Home » ଓଡ଼ିଶା » Page 13
odisha temperature_mahimalive

Odisha Weather Report Updates: ଆସନ୍ତା ୨ଦିନ ରାଜ୍ୟରେ ପାଗ ଶୁଖିଲା ରହିବ

ଭୂବନେଶ୍ଵର: Odisha Weather Latest Report Updates ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳୁଗୁଳି ଅନୁଭୂତ ହେଉଛି। କାରଣ ମୌସୁମୀ ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହିଛି। ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତ୍‍ସିଂହପୁର,…

Read More
Talcher_fertiliser

Talcher Fertiliser Ltd: ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ରମନ୍ତୀଙ୍କ ଗୁରୁତ୍ୱ

ତାଳଚେର:Talcher Fertiliser Ltd Progress News କେନ୍ଦ୍ର ସାର ଓ ରସାୟନ, ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ (Union Minister of State for Chemicals and Fertilizers) ଶ୍ରୀ ଭଗୱନ୍ତ ଖୁବା (Bhagawanth Khuba) ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି।  ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି କେନ୍ଦ୍ର ମନ୍ତ୍ରୀ ତାଳଚେର ଠାରେ ସାର କାରଖାନା ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି…

Read More
Weather Report of Odisha

Odisha Weather Report: ଆସନ୍ତା ୨୬ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: Odisha Weather Report ଆଜି ସାରା ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ବ୍ୟାପ୍ତି ବାୟୁମଣ୍ଡଳର ୫. ୮କିଲୋମିଟର ଉଚ୍ଚତା ଯାଏଁ ରହିଛି। ଫଳରେ ରାଜ୍ୟରେ ବିଭିନ୍ନ ଅଂଚଳରେ ବର୍ଷା ଲାଗିରହିଛି। ଆଜିଠାରୁଆସନ୍ତା ୨୬ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାହୋଇପାରେ। ଅପରପକ୍ଷରେ ପାଣିପ।ଗ ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା…

Read More
itr_drdo

VL-SRSAM: DRDO ଏବଂ ଭାରତୀୟ ନୌସେନା ଦ୍ୱାରା ଭୂପୃଷ୍ଠରୁ ଆକାଶମାର୍ଗକୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଓଡ଼ିଶା ଉପକୂଳରେ ସଫଳ ପରୀକ୍ଷଣ

ବାଲେଶ୍ଵର: DRDO & Indian Navy successfully VL-SRSAM flight test off Odisha coast ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ (Chandipur off the coast of Odisha) ସମନ୍ୱିତ ପରୀକ୍ଷଣ ଘାଟୀ (ITR) ରୁ ୨୩ ଅଗଷ୍ଟ, ୨୦୨୨ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (VL-SRSAM) ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ନୌସେନା ଦ୍ୱାରା କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ…

Read More
ramdas athawale

Inter Caste Marriage: ଆନ୍ତଃଜାତି ବିବାହକୁ ବ୍ୟାପକ ଆକାରରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: Inter Caste Marriage In Odisha ସମାଜରେ ସମତା ଆଣିବା ଲାଗି ଅଧିକ ସଂଖ୍ୟାରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେ କହିଛନ୍ତି। ସୋମବାର ଭୁବନେଶ୍ଵର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ କହିଥିଲେ ଯେ, ଓଡ଼ିଶାରେ ୨୦୨୦-୨୧ରେ ୧୮୪୭ଟି ଆନ୍ତଃଜାତି ବିବାହ ପଞ୍ଜୀକରଣ ହୋଇଥିଲା। ୨୦୨୧-୨୨ ଏହି ସଂଖ୍ୟା ୨୪୨୮କୁ ବୃଦ୍ଧି ପାଇଛି।…

Read More
subarnarekha

Odisha Floods Report: ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ, ଜଳସମ୍ପଦ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା

ବାଲେଶ୍ୱର: Odisha Floods Report ଓଡ଼ିଶାରୁ ଯାଇନି ବନ୍ୟା ବିପଦ। ବାଲେଶ୍ୱର (Baleswar) ଜିଲ୍ଲାର ସୁବର୍ଣ୍ଣରେଖା ନଦୀ (Subarnarekha) ରେ ଜଳସ୍ତର ବିପଦ ସଂକେତ ସ୍ତରର ଦେଢ଼ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ରାଜଘାଟଠାରେ ନଦୀର ବିପଦ ସଂକେତ ସ୍ତର ୧୦.୩୬ ମିଟର ଥିବା ବେଳେ ସେଠାରେ ଆଜି ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଜଳସ୍ତର ୧୧.୮୪ମିଟର ରହିଛି। ସୂଚନାଯୋଗ୍ୟ ଗତକାଲି ରାତି ଗୋଟାଏ ରୁ ୧୧.୯୦ମିଟର ପ୍ରବାହିତ ହେଉଥିବା ବନ୍ୟା ଜଳ ଗତ ୧୨ଘଣ୍ଟା ଧରି ସ୍ଥିର…

Read More
odisha-flood-2

Odisha Weather Report Updates: ଆଜି କିଛି ସ୍ଥାନରେ ହେବ ବର୍ଷା, ସୁବର୍ଣ୍ଣରେଖା ନଦୀ ଅବବାହିକାରେ ପ୍ରବଳ ବନ୍ୟାର ଆଶଙ୍କା

ଭୂବନେଶ୍ଵର: Odisha Weather Floods Latest Report Updates ରାଜ୍ୟରେ ଆଜି ଟିକେ ବର୍ଷା କମିଛି। ଲଘୁଚାପ ଦୁର୍ବଳ ହୋଇ ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ଚାଲିଯାଇଛି। ଓଡ଼ିଶାରେ ବର୍ଷା ପରିମାଣ ହ୍ରାସପାଇଛି। ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୪ କି.ମି. ବେଗରେ ପଶ୍ଚିମ-ଉତ୍ତର- ପଶ୍ଚିମ ଦିଗରେ ଗତି କରି ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ୱବର୍ତ୍ତୀ…

Read More
floods_odisha

Odisha Weather Report: ପ୍ରବଳ ବର୍ଷା ନେଇ ୪ଜିଲ୍ଲାରେ ରେଡ୍‍ ୱାର୍ଣ୍ଣିଂ ଜାରି; ରାଜ୍ୟରେ ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ଵର: Odisha floods Report ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଦେଖାଦେଇଛି। ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜ୍‍ରେ ୭ଟି ଗେଟ୍‍ ଦେଇ ୧ ଲକ୍ଷ ୫ ହଜାର କ୍ୟୁସେକ୍‍ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବାର ଆଶଙ୍କା ଦେଖାଦେଇଛି। ବନ୍ୟା ସମ୍ଭାବନା କମ୍‍ ଥିବା ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ପକ୍ଷରୁ କୁହାଯାଇଛି। ସେପଟେ ବୁଢ଼ାବଳଙ୍ଗରେ…

Read More
aso_exam

ASO Examination 2022: ଆସନ୍ତା ଅଗଷ୍ଟ ୨୭ରେ ଏଏସ୍‍ଓ ପରୀକ୍ଷା, Download admit card

କଟକ: ASO Written Examination 2022 ଏଏସ୍‍ଓ ପରୀକ୍ଷା ପାଇଁ ଓପିଏସ୍‍ସି (OPSC) ପକ୍ଷରୁ ନୂଆ ତାରିଖ ଘୋଷଣା ହୋଇଛି। ଆସନ୍ତା ୨୭ ତାରିଖ ଶନିବାର ଦିନ ଏହି ପରୀକ୍ଷା ୩ଟି ସିଟିଙ୍ଗରେ ଅନୁଷ୍ଠିତ ହେବ ବୋଲି ଓପିଏସ୍‍ସି ୱେବସାଇଟରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୨୧ ତାରିଖ ରବିବାର ଦିନ ହେବାକୁ ଥିବା ଏଏସ୍‍ଓ (ASO Examination Postponed) ଲିଖିତ ପରୀକ୍ଷାକୁ…

Read More
odisha_weather_today

Odisha Weather Report: ରାଜ୍ୟରେ ଲଘୁଚାପ ବର୍ଷା ଜାରି, ୧୯ ଏବଂ ୨୦ରେ ପ୍ରବଳ ବର୍ଷା

ଭୁବନେଶ୍ଵର: Odisha weather Latest Report ଓଡ଼ିଶାରେ ଲଘୁଚାପ ପ୍ରଭାବରେ ସମସ୍ତ ଜିଲାଗୁଡିକରେ ତୁହା କୁ ତୁହା ବର୍ଷା ଲାଗିରହିଛି। ବଙ୍ଗୋପସାଗରରେ ଗତକାଲି ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି। ଏହା ଆହୁରି ଅଧିକ ଶକ୍ତିଶାଳୀ ହେବ ଏବଂ ଏହାର ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶା ସହ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ…

Read More
aso

ASO Examination Postponed: ୨୧ରେ ହେବାକୁ ଥିବା ଏଏସ୍‍ଓ ପରୀକ୍ଷା ସ୍ଥଗିତ

କଟକ: ASO Examination 2022 Postponed ଆସନ୍ତା ୨୧ ତାରିଖ ରବିବାର ଦିନ ହେବାକୁ ଥିବା ଏଏସ୍‍ଓ (ASO Examination Postponed) ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସ୍ଥଗିତ ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରୀକ୍ଷା ନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ବୋଲି ଲୋକସେବା ଆୟୋଗ ପକ୍ଷରୁ ସୂଚନା…

Read More