Home » ଓଡ଼ିଶା » Page 48
fire-crackers

Diwali:ରାଜ୍ୟରେ ବାଣ ସମ୍ପୂର୍ଣ୍ଣ ନିଷେଧ, ବାଣ ବିକ୍ରି ଏବଂ ଫୁଟାଇ ପାରିବେ ନାହିଁ

ଭୁବନେଶ୍ୱର : ବିଶ୍ଵ ମହାମାରୀ କୋଭିଡ୍‌-୧୯ (Covid-19) ର ଭୟ ଭୟତାକୁ ଦେଖି ରାଜ୍ୟରେ ବାଣ (Crackers) ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କେହି ବାଣ ବିକ୍ରି କରିପାରିବେ ନାହିଁ କି ଫୁଟାଇ ପାରିବେ ନାହିଁ। ନଭେମ୍ବର ୧୦ରୁ ୩୦ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଜାରି କରାଯାଇଛି। ବର୍ତ୍ତମାନ ରାଜ୍ୟରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ହୋଇଛି କିନ୍ତୁ  ବିପଦ…

Read More
Tirtol

Odisha By-Election: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମ୍ପନ୍ନ

ଭୁବନେଶ୍ଵର: ବାଲେଶ୍ୱର ସଦର (Baleswar  Sadar)ଏବଂ ତିର୍ତ୍ତୋଲ (Tirtol) ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ କରାଯାଇଛି। ଏଥିଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଆଜି ଏହି ଦୁଇଟି ଆସନ ଲାଗି ଅନୁଷ୍ଠିତ ଉପନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ହାରାହାରୀ ୬୧.୫ ପ୍ରତିଶତ ମତଦାନ ହୋଇଛି। ଆସନ୍ତା ୧୦ ତାରିଖ…

Read More
cybercomplex

Cyber Crime: ସାଇବର ଅପରାଧ ମୁକାବିଲା ପାଇଁ ସାଇବର କମ୍ପେକ୍ସ ଉଦ୍‍ଘାଟିତ

ଭୁବନେଶ୍ଵର: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ (Police DG Abhay) ଆଜି ଭୁବନେଶ୍ୱର (Bhubaneswar) ରେ ନବନିର୍ମିତ ସାଇବର କମ୍ପେକ୍ସ (Cyber Complex) ର ଉଦ୍‍ଘାଟନ କରିଛନ୍ତି। କଟକ (Cuttack) ରେ ଅବସ୍ଥାପିତ ସାଇବର ଥାନା ଏବେ ଏଠାରେ ଚାଲିବ। ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାଇବର ଅପରାଧ (Cyber Crime) ମୁକାବିଲା ଏବେ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ। ସେ କହିଛନ୍ତି ଯେ, ରାଜ୍ୟରେ ଯେଉଁଭଳି ଭାବରେ…

Read More
RajuMishra

Raju Mishra: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ନିର୍ମାତା ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ଵର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ନିର୍ମାତା ରାଜୁ ମିଶ୍ର (Raju Mishra) ଙ୍କର ୭୨ବର୍ଷ ବୟସରେ ଆଜି ହୃଦ୍‍ଘାତରେ ପରଲୋକ ଘଟିଛି। ଏ ନେଇ ତାଙ୍କ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି।  ଜଟଣୀ ସ୍ଥିତ ନିଜ ବାସଭବନରେ ସେ ବସିଥିବାବେଳେ ହୃଦ୍‍ଘାତ ହୋଇଥିଲା । ଲୋକପ୍ରିୟ ଚଳଚ୍ଚିତ୍ର ଚକାଆଖି ସବୁଦେଖୁଛି, ପୁଅମୋର କଳାଠାକୁର, ସାଗର ଗଙ୍ଗା, ଉଲ୍‍କା ଏବଂ ମମତା ମାଗେ ମୁଲ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ସେ ଅନେକ…

Read More
Diwali-shop

Diwali: କଟକରେ ହେବ କାଳୀ ପୂଜା; ଲାଇସେନ୍ସ ମିଳିବ ଅସ୍ଥାୟୀ ବାଣ ଦୋକାନକୁ

କଟକ: କୋଭିଡ଼ ସ୍ଥିତିକୁ ନଜରରେ ରଖି ଦୂର୍ଗା ପୂଜା ଭଳି ଚଳିତବର୍ଷ କାଳୀପୂଜା ମଧ୍ୟ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହେବ। ଚଳିତବର୍ଷ କଟକ (Cuttack) ରେ କୋଭିଡ଼-୧୯ ଗାଇଡ଼ଲାଇନ (Covid-19 Guidelines) ଅନୁଯାୟୀ ପାଳନ ହେବ କାଳୀ ପୂଜା। ଏଥର ୪ ଫୁଟ୍‌ର ମୂର୍ତ୍ତି ହେବ। ଆଇନ ଶୃଙ୍ଖଳା ରଖିବା ପାଇଁ ୧୫ ପ୍ଲାଟୁନ୍‌ ଫୋର୍ସ ଓ ୫୦ ଅଫିସର ମୁତୟନ ହେବେ। ପୂର୍ବ ବର୍ଷ ପରି ଅସ୍ଥାୟୀ ବାଣ ଦୋକାନୀଙ୍କୁ ଲାଇସେନ୍ସ ମିଳିବ…

Read More
pac odisha

Odisha: ସୁଶାସନ ଏବଂ ସୁପରିଚାଳିତ ରାଜ୍ୟ ତାଲିକାରେ ଓଡ଼ିଶା ମାଇନସ୍ ପଏଣ୍ଟ ସହ ଶେଷଆଡୁ ୩ୟ ସ୍ଥାନରେ

ନୂଆଦିଲ୍ଲୀ: ପବ୍ଲିକ୍ ଆଫେୟାର୍ସ ଇଣ୍ଡେକ୍ସ (PAI) -୨୦୨୦ ଜନସମ୍ପର୍କ କେନ୍ଦ୍ର (PAC) ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ କେରଳ (Kerela) ଦେଶର ସବୁଠାରୁ ସୁପରିଚାଳିତ ରାଜ୍ୟ ହୋଇଥିବାବେଳେ ଉତ୍ତରପ୍ରଦେଶ ବଡ ରାଜ୍ୟ ତାଲିକାର ତଳେ ରହିଛି। ଏଥିସହିତ ଓଡ଼ିଶା ମାଇନସ୍ ପଏଣ୍ଟ ସହ ଶେଷଆଡୁ ୩ୟ ସ୍ଥାନରେ ଅଛି। ଏହା ବେଙ୍ଗାଲୁରୁରୁ ପରିଚାଳିତ ଅଣ-ଲାଭ ସଂଗଠନ ଶୁକ୍ରବାର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଏହି ସଂଗଠନର ସଭାପତି ହେଉଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ର…

Read More
dharmendra Pradhan

Temple Reopens: ଶ୍ରୀମନ୍ଦିର ସମେତ ଓଡ଼ିଶାର ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ

ଭୁବନେଶ୍ଵର: ପବିତ୍ର କାର୍ତ୍ତିକ ମାସରେ କୋଭିଡ୍ କଟକଣା (Covid-19 Guidelines) କୁ ମାନି ମହାପ୍ରଭୁ ଶ୍ରୀଜଗନ୍ନାଥ (Sri Jagannath) ଙ୍କ ଶ୍ରୀମନ୍ଦିର (Sri Mandira) ସମେତ ଓଡ଼ିଶା (Odisha) ର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ନିୟନ୍ତ୍ରିତ ଢ଼ଙ୍ଗରେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରେଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan )। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି, କାର୍ତିକ ମାସରେ ମହାପ୍ରଭୁ…

Read More
GST

GST: ଓଡ଼ିଶାରୁ ଅକ୍ଟୋବର ମାସରେ ଜିଏସ୍‌ଟି ୨୪୧୯ କୋଟି ଟଙ୍କା ସଂଗୃହୀତ, ଗତବର୍ଷ ତୁଳନାରେ ୨୧ଶତାଂଶ ଆଦାୟ ଅଧିକ

ନୂଆଦିଲ୍ଲୀ: ଚଳିତ ଅକ୍ଟୋବର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍‌ଟି (GST) ରାଜସ୍ୱ ସଂଗ୍ରହ ୧ ଲକ୍ଷ ୫ ହଜାର ୧୫୫ କୋଟି ଟଙ୍କା ହୋଇଛି। ସେଥିମଧ୍ୟରୁ ସିଜିଏସ୍‌ଟି (CGST) ପରିମାଣ ୧୯ ହଜାର ୧୯୩ କୋଟି ଟଙ୍କା, ଏସ୍‌ଜିଏସ୍‌ଟି (SGST)  ୨୫ ହଜାର ୪୧୧କୋଟି ଓ ଆଇଜିଏସ୍‌ଟି (IGST) ପରିମାଣ ୫୨ ହଜାର ୫୪୦କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି। ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ ୨୩…

Read More
election_odisha

Odisha By-Election: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ, ୩ରେ ମତଦାନ

ଭୁବନେଶ୍ଵର (mahimalive): ରାଜ୍ୟରେ ବାଲେଶ୍ୱର ସଦର (Baleswar Sadar) ଏବଂ ତିର୍ତ୍ତୋଲ (Tirtol) ଉପନିର୍ବାଚନ ଆସନ୍ତା ୩ ତାରିଖରେ ହେବାକୁ ଥିବାବେଳେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ହେଉଛି ପ୍ରଚାରର ଶେଷ ଦିନ। ବିଜେଡି, ବିଜେପି ଏବଂ କଂଗ୍ରେସର ତୁଙ୍ଗନେତାମାନେ ପ୍ରଚାର କାର୍ଯ୍ୟ ଜୋର୍‍ଦାର୍‍ କରିଛନ୍ତି। ଚଳିତ ଉପନିର୍ବାଚନରେ ସମ୍ବେଦନଶୀଳ ବୁଥ ଗୁଡ଼ିକରେ ସିସିଟିଭି ବ୍ୟବହାର ହେବ ବୋଲି ନିର୍ବାଚନ କମିଶନରଙ୍କ ତରଫରୁ ଜଣାପଡ଼ିଛି। ଏଥିସହିତ ଭୋଟ୍‍ଗ୍ରହଣ ପୂର୍ବରୁ ପ୍ରତ୍ୟେକ ବୁଥ୍‍କୁ ସାନିଟାଇଜ୍‍ କରାଯିବା ସହ…

Read More
Weather Report of Odisha

Odisha Weather Report: ତାପମାତ୍ରା କମୁଛି, ଆସନ୍ତା ୪ ତାରିଖ ଠାରୁ ଶୀତର ପ୍ରକୋପ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ସାମାନ୍ୟ ଶୀତ ଅନୁଭୂତ ହେଉଛି। ତେବେ ଆସନ୍ତା ୪ ତାରିଖ ଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସୁବର୍ଣ୍ଣପୁରର ସର୍ବନିମ୍ନ ତାପମାତ୍ରା ୧୩ ଦଶମିକ ୪ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟାନ୍ୟ କେତେକ ସ୍ଥାନରେ ମଧ୍ୟ ତାପମାତ୍ରା ୨୦ ଡିଗ୍ରୀରୁ ହ୍ରାସ ପାଇବାରେ ଲାଗିଛି। ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷାର…

Read More
laxmi_puja

Gaja Laxmi Puja: ଆଜି କୁମାର ପୂର୍ଣ୍ଣମୀ, ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଢେଙ୍କାନାଳ (mahimalive): ଆଜି କୁମାରପୂର୍ଣ୍ଣିମା (Kumar Purnima)। କୁମାରୀ ଝିଅମାନେ ନୂଆ ପୋଷାକ ପିନ୍ଧି ଚଉରା ମୂଳରେ ସକାଳେ ଓ ସନ୍ଧ୍ୟାବେଳେ ଚନ୍ଦ୍ରପୂଜା କରିଥାନ୍ତି। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ଓଡ଼ିଶା (Odisha) ର ପୁରପଲ୍ଲୀରେ ଏହି ଉତ୍ସବ ପାଳନ କରାଯାଉଥିବା ବେଳେ କରୋନା ସଂକ୍ରମଣ ଯୋଗୁଁ ଏବର୍ଷ ପୂଜା ପାଳନ ଫିକା ପଡ଼ିଯାଇଛି। ସେହିପରି ଆଜିଠାରୁ କୋଭିଡ କଟକଣା ମଧ୍ୟରେ ଢ଼େଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା ଏବଂ ଅନ୍ୟାନ୍ୟ ସ୍ଥାନରେ  ମା’…

Read More