Home » ଓଡ଼ିଶା » Page 47
bse-school

Matric Form Fill-up: ମ୍ୟାଟ୍ରିକ ପରୀକ୍ଷା ଫର୍ମ ଫିଲ୍‍ଅପ୍‍ ବିଜ୍ଞପ୍ତି ପ୍ରତ୍ୟାହାର, ଫର୍ମ ପୂରଣ ନେଇ ପରେ ପ୍ରକାଶ ପାଇବ ବିଜ୍ଞପ୍ତି

କଟକ: ଆସନ୍ତା ମ୍ୟାଟ୍ରିକ୍‍ ପରୀକ୍ଷା ଫର୍ମ ଫିଲ୍‍ଅପ୍‍ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଧ୍ୟମିକ ଶିକ୍ଷା ପରିଷଦ (BSE) କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ (Board Of Secondary Education) ଆସନ୍ତା ୯ ତାରିଖରୁ ମାଟ୍ରିକ୍‍ ପରୀକ୍ଷା ପାଇଁ ଫର୍ମ ଫିଲ୍‍ଅପ୍‍ ଆରମ୍ଭ କରିବାକୁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା। କରୋନା ମହାମାରୀ (Corona Pandemic) ପାଇଁ ଯେତେବେଳେ ସ୍କୁଲରେ ପାଠପଢ଼ା ବନ୍ଦ ହୋଇଛି…

Read More
TalcherRoad

Special Train: ରାଉରକେଲା-ଭୁବନେଶ୍ୱର ମଧ୍ୟରେ ସ୍ପେଶାଲ୍‍ ଟ୍ରେନ୍‍ ଆଜିଠାରୁ ପ୍ରତ୍ୟହ ଚାଲିବ

ରାଉରକେଲା: ଆଜିଠାରୁ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ୍‍ ଟ୍ରେନ୍‍ (Special Train) ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ସବୁଦିନ ଚଳାଚଳ କରିବ। ଯାହାକି ପୂର୍ବରୁ ଏହା ସପ୍ତାହକୁ ୫ଦିନ ଚଳାଚଳ କରୁଥିଲା। ୦୨୮୬୧ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ୍‍ ଟ୍ରେନ୍‍ ରାଉରକେଲାରୁ ସକାଳ ୫ଟାରେ ଛାଡ଼ି ଭୁବନେଶ୍ୱରରେ ଅପରାହ୍ଣ ୧୨ଟା ୩୦ମିନିଟ୍‍ରେପହଞ୍ଚିବ। ସେହିଭଳି ଏହି ଟ୍ରେନ୍‍ ଭୁବନେଶ୍ୱରରୁ ଅପରାହ୍ଣ ୨ଟା ୧୦ମିନିଟ୍‍ରେ ଛାଡ଼ି ରାଉରକେଲାରେ ରାତି ୯ଟା ୪୦ ମିନିଟ୍‍ରେ ପହଞ୍ଚିବ। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଟ୍ରେନ୍‍ ଉଭୟ…

Read More
Dharmendra Pradhan

LNG: ଏଲ୍‍ଏନ୍‍ଜି ସ୍ୱଚ୍ଛ ଇନ୍ଧନର ବ୍ୟବହାର ବୃଦ୍ଧି ପାଇଲେ ଯାନବାହନ ପ୍ରଦୂଷଣ ହ୍ରାସହେବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ପରିବହନ କ୍ଷେତ୍ରରେ ଲିକ୍ୟୁଫାଏଡ୍‍ ନ୍ୟାଚୁରାଲା ଗ୍ୟାସ୍‍ (LNG) ଭଳି ସ୍ୱଚ୍ଛ ଇନ୍ଧନର ବ୍ୟବହାର ବୃଦ୍ଧି ପାଇଲେ ଯାନବାହନ ପ୍ରଦୂଷଣ ହ୍ରାସ ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମତବ୍ୟକ୍ତ କରିଛନ୍ତି। ରାଷ୍ଟ୍ରାୟତ ପ୍ରାକୃତିକ ଗ୍ୟାସ୍‍ ବିତରଣ କମ୍ପାନୀ ଗେଲ୍‍ (GAIL) ଏବଂ ଭାରତୀୟ ଅଟୋମୋବାଇଲ୍‍ ନିର୍ମାଣକାରୀ ସଂଘ ସିଆମ୍‍ ପକ୍ଷରୁ ଗତକାଲି ଆୟୋଜିତ ପରିବହନ ଇନ୍ଧନ ଭାବେ ଏଲଏନଜି ଶୀର୍ଷକ ଏକ ୱେବିନାରରେ ଯୋଗଦେଇ…

Read More
school CBSE

School Reopen: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ ରହିବ। ରାଜ୍ୟ ସରକାର କୋଭିଡ୍ ସଂକ୍ରମଣକୁ ନେଇ ଏପରି ନିଷ୍ପତ୍ତି ନେଇଛନ୍ତି। ଆଜି ଶୁକ୍ରବାର ଗଣଶିକ୍ଷା ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ପରୀକ୍ଷା ଓ ନାମଲେଖା ପ୍ରକ୍ରିୟା ଜାରି ରହିବ। ପୂର୍ବପରି ଅନ୍‌ଲାଇନ୍‌ କ୍ଲାସ ଚାଲିବ ବୋଲି ଜଣାପଡ଼ିଛି। ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଡିସେମ୍ବର ୨ୟ ସପ୍ତାହରେ କୋଭିଡ-୧୯ର ୨ୟ ସଂକ୍ରମଣ…

Read More
school odisha new session

School Reopens: ନଭେମ୍ବରରେ ଆଉ ଖୋଲିବନି ସ୍କୁଲ

ଭୁବନେଶ୍ଵର (ମହିମା ଲାଇଭ): ଡିସେମ୍ବରରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବାର ଆଶଙ୍କା ରହିଥିବାରୁ, ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବର୍ତ୍ତମାନ ସ୍ଥଗିତ କରାଯାଇଛି। ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ନଭେମ୍ବରରେ ସ୍କୁଲ ଖୋଲିବା ନିମନ୍ତେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ସତ୍ତ୍ୱେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ କୋଭିଡ ଗାଇଡଲାଇନ୍‌କୁ ଅପେକ୍ଷା କରାଯାଇଛି।  ସୂଚନାଯୋଗ୍ୟ, ନଭେମ୍ବର ମାସ…

Read More

Examination : ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ଵର: ସିବିଏସ୍‍ଇ (CBSE) ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା ସିଟିଇଟି (CTET) ୨୦୨୧ ଜାନୁୟାରୀ ୩୧ ତାରିଖରେ ଅନୁଷ୍ଠିତ ହେବ। କୋଭିଡ୍‍ ମାର୍ଗଦର୍ଶିକା (Covid Guidelines) କୁ ପାଳନ କରି ଦେଶର ୧୩୫ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବରୁ ଏହି ପରୀକ୍ଷା ଗତ ଜୁଲାଇ ୫ ତାରିଖରେ ୧୧୨ଟି ସହରରେ ହେବାର ଥିଲା। କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ବହୁ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ବଦଳାଇବାପାଇଁ ନିବେଦନ କରିବା ପରେ ପରୀକ୍ଷାକୁ…

Read More
ngt

NGT: ପ୍ରଦୂଷଣକୁ ନେଇ ୧୮ଟି ରାଜ୍ୟକୁ NGT ର ନୋଟିସ

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏନଜିଟି (National Green Tribunal-NGT) ମଧ୍ୟ କଡାକଡି ହୋଇଛି। ଏନଜିଟି ୧୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବାଣ ଜଳିବା କାରଣରୁ ପ୍ରଦୂଷଣ ମାମଲାର ଶୁଣାଣି ପରିସରକୁ ବୃଦ୍ଧି କରିଛି। ବାଣ ଜଳିବା ଦ୍ୱାରା ପ୍ରଦୂଷଣକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ଏଗୁଡ଼ିକ ହେଉଛି ସେଇ ରାଜ୍ୟ ଯେଉଁଠାରେ ବାୟୁ ଗୁଣବତ୍ତା ଖରାପ ଅଛି। ପ୍ରଦୂଷଣ ମାମଲାର ଶୁଣାଣି…

Read More
angul_police

Angul News: ଅନୁଗୋଳ ଜିଲ୍ଲା ମୁଷାପାପୁଲି ଗାଁରେ ହତ୍ୟାକାଣ୍ଡରେ ଜଣେ ମୃତ

ଅନୁଗୋଳ: ଅନୁଗୋଳ  ମୁଷାପାପୁଲି ଗାଁରେ ହତ୍ୟାକାଣ୍ଡ। ରାତି ସାଢେ ୮ ଟା ସମୟରେ କିଛି ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ରନ୍ତଲେଇ ଗାଁର ଦୁଇ ଭାଇ ଦୁଷ୍ମନ୍ତ ସେନାପତି ଏବଂ ଦୁଃଶାସନ ସେନାପତି ଛିଡା ହୋଇଥିବା ହଠାତ କିଛି ଦୁର୍ବୃତ୍ତ ଆସି ବନ୍ଧୁକରୁ ଗୁଳି ଫୁଟାଇବା ସହ ଦୁଷ୍ମନ୍ତଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଦୁଷ୍ମନ୍ତଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ହତ୍ୟା…

Read More
assembly

Odisha Assembly Session: ବିଧାନସଭା ଶୀତକାଳୀନ ଅଧିବେଶନ ନଭେମ୍ବର ୨୦ରୁ ଆରମ୍ଭ

ଭୁବନେଶ୍ଵର : ନଭେମ୍ବର ୨୦ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ (Odisha Assembly Winter Session) ଆରମ୍ଭ ହେବ। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ବର୍ଷ ୨୦୨୦-୨୧ ପାଇଁ  ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ। Also Read |

Read More
samir-dash

School Reopens: ଚଳିତ ମାସରେ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ଵର: ଚଳିତ ମାସରେ ରାଜ୍ୟରେ ସ୍କୁଲ (School reopens) ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ନବମରୁ ଦ୍ୱାଦଶ ଯାଏ ପାଠପଢ଼ା ସ୍କୁଲରେ ହେବ। ତେବେ ଏ ନେଇ  ଅଭିଭାବକମାନେ ଏ ନେଇ ରାଜି ନ ହେଲେ ଅନଲାଇନ୍‍ ମାଧ୍ୟମରେ ବ୍ୟବସ୍ଥା କରାଯିବାବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ତେବେ ସ୍କୁଲ ଖୋଲିବା ନେଇ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତି ଚାଲିଛି ଓ ଏ ନେଇ ଜିଲ୍ଲାପାଳ (Collector…

Read More
Bus_Fare

Bus: ଧାର୍ଯ୍ୟ ଭଡା ଠାରୁ ଅଧିକା ପଇସା ନେଲେ ବସ ପରମିଟ କ୍ୟାନସେଲ ହେବ: ଓଡ଼ିଶା ପରିବହନ କମିସନର

ଭୁବନେଶ୍ଵର: ରାଜ୍ୟରେ କିଛି ବସ୍‍ ଯାତ୍ରୀମାନଙ୍କ ଠାରୁ ଅଧିକ ବସ୍‍ ଭଡା ଆଦାୟ କରୁଥିବା ଜଣାପଡ଼ିବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ବିଚାର କରୁଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଗତ ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ଘୋଷଣା କରିଥିବା ବସ୍‍ଭଡା ଅପରିବର୍ତ୍ତିତରହିଛି। ତେଣୁ କୌଣସି ପରିସ୍ଥିତିରେ ଅଧିକ ଭଡା ଆଦାୟ କରୁଥିବା ବସ୍‍ ଗୁଡ଼ିକୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃ କ୍ଷ କହିଛନ୍ତି। ଗତକାଲି ଏହି…

Read More