Home » ଓଡ଼ିଶା » Page 2
naveen patnaik

Naveen Patnaik: ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା

ନୂଆଦିଲ୍ଲୀ: କେରଳର ୱାୟାନାଡରେ ଏକ ଭୂସ୍ଖଳନ ଘଟଣା (Landslides in Kerala’s Wayanad) ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ଏହି ସମୟରେ ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କୁ ପ୍ରଶଂସା କରିଛନ୍ତି। ସଂସଦରେ ଗୃହମନ୍ତ୍ରୀ ଶାହା କହିଛନ୍ତି ଯେ ଜୁଲାଇ ୨୩ ରେ କେରଳ ସରକାରଙ୍କୁ କେନ୍ଦ୍ର…

Read More
Street Crime Helpline Number odisha

Street Crime Helpline Number: ବଟି ଓ ପୂଜା ଚାନ୍ଦା କେହି ମାଗୁଛି କି?; କରନ୍ତୁ ଅଭିଯୋଗ,ଟୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ଵର: Street Crime Helpline Number ଚଳିତ ପାର୍ବଣ ରତୁରେ ଜୋରଜବରଦସ୍ତ ଦାଦା ବଟି ଏବଂ ପୂଜା ଚାନ୍ଦା ମାଗିବା ରୋକିବାକୁ ନେଇ ଭୂବନେଶ୍ଵର କମିଶନରେଟ୍ ପୁଲିସ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। କେହି ଯଦି ଜୋରଜବରଦସ୍ତ ପୂଜା ଚାନ୍ଦା ମାଗିଲେ କମିଶନରେଟ୍ ପୁଲିସକୁ ଜଣାଇବାକୁ ସୂଚନା ଦେଇଛନ୍ତି ଡିସିପି (DCP Bhubaneswar)। ଏଥିପାଇଁ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ (7077798111) ଜାରି କରାଯାଇଛି। ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ…

Read More
Odisha Weather Updates: ଆସୁଛି ଲଘୁଚାପ,୧୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

Odisha Weather Updates: ଆସୁଛି ଲଘୁଚାପ,୧୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

କଟକ: Odisha Weather Updates ଉତ୍ତର-ପୂର୍ବ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି। ଏଥି ସହିତ ଓଡ଼ିଶାର ୧୫ରେ ପ୍ରବଳ ଝଡ଼ବର୍ଷା ଏବଂ ବଜ୍ରପାତ ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଗତକାଲି ରବିବାର…

Read More
Cyclone Mocha Live Update

Cyclone Mocha Live Update: ବାତ୍ୟା ବାଂଲାଦେଶ ଓ ମିଆଁମାର ମୁହାଁ, ସତର୍କ ରହିବ ଓଡ଼ିଶା

ଭୁବନେଶ୍ଵର: Cyclone Mocha Live Update Odisha ବଙ୍ଗୋପସାଗରରେ ସୃଷ୍ଟି ହାେଇଥିବା ଲଘୁଚାପ ଅଧିକ ସକ୍ରିୟ ହୋଇ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଆସନ୍ତା ମେ ୯ ରେ ଏହା ଅବପାତର ରୂପ ନେଇପାରେ। ପରେ ପରେ ଏହା ଅଧିକ ଘନୀଭୂତ ହୋଇ ୧୦ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସାମୁଦ୍ରିକ ଝଡର ରୂପ ନେଇପାରେ। ଏହାପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ୧୨ରେ ଭୟଙ୍କର ରୂପ ନେଇ ବାଂଲାଦେଶ ଓ ମିଆଁମାର ମୁହାଁ ହୋଇପାରେ…

Read More
Odisha Temperature Today Updates

Odisha Temperature Today Updates: ଆସନ୍ତା ୧୮ରୁ ମିଳିପାରେ ତାତିରୁ ମୁକ୍ତି

ଭୁବନେଶ୍ଵର: Odisha Temperature Today Updates ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସହ୍ୟ କରିଦେଇଛି। ଆଜି ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ, ଗରମରୁ ମୁକ୍ତି ମିଳିପାରି ନାହିଁ। ଓଡ଼ିଶାର ଉପକୂଳ ଆଜି ତାପମାତ୍ରା ସାମାନ୍ୟ କମିଛି। କିନ୍ତୁ ପଶ୍ଚିମଓଡ଼ିଶା ତାତିରୁ ମୁକ୍ତି ପାଇପାରି ନାହିଁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ରେ ସମ୍ବଲପୁର ରାଜ୍ୟରେ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହିତ ହୀରାକୁଦ…

Read More
Odisha Weather Updates kalabaishakhi

Odisha Weather News Updates: ଆଜି କାଳବୈଶାଖୀ ପାଇଁ ୧୭ ଜିଲ୍ଲାକୁ ଆଲର୍ଟ ଜାରି; ୭ ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ଵର: Odisha Weather News Updates ଟ୍ରପଲାଇନ ପ୍ରଭାବରେ ସାରା ରାଜ୍ୟରେ ଦିନରେ ଟାଣଖରା ହେଉଥିବାବେଳେ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେଉଛି। ସେହିପରି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶା ପାଇଁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା…

Read More
PM Kisan Samman Nidhi 13th Installment

PM Kisan Samman Nidhi 13th Installment: ମୋଦୀ ସରକାରଙ୍କ ହୋଲି ଉପହାର, ମିଳିବ ପିଏମ କିସାନ କିସ୍ତି

ନୂଆଦିଲ୍ଲୀ: PM Kisan Samman Nidhi 13th Installment ଆଗକୁ ଆସୁଛି ହୋଲି। ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି ମୋଦୀ ସରକାର। କାରଣ ହୋଲି ପୂର୍ବରୁ ପିଏମ କିସାନ ୧୩ ତମ କିସ୍ତିର ୨ ହଜାର ଟଙ୍କା ପ୍ରାୟ ୧୨କୋଟି ଚାଷୀଙ୍କ ଆକାଉଣ୍ଟରେ ସିଧା ଜମା କରିବେ କେନ୍ଦ୍ରସରକାର। ଏଥିପାଇଁ ଅନେକ କଳ୍ପନାଜଳ୍ପନା କରାଯାଉଥିଲା, କିନ୍ତୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

Read More
Weather Report of Odisha

Weather Report of Odisha: ଆସନ୍ତା ୨ଦିନ ପରେ କମିବ ଶୀତ, ବଢିବ ତାପମାତ୍ରା

ଭୁବନେଶ୍ଵର: Weather Report of Odisha ଓଡ଼ିଶାରେ ଦିନକୁ ଦିନ ଶୀତ ହ୍ରାସ ପାଇବାରେ ଲାଗିଛି। ଗତକାଲି ରାତିରୁ ରାଜ୍ୟର ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ଏଥିସହିତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଜାରି ରହିଛି। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୨ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଗତକାଲି ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ…

Read More
Fog Warning Issued In Odisha

Fog Warning Issued In Odisha: ଆସନ୍ତା ୩ ଦିନ ଓଡ଼ିଶାରେ ହେବ ଘନ କୁହୁଡ଼ି

ଭୁବନେଶ୍ଵର : Fog Warning Issued In Odisha ଆସନ୍ତା ତିନିଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଗ ଶୁଷ୍କ ରହିବା ସହିତ ଘନକୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ରାଜ୍ୟ ଉପରେ ଏକ ଗୁରୁଚାପ-ବଳୟ ପ୍ରଭାବ ରହିଛି। ଫଳରେ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ ଜାରି ରହିଛି। ଏଥିପାଇଁ ରାଜ୍ୟରେ ଶୀତର ପ୍ରକୋପ କମିଥିବା ବେଳେ କୁହୁଡ଼ି ହେବାର ସମ୍ଭାବନା ରହଛି। କୁହୁଡ଼ି ଦ୍ୱାରା ପ୍ରଭାବିତ ହେବାକୁଥିବା ଜିଲ୍ଲାଗୁଡିକ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି,…

Read More
Weather Report of Odisha

Odisha Weather Updates: ଆସନ୍ତା ୨ଦିନ କିଛି ଜିଲ୍ଲାରେ ହୋଇପାରେ ବର୍ଷା, ଆଉ କିଛି ଜିଲ୍ଲାରେ ହେବ ଘନ କୁହୁଡ଼ି

ଭୁବନେଶ୍ଵର : Odisha Weather updates ଓଡ଼ିଶାରେ ଶୀତ ଲହରୀ ପୁଣି ଜାରି ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵରର ସୂଚନା ଅନୁଯାୟୀ ଆସନ୍ତାକାଲି ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସମୟ ମଧ୍ୟରେ ପାଗ ଶୁଖିଲା ରହିବ। ଅନ୍ୟପକ୍ଷରେ ଗଞ୍ଜାମ, ଗଜପତି, କନ୍ଧମାଳ,…

Read More
Pradhan Mantri Awas Yojana 2023 Odisha

Pradhan Mantri Awas Yojana 2023 Odisha: ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ, ଅଯୋଗ୍ୟ ଘର ପାଇଥିଲେ ଏହି ନମ୍ବରରେ କରନ୍ତୁ ଅଭିଯୋଗ

ଭୁବନେଶ୍ଵର : Pradhan Mantri Awas Yojana 2023 Odisha ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ପୁଣି ନୂଆ ୯ ଲକ୍ଷ ୫୯ ହଜାର ଗୃହ ମିଳିବ। ଏଥିପାଇଁ ରାଜ୍ୟ ସରକାର ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକା ଗ୍ରାମ ପଞ୍ଚାୟତ ଏବଂ ଗ୍ରାମର ପ୍ରମୁଖ ସ୍ଥାନଗୁଡ଼ିକରେ ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ। ଏଥିପାଇଁପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଅନୁସାରେ ସମସ୍ତ ଜିଲ୍ଲା ଓ ଫନି ପ୍ରଭାବିତ ଜିଲ୍ଲାର ହିତାଧିକାରୀଙ୍କ ପାଇଁ…

Read More