Home » ଓଡ଼ିଶା » Page 11
bisnu charan sethy

Odisha BJP MLA: ଓଡ଼ିଶା ବିଧାନସଭାର ବିରୋଧୀ ଦଳର  ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ

ଭୁବନେଶ୍ୱର: Odisha BJP MLA Bishnu Charan Sethy passes away. ବିଜେପି ବିଧାୟକ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳର  ଉପନେତା ବିଷ୍ଣୁ ଚରଣ ସେଠୀ (Bishnu Charan Sethy) ଙ୍କର ଆଜି ସୋମବାର ସକାଳେ ପରଲୋକ ଘଟିଛି। ସେ କିଡନୀଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିଲେ। ପରେ ବ୍ରେନ ଷ୍ଟ୍ରୋକ ହୋଇ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଆଜି ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ରେ ସେ ଶେଷନିଃଶ୍ୱାସ ତ୍ୟାଗ…

Read More
Weather Report of Odisha

Odisha Weather Report : ଆସନ୍ତା ୨୪ ଘଣ୍ଟାରେ ୨୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା,୨୦ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର (ବ୍ୟୁରୋ): Odisha Weather Latest Report Updates ଆଜି ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଏଥିସହିତ ପୂର୍ବ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗତକାଲି ସୃଷ୍ଟ ଘୁର୍ଣ୍ଣିବଳୟ ଯୋଗୁଁ ଆସନ୍ତା ମଙ୍ଗଳବାର ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୨୦ ତାରିଖରୁ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜି ଠାରୁ ରାଜ୍ୟର ବିଭିନ୍ନ…

Read More
hsrp odisha

High security number plate: ଅକ୍ଟୋବର ୧ରୁ ନମ୍ବର ପ୍ଲେଟ ଯାଞ୍ଚ, ହେବ ୧୦ ହଜାର ଜୋରିମାନା

ଭୁବନେଶ୍ଵର: High security number plate apply ରାଜ୍ୟରେ ଆସନ୍ତା ଅକ୍ଟୋବର ୧ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଯାଂଚ କଡାକଡି କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ନ ଲଗାଇଲେ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୫ ହଜାର ରୁ ୧୦ ହଜାର ଟଙ୍କାର…

Read More
jharsuguda_accident

Jharsuguda Road Accident: ଝାରସୁଗୁଡା ବସ-ଟ୍ରକ ଧକ୍କାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡ଼ା: Jharsuguda Road Accident ଝାରସୁଗୁଡା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍‍ (Biju Express) ୱେରେ ଗତକାଲି ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧିପାଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୧୪ଜଣ ଗୁରୁତର ଆହତଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଗତକାଲି ସଂଧ୍ୟା ୭ଟା ସମୟରେ ଥେଲକୁଲେଇସ୍ଥିତ ଜେଏସ୍‍ଡବ୍ଲ୍ୟ ଭୂଷଣ ପ୍ଲାଣ୍ଟର (JSW-Bhushan Plant) ୬୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନେଇ ଆସୁଥିବା ବସ୍‍କୁ ସର୍ବାହଲ ପାୱାର ହାଉସ୍‍…

Read More
train cancelled

Puja Special Trains: ସିଆଲଦା ଓ ପୁରୀ ମଧ୍ୟରେ ଚାଲିବ ପୂଜା ସ୍ପେଶାଲ ଟ୍ରେନ

ଭୁବନେଶ୍ଵର: Puja Special trains between Sealdah and Puri। ପୁରୀ ଓ ସିଆଲଦା ମଧ୍ୟରେ ଚାଲିବ ପୂଜା ସ୍ପେଶାଲ ଟ୍ରେନ। ପାର୍ବଣ ଋତୁ (Durga Puja and Diwali Special) ରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବ ରେଲବାଇ ପକ୍ଷରୁ ଟ୍ରେନ ଚଲାଇବା ପାଇଁ ବ୍ୟବସ୍ଥା ହୋଇଛି।   ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ (Sealdah -Puri Puja Specials Train) ଅକ୍ଟୋବର ୧, ୨୦୨୨ରୁ ଅକ୍ଟୋବର ୨୯, ୨୦୨୨ ମଧ୍ୟରେ (୫ ଟ୍ରିପ) ପ୍ରତି ଶନିବାର…

Read More
Odisha Temperature Today Updates

Odisha Weather Report : ରାଜ୍ୟରେ ଆସନ୍ତା ଦୁଇ ତିନି ଦିନ ଗୁଳୁଗୁଳିର ସମ୍ଭାବନା, ୨୦ରୁ ଲଘୁଚାପ ବର୍ଷା

ଭୁବନେଶ୍ୱର (ବ୍ୟୁରୋ): Odisha Weather Latest Report Updates ରାଜ୍ୟରେ ବର୍ତ୍ତମାନ ମୌସୁମୀ (Monsoon) ସକ୍ରିୟ ନାହିଁ। ଏହାର ପ୍ରଭାବରେ ଆଗାମୀ ୨ ରୁ ୩ ଦିନ ଯାଏଁ ଗୁଳୁଗୁଳିର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ଆକାଶ ପ୍ରାୟ ମେଘମୁକ୍ତ ରହିବ। ଆସନ୍ତା ଦୁଇ ତିନି ଦିନ ତାପମାତ୍ରାରେ ବୃଦ୍ଧି ଏବଂ ବାୟୁମଣ୍ଡଳର ଉଚ୍ଚ ଆର୍ଦ୍ରତା ପରିଲକ୍ଷିତ ହେବା ସହିତ ଉପକୂଳ ଓଡ଼ିଶା ସମେତ ପାଶ୍ୱର୍ବର୍ତ୍ତି ଅଞ୍ଚଳରେ ମଧ୍ୟ ଗୁଳୁଗୁଳି…

Read More
Coal India Ltd & Unions ink MoU Recommending Minimum Guaranteed Benefit to Employees

E-auction Coal Mines: ଓଡ଼ିଶାର ଆଉ ଦୁଇଟି କୋଇଲା ଖଣି ନିଲାମ, ମିଳିଲା ବେଦାନ୍ତକୁ

ନୂଆଦିଲ୍ଲୀ: E-auction Coal Mines of Odisha Ghogharpalli and its Dip Extension mines are situated in Sundergargh ଓଡ଼ିଶାର ଆଉ ଦୁଇଟି କୋଇଲା ଖଣି ହୋଇଛି। ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି। ଓଡ଼ିଶାର ଦୁଇଟି ଖଣି ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଘୋଗରପାଲି ଏବଂ ଘୋଗରପାଲି ଡିପ୍‌ ସାଇଡ୍‌ କୋଇଲା ଖଣି ( Ghogharpalli and Ghogharpalli Dip…

Read More
odisha_weather

Odisha Weather Report : ଆସନ୍ତା ୨୪ ଘଣ୍ଟାରେ ବଜ୍ରପାତ ସହ ପ୍ରବଳ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୂବନେଶ୍ଵର: Odisha Weather Latest Report Updates ଆଜି ରାଜ୍ୟର ପ୍ରାୟ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ (Odisha and West Bengal) ଉପକୂଳ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୧୮ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ…

Read More
nlem_2022

NLEM 2022: ୩୮୪ ପ୍ରକାରର ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ହେବ କମ୍

ନୂଆଦିଲ୍ଲୀ: NLEM 2022- National List of Essential Medicines ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସମସ୍ତଙ୍କୁ ଶସ୍ତାରେ ଔଷଧ (Medicine) ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ବିଭିନ୍ନ ପଦକ୍ଷେପ ନେଉଛି। ଏହି ଦିଗରେ, ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (NLEM) ସ୍ୱାସ୍ଥ୍ୟ ସେବାର ସମସ୍ତ ସ୍ତରରେ ଶସ୍ତା ଗୁଣବତା ସମ୍ପନ୍ନ ଔଷଧ ଗୁଡିକର ଲୋକଙ୍କ ନିକଟରେ ପହଞ୍ଚିବାକୁ ସୁନିଶ୍ଚିତ କରିବାରେ…

Read More
habisayli_puri

Habisyali In Puri: କାର୍ତ୍ତିକ ବ୍ରତ ଲାଗି ପୁରୀକୁ ଆସିବାକୁ ଥିବା ହବିଷ୍ୟାଳୀଙ୍କ ନାମ ପଞ୍ଜୀକରଣ ଆରମ୍ଭ

ପୁରୀ: Habisyali In Puri ଆସନ୍ତା କାର୍ତ୍ତିକ ବ୍ରତ ଲାଗି ପୁରୀ (Puri) କୁ ଆସିବାକୁ ଥିବା ହବିଷ୍ୟାଳୀମାନେ ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ (Registration) କରିପାରିବେ। ୱେବସାଇଟ୍‍ www.puri.nic.in ରୁ ଫର୍ମ ସଂଗ୍ରହ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ନିକଟକୁ oritourpuri@gmail.com ରେ ଅନଲାଇନ୍‍ ବା ଅଫ୍‍ଲାଇନରେ (Online Or Offline) ଆବେଦନ କରିପାରିବେ। ସେହିପରି ହ୍ୱାଟ୍‍ସ ଆପ୍‍ (WhatsApp) ନମ୍ବର ୯୪୩୭୩୩୩୮୨୩ ରେ…

Read More
coal_mines_odisha

E-auction Coal Mines: ଓଡ଼ିଶାର ଦୁଇଟି ଖଣି ସମେତ ୫ ରାଜ୍ୟରେ ନିଲାମ ହେଲା ୮ କୋଇଲା ଖଣି

ନୂଆଦିଲ୍ଲୀ: E-auction Coal Mines of Odisha Rampia and dip side of Rampia ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି। ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି। ଓଡ଼ିଶାର ଦୁଇଟି ଖଣି ହେଉଛି ରାମପିଆ ଏବଂ ରାମପିଆ ଡିପ୍‌ ସାଇଡ୍‌ କୋଇଲା ଖଣି (Rampia and dip…

Read More