Home » ଜାତୀୟ » Page 68

ରାଷ୍ଟ୍ରପତି ଙ୍କ ଦ୍ଵାରା ବ୍ୟାଙ୍କିଙ୍ଗ୍ (ସଂଶୋଧନ),ନିୟମ ୨୦୨୦ ଜାରି

ସାଧାରଣ ଜନତା, ଜମାକାରୀ, ବ୍ୟାଙ୍କିଙ୍ଗ୍, ମିଶ୍ରଣ ଯୋଜନା ପାଇଁ ରାସ୍ତା ପ୍ରସ୍ତୁତ ଜମାକାରୀଙ୍କ ସ୍ୱାର୍ଥ ରକ୍ଷା କରିବାକୁ ବ୍ୟାଙ୍କଗୁଡିକର ପ୍ରତିବଦ୍ଧତାକୁ ଅନୁସରଣ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବ୍ୟାଙ୍କ ନିୟମାବଳୀ (ସଂଶୋଧନ) ନିୟମ ,୨୦୨୦ଜାରି କରିଛନ୍ତି। ଏହା ସହିତ ସମସ୍ତ ସହରାଞ୍ଚଳ ଏବଂ ବହୁ-ରାଜ୍ୟ ସମବାୟ ବ୍ୟାଙ୍କ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଙ୍କ ତତ୍ତ୍ୱାବଧାନରେ ଆସିଛନ୍ତି।  ଏହି ସମବାୟ ବ୍ୟାଙ୍କଗୁଡିକର ଜମାକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ନିକଟରେ ଏହି ନିୟମରେ ସଂଶୋଧନ କରାଯାଇଛି। ଶନିବାର ଦିନ…

Read More

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଚଣ୍ଡିଗଡରେ ବ୍ୟାଟେରି ସ୍ୱାପିଂ ସୁବିଧା ଲୋକାର୍ପିତ

ବିଦ୍ୟୁତଚାଳିତ ଗାଡିର ସରିଯାଇଥିବା ବ୍ୟାଟେରିକୁ ବଦଳାଇ ଚାର୍ଜ ଥିବା ବ୍ୟାଟେରି ନେଇହେବ କେନ୍ଦ୍ରମନ୍ତ୍ରୀ ଶ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଚଣ୍ଡିଗଡ ଠାରେ ବିଦ୍ୟୁତ ଚାଳିତ ଗାଡି ପାଇଁ ବ୍ୟାଟେରି ସ୍ୱାପିଂ ସୁବିଧା ଏବଂ କୁଇକ୍ ଇଂଟରଚେଞ୍ଜ୍ ଷ୍ଟେସନର ଲୋକାର୍ପଣ କରିଛନ୍ତି । ଏହି ଭର୍ଚୁଆଲ ଉତ୍ସବ କାର୍ଯ୍ୟକ୍ରମରେ ପଞ୍ଜାବର ରାଜ୍ୟପାଳ ଭି.ପି ସିଂହ ବଦନୋର ଉପସ୍ଥିତ ଥିଲେ । ଇଣ୍ଡିଆନ ଅଏଲ ଏବଂ ସନ୍ ମୋବିଲିଟିର ମିଳିତ ଉଦ୍ୟମରେ ଏହା ନିର୍ମାଣ ହୋଇଛି। ଏହି ଷ୍ଟେସନରେ ବିଦ୍ୟୁତଚାଳିତ…

Read More

‘ଆତ୍ମନିର୍ଭରଶୀଳ ଉତ୍ତରପ୍ରଦେଶ’ ରୋଜଗାର ଅଭିଯାନ କୁ ପ୍ରଧାନମନ୍ତ୍ରୀ ଙ୍କ ଭିଡିଓ କନଫରେନ୍ସେ ଦ୍ଵାରା ଉଦଘାଟନ

ଉତ୍ତରପ୍ରଦେଶ  ଯୋଗୀ ସରକାରଙ୍କୁ ପ୍ରଶଂସା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ନୂଆଦିଲ୍ଲୀରେ ଆତ୍ମନିର୍ଭରଶୀଳ ଉତ୍ତରପ୍ରଦେଶ ନିଯୁକ୍ତି ଅଭିଯାନର ଉଦଘାଟନ କରିଛନ୍ତି। ଏହା ଅଧୀନରେ ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇବା ସହିତ ସ୍ଥାନୀୟ ଉଦ୍ୟୋଗକୁ ପ୍ରୋତ୍ସାହନ ଦିଆଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  କହିଛନ୍ତି ଯେ କୋଭିଡ -୧୯  ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅସୁବିଧାକୁ ସମସ୍ତେ ଦୂର କରିପାରିବେ। ଶ୍ରୀ ମୋଦୀ ଜୋର ଦେଇ କହିଛନ୍ତି,  ଯେ…

Read More
odisha_covid19

୨୪ ଘଣ୍ଟା ରେ ୧୭ ହଜାରରୁ ଅଧିକ କରୋନା ପଜିଟିଭ

ଦେଶରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪.୯୦ ଲକ୍ଷକୁ ବୃଦ୍ଧି ପାଇଛି। ଗତ ୨୪  ଘଣ୍ଟା ମଧ୍ୟରେ ୧୭  ହଜାରରୁ ଅଧିକ କରୋନା ଭୂତାଣୁ ରିପୋର୍ଟ ହୋଇଥିବା ବେଳେ ୪୦୭  ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ ଭାଇରସରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ୨.୮୫ ଲକ୍ଷ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଲେଣି । ସୂଚନା ଥାଉକି,ଦେଶରେ ସମୁଦାୟ କରୋନା ଜୀବାଣୁ ସଂଖ୍ୟା ୪ ଲକ୍ଷ…

Read More

ଚୀନ୍ ସହିତ ମୁକାବିଲା କରିବା ପାଇଁ ‘ଭୀଷ୍ମ’ ଲଦାଖରେ

ଶକ୍ତିଶାଳୀ ଟି -୯୦ଟ୍ୟାଙ୍କ  କୁ ହିଁ ଭୀଷ୍ମ କୁହାଯାଇଛି। ଏହି ଟ୍ୟାଙ୍କ ଟି  ବିମାନ ଯୋଗେ ଲଦାଖରେ ପହଞ୍ଚିଛି। ଏହାକୁ ନିୟୋଜନ କରି ଭାରତ ଚୀନ୍‌କୁ ଏକ ସଙ୍କେତ ଦେଇଛି ଯେ ଯଦି କିଛି ଘଟେ ତେବେ ଏହା ଉପଯୁକ୍ତ ଉତ୍ତର ଦେବ। ପୂର୍ବରୁ ଲଦାଖରେ ଟି -୭୨  ଟ୍ୟାଙ୍କର ଏକ ଜାହାଜ ନିୟୋଜିତ ହୋଇସାରିଛି। ଏହା  ଅତ୍ୟାଧୁନିକ ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ମଧ୍ୟ ଶତ୍ରୁ ଜାହାଜକୁ ମାରିବାରେ ସକ୍ଷମ । ବୁଧବାର ଲଦାଖ ଏବଂ କାଶ୍ମୀରରେ ଯୁଦ୍ଧ…

Read More

ଜମ୍ମୁ କଶ୍ମୀର ର ସୋପୋର୍ ଏନ୍‌କାଉଣ୍ଟର୍‌ ରେ ଦୁଇ ଆତଙ୍କବାଦୀ ନିହତ,ଇଣ୍ଟରନେଟ୍ ସେବା ବନ୍ଦ

ଜାମ୍ମୁ କାଶ୍ମୀରର ସୋପୋରରେ ଚାଲିଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏଠାରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି। ସୋପୋର ପୋଲିସ,୨୨ଆର୍ ଆର୍ ଓ  ସିଆରପିଏଫ ମିଳିତ ଭାବେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର କରୁଛନ୍ତି।  ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।

Read More

ମହାକାଶ କାର୍ଯ୍ୟକଳାପରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ କୁ କେନ୍ଦ୍ର କ୍ୟାବିନେଟ ର ଅନୁମୋଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ମହାକାଶ କାର୍ଯ୍ୟକଳାପରେ ବେସରକାରୀ କ୍ଷେତ୍ରର ଅଂଶଗ୍ରହଣକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ମହାକାଶ କ୍ଷେତ୍ରରେ ସୁଦୃଢ ସଂସ୍କାରକୁ ଅନୁମୋଦନ କରିଛି। ନିଆଯାଇଥିବା ନିଷ୍ପତ୍ତି ଭାରତରେ ପରିବର୍ତ୍ତନ ଆଣିବା ଓ ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବୈଷୟକ ଦୃଷ୍ଟିରୁ ଉନ୍ନତ କରିବା ପ୍ରଧାନମନ୍ତ୍ରୀଙ୍କ ଦୀର୍ଘମିଆଦୀ ଯୋଜନା ର ଅନୁରୂପ ଅଟେ । ମହାକାଶ କ୍ଷେତ୍ରରେ ଉନ୍ନତ ସାମର୍ଥ୍ୟ ଥିବା ହାତଗଣତି ଦେଶ ମଧ୍ୟରେ ଭାରତ ରହିଛି। ଏହି ସଂସ୍କାରଗୁଡିକ…

Read More

ନାଇପର,ମୋହାଲି ତିଆରି କରିଛି ରୋଗ ପ୍ରତିରୋଧକ ଶକ୍ତି ହର୍ବାଲ୍ ଟି

ପୂର୍ବରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିସିନ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (NIPER) କୋଭିଡ ମହାମାରୀକୁ ମୁକାବିଲା କରିବା ପାଇଁ ପ୍ରତିରକ୍ଷା ଉପକରଣ,ସାନିଟାଇଜର ଏବଂ ମାସ୍କ ଭଳି ଅନେକ ଅଭିନବ ଉତ୍ପାଦ ଆଣିଛି। କିନ୍ତୁ, ଏବେ   ସଂକ୍ରମଣ ବିରୁଦ୍ଧରେ ଶାରୀରିକ ପ୍ରତିରୋଧକୁ ମଜବୁତ କରିବା ପାଇଁ ଇମ୍ୟୁନିଟି ବୁଷ୍ଟର୍ ହର୍ବାଲ୍ ଚା ମଧ୍ୟ ପ୍ରସ୍ତୁତ କରିଛି। ଯେହେତୁ କୋଭିଡ୧୯  ର ଚିକିତ୍ସା ପାଇଁ କୌଣସି ପ୍ରଭାବଶାଳୀ ଔଷଧ କିମ୍ବା ଟିକା ଉପଲବ୍ଧ ନାହିଁ, ତେଣୁ ଲୋକଙ୍କ ପାଇଁ ଏକ…

Read More

କୋଭିଡ-୧୯ ବିଶ୍ଵରେ ଲକ୍ଷେ ଜନସଂଖ୍ୟା ତୁଳନାରେ ଭାରତର ମୃତ୍ୟୁ ସଂଖ୍ୟା ସର୍ବନିମ୍ନ

ବିଶ୍ଵସ୍ୱାସ୍ଥ୍ୟ ସଂଗଠନର ୧୫୪ ତମ ରିପୋର୍ଟ ୨୨ ଜୁନ ରେ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଭାରତରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ତୁଳନାରେ ମୃତ୍ୟୁ ହାର ସର୍ବନିମ୍ନ ଥିବା ଦର୍ଶାଯାଇଛି। ଭାରତରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ମୃତ୍ୟୁ ହାର ୧.୦୦ ଥିବା ବେଳେ ବିଶ୍ଵରେ ଏହି ହାର ଭାରତଠାରୁ ଛଅଗୁଣ ରୁ ଅଧିକ। ବ୍ରିଟେନରେ କୋଭିଡ-୧୯  ସମ୍ପର୍କିତ ମୃତ୍ୟୁ ହାର ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୬୩.୧୩ ରହିଥିବା ବେଳେ ସ୍ପେନ, ଇଟାଲୀ ଏବଂ ଆମେରିକାରେ ଏହା ଯଥାକ୍ରମେ…

Read More

ପ୍ରଧାନମନ୍ତ୍ରୀ କେୟାର୍ସ ଅଧୀନରେ ମେଡ଼ ଇନ ଇଣ୍ଡିଆ ମାଧ୍ୟମରେ ୫୦ହଜାର ଭେଣ୍ଟିଲେଟର ପ୍ରସ୍ତୁତ

ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ସକାଶେ ହଜାରେ କୋଟି ଟଙ୍କା ମଞ୍ଜୁର ପ୍ରଧାନମନ୍ତ୍ରୀ କେୟାର୍ସ କାର୍ଯ୍ୟକ୍ରମ ଅଧୀନରେ ମେଡ଼ ଇନ ଇଣ୍ଡିଆ ମାଧ୍ୟମରେ ଦେଶରେ ପ୍ରସ୍ତୁତ ୫୦ ହଜାର ଭେଣ୍ଟିଲେଟର ଦେଶରେ କୋଭିଡ଼-୧୯  ବିରୋଧରେ ଲଢ଼ିବା ସକାଶେ ନିୟୋଜିତ କରାଯିବ। ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ଥିବା ସରକାରୀ କୋଭିଡ଼ ହସପିଟାଲକୁ ଏହିସବୁ ଭେଣ୍ଟିଲେଟର ଯୋଗାଇ ଦିଆଯିବ। ଏଥିପାଇଁ ସରକାର ଦୁଇ ହଜାର  କୋଟି ଟଙ୍କା ମଂଜୁର କରିଛନ୍ତି। ଏହି ୫୦ ହଜାର ଭେଣ୍ଟିଲେଟର ମଧ୍ୟରୁ…

Read More

ପତଞ୍ଜଳି କରୋନା ଉପରେ ଔଷଧ ତିଆରି କରିପାରିଛି ;ସ୍ୱାମୀ ରାମଦେବ ଙ୍କ ଦାବି

ବର୍ତ୍ତମାନ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଦାବି କରିଛି ଯେ ସେମାନେ ଏହି ମହାମାରୀକୁ ଦୂର କରିବା ପାଇଁ ଏକ ଔଷଧ ପ୍ରସ୍ତୁତ କରିଛନ୍ତି।  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ, ବାବା ରାମଦେବ କହିଛନ୍ତି ଯେ ସାରା ବିଶ୍ଵ କରୋନା ଭୂତାଣୁ ରୁ ମୁକ୍ତି ପାଇଁ କିଛି ଔଷଧ ବାହାରିବାକୁ ଅପେକ୍ଷା କରିଥିବା ବେଳେ, ଆଜି ଆମେ ଗର୍ବିତ ଯେ ଆମେ କରୋନା ଭୁତାଣୁର  ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛୁ। ଏହି ଆୟୁର୍ବେଦିକ ଔଷଧର…

Read More