh) ଏବଂ ଶ୍ରଦ୍ଧା କପୁର (Shraddha Kapoor) ଙ୍କ…

Read More
PM-Modi time

TIME Magazine:ଦୁନିଆର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପିଏମ ମୋଦୀ,କିନ୍ତୁ ସମ୍ପାଦକଙ୍କ ମୋଦୀଙ୍କୁ ସମାଲୋଚନା

ୱାଶିଂଟନ୍ :ଆମେରିକାର ସବୁଠାରୁ ପ୍ରସିଦ୍ଧ ପତ୍ରିକା ଟାଇମ ମଗାଜିନ ୨୦୨୦  (TIME Magazine  2020) ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ତାଲିକା ପ୍ରକାଶ କରିଛି। ଦୁନିଆର ସବୁଠାରୁ ପ୍ରସିଦ୍ଧ ତଥା ସମ୍ମାନଜନକ ଟାଇମ୍ ମାଗାଜିନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କୁ ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଟାଇମ୍ ମାଗାଜିନ୍ ପ୍ରତିବର୍ଷ ବିଭିନ୍ନ ଅଞ୍ଚଳର ଶହେ ଜଣଙ୍କର ଏକ ତାଲିକା ପ୍ରକାଶ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More
fit india movement

Fit India Movement:ଫିଟନେସ୍ ସଂପର୍କରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନ

ନୂଆଦିଲ୍ଲୀ : ଏକ ଅଭିନବ ପ୍ରୟାସ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ସେପ୍ଟେମ୍ବର ଦିନ ଫିଟ୍ ଇଣ୍ଡିଆ ଆନ୍ଦୋଳନର (Fit India Movement) ପ୍ରଥମ ବର୍ଷପୂର୍ତ୍ତି ଅବସରରେ ଦେଶବ୍ୟାପୀ ଅନଲାଇନ୍ ଫିଟ୍ ଇଣ୍ଡିଆ ଭାବ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଫିଟନେସ୍ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସକାଶେ ଏବଂ ସାଧାରଣ ନାଗରିକମାନଙ୍କ ସହିତ ବାର୍ତ୍ତାଳାପ କରିବେ। ଏହି ଅନଲାଇନ ଭାବ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ଫିଟନେସ୍…

Read More
drdo

DRDO ABHYAS: ଡିଆରଡିଓ ପକ୍ଷରୁ ଅଭ୍ୟାସର ସଫଳ ପରୀକ୍ଷଣ

ବାଲେଶ୍ଵର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (Defence Research and Development Organisation-DRDO) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର (High-speed Expendable Aerial Target -HEAT) ପରୀକ୍ଷା ସଫଳତାର ସହ କରାଯାଇଛି। ଓଡିଶାର ବାଲେଶ୍ଵର (Balasore) ସ୍ଥିତ ଆଇଟିଆର (Interim Test Range-ITR) ରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି। ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ ଯାନକୁ ସଫଳତାର ସହିତ ଉଡ଼ାଯାଇଥିଲା। ଏହି ଯାନ ବିଭିନ୍ନ କ୍ଷେପଣାସ୍ତ୍ର ପଦ୍ଧତିର ମୂଲ୍ୟାୟନ ପାଇଁ…

Read More
Dharmendrapradhan

MSP: ୬ଟି କୃଷିଜାତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ

ନୂଆଦିଲ୍ଲୀ: ସଂସଦରେ କୃଷିବିଲ୍‍ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ୬ଟି କୃଷିଜାତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ର ସରକାର କୃଷିଜାତ ସାମଗ୍ରୀରେ ଏମ୍‍ଏସ୍‍ ପି  ବୃଦ୍ଧି କରି ଚାଷୀଙ୍କ…

Read More
msp

MSP: ୬ଟି ରବି ଫସଲ ଉପରେ ବଢିଲା ଏମଏସପି; ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ କହିଲେ ନିଷ୍ପତି ଐତିହାସିକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷି ବିଲ୍ (Agriculture Bills 2020 ) ପାସ୍ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି କମିଟି (Cabinet Committee on Economic Affairs) ୬ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (Minimum Support Price) ବୃଦ୍ଧିକୁ ଅନୁମୋଦନ କରିଛି। ଏବେ ମୋଦୀ ସରକାରଙ୍କ କ୍ୟାବିନେଟ୍ ରବି ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ…

Read More
paradip port

Paradip Port: ପାରାଦ୍ଵୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ରାଜ୍ୟସଭାରେ ଦାବି

ନୂଆଦିଲ୍ଲୀ: ବିଜେଡି (BJD) ରାଜ୍ୟସଭା (Rajya Sabha) ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଜି ରାଜ୍ୟସଭାରେ ପାରାଦ୍ଵୀପ ବନ୍ଦରକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି କରିଛନ୍ତି। ଆଜି ରାଜ୍ୟସଭାରେ ଶୂନ୍ୟକାଳ (Zero Hour) ରେ ଲିଖିତ ଆକାରରେ ସେ ଏହି ଦାବି କରିଥିବା ଜଣାପଡିଛି। ସେ କହିଛନ୍ତି  ଯେ, ବିଜୁ ପଟ୍ଟନାୟକଙ୍କ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ, ଉଲ୍ଲେଖନୀୟ ନେତୃତ୍ୱ ଏବଂ ତାଙ୍କ ସାହସ ପାଇଁ ଜାତୀୟସ୍ତରରେ ପରିଚିତ। ସେ…

Read More
rajyasabha2

Rajyasabha Updates: ରାଜ୍ୟସଭାରୁ ୮ ସାଂସଦ ନିଲମ୍ବିତ,ଡେପୁଟି ଚେୟାରମ୍ୟାନ୍ ଙ୍କ ଅବିଶ୍ଵାସ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ (M.Venkaiah Naidu) ସୋମବାର ଦିନ ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ (Harivansh Narayan Singh )ଙ୍କ ବିରୋଧରେ ବିରୋଧୀଙ୍କ ଅବିଶ୍ଵାସ  ପ୍ରସ୍ତାବକୁ ଖାରଜ କରି କହିଛନ୍ତି ଯେ ଏହି ପ୍ରସ୍ତାବ ଠିକ୍ ରୂପରେ ନାହିଁ। ସେ କହିଛନ୍ତି ଯେ ବିରୋଧରେ ଉପସ୍ଥାପିତ ପ୍ରସ୍ତାବ ନିର୍ଦ୍ଦିଷ୍ଟ ଫର୍ମାଟରେ ନାହିଁ ଏବଂ ଏଥିପାଇଁ ଆବଶ୍ୟକ ୧୪ ଦିନ ସମୟ ମଧ୍ୟ ପାଳନ କରାଯାଇ ନାହିଁ। ସୂଚନାଯୋଗ୍ୟ କୃଷି ସମ୍ବନ୍ଧୀୟ ଦୁଇଟି ବିଲରେ…

Read More